ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
India
Latest
ଭିଡିଓ ମାଧ୍ୟମରେ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷ ପାଠପଢ଼ା ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗର ପ୍ରସ୍ତୁତି, ଶିକ୍ଷକଙ୍କ ଦ୍ୱାରା ଭିଡିଓରେ ଫିଜିକ୍ସ, କେମେଷ୍ଟ୍ରି, ବାୟୋଲଜି ଓ ଗଣିତର ଭିଡିଓ ରେକର୍ଡିଂ ହୋଇ ବିଭିନ୍ନ ପୋର୍ଟାଲରେ ଅପଲୋଡ୍ ହେବ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ବୃନ୍ଦାବନ ବେହେରାଙ୍କ ସୂଚନା
ପାଟ୍ରୋଲିଂ କରିବା ପାଇଁ ପୋଲିସଙ୍କୁ ମିଳିଲା ସ୍କୁଟି ଓ ବାଇକ, ବିଭିନ୍ନ ଥାନାକୁ ୫୩ ସ୍କୁଟି ଓ ୨୩ ବାଇକ ପ୍ରଦାନ କଲେ କମିଶନର, ଡିସିପି ଅଫିସ୍ରେ ସ୍ୱତନ୍ତ୍ର ଉତ୍ସବରେ ସ୍କୁଟି, ବାଇକ ପ୍ରଦାନ, ସ୍କୁଟି ଚଢ଼ି ସହରରେ ପାଟ୍ରୋଲିଂ କରିବେ ମହିଳା ପୋଲିସ କର୍ମଚାରୀ
ମାଲକାନଗିରିରୁ ଚିହ୍ନଟ ୩୬ ପଜିଟିଭ ମଧ୍ୟରେ ୨୯ ଜଣ BSF ଯବାନ, ୩ ଜଣ ହୋମ୍ କ୍ୱାରେଣ୍ଟିନ୍ ଓ ୪ ଜଣ କ୍ୱାରେଣ୍ଟିନ୍ ସେଣ୍ଟରରୁ ଚିହ୍ନଟ, ଟ୍ୱିଟ୍ ଯୋଗେ ସୂଚନା ଦେଲେ ମାଲକାନଗିରି ଜିଲ୍ଲାପାଳ
ଗୁଗଲ୍ ଓ ଆପଲ୍ ଆପ୍ ଷ୍ଟୋର୍ରୁ ହଟିଲା ଟିକ୍ଟକ୍
ନୂଆଦିଲ୍ଲୀ: ଦେଶରେ କରୋନାଜନିତ ମୃତ୍ୟୁସଂଖ୍ୟା ୧୬ ହଜାର ୮୯୩କୁ ବୃଦ୍ଧି, ଆକ୍ରାନ୍ତଙ୍କ ସଂଖ୍ୟା ୫ଲକ୍ଷ ୬୬ ହଜାର ୮୪୦କୁ ବୃଦ୍ଧି, ମୋଟ ଆକ୍ଟିଭ୍ କେସ୍- ୨,୧୫,୧୨୫; ସୁସ୍ଥ- ୩,୩୪,୮୨୧ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା
ମୁମ୍ବାଇର ହୋଟେଲ୍ ତାଜ୍କୁ ବିସ୍ଫୋରଣରେ ଉଡ଼ାଇ ଦେବାକୁ ପାକିସ୍ତାନ କରାଚିରୁ ଧମକ ଆସିଥିବା ସୂଚନା, ଧମକ ଆସିବା ପରେ ହୋଟେଲ୍ ତାଜ୍ ଓ ଆଖପାଖ ଅଞ୍ଚଳରେ କଡ଼ା ସୁରକ୍ଷା
ସମ୍ବଲପୁର: ହୀରାକୁଦ ଡ୍ୟାମ୍ର ୪ଟି ଗେଟ୍ ବନ୍ଦ ହେଲା, ଏବେ ୮ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି
ଭାରତର ପ୍ରଥମ କୋଭିଡ୍-୧୯ ଭ୍ୟାକ୍ସିନ୍ ପରୀକ୍ଷା ପାଇଁ ପ୍ରସ୍ତୁତ
କାରଖାନାରୁ ଗ୍ୟାସ୍ ଲିକ୍ ହୋଇ ଦୁଇ ମୃତ; ୪ ମେଡିକାଲରେ ଭର୍ତ୍ତି
ରାଉରକେଲା: ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ଘଟଣା; କ୍ରାଇମବ୍ରାଞ୍ଚକୁ ତଦନ୍ତ ନିର୍ଦ୍ଦେଶ ଦେଲେ ଡିଜିପି ଅଭୟ, ତଦନ୍ତ ପାଇଁ ସୁନ୍ଦରଗଡ଼ ଗସ୍ତ କରିଛି କ୍ରାଇମବ୍ରାଞ୍ଚ ଟିମ୍, ଗର୍ଭପାତ ଘଟଣାରେ ବୀରମିତ୍ରପୁର ଥାନା IIC ନିଲମ୍ବିତ ହୋଇଛନ୍ତି
ଆଜିର ଦିନରେ ଆକାଶରୁ ଖସିଥିଲା ପ୍ରାୟ ୪୦୦ ଫିଟ୍ର ଗ୍ରହାଣୁ
ଭାରତର ପ୍ରଥମ କୋଭିଡ୍-୧୯ ଭ୍ୟାକ୍ସିନ୍ ପରୀକ୍ଷା ପାଇଁ ପ୍ରସ୍ତୁତ, ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ ଓ ଡ୍ରଗ୍ସ ନିୟନ୍ତ୍ରଣକାରୀ ସଂସ୍ଥା DCGI ଠାରୁ ଅନୁମୋଦିତ କୋଭାକ୍ସିନ୍କୁ ଚଳିତବର୍ଷ ଜୁଲାଇ ମାସ ମଧ୍ୟରେ ମଣିଷ ଶରୀରରେ ପରୀକ୍ଷଣ କରାଯିବ
ଜେଲ୍ରେ ଥିବା ୫୦ କଏଦୀଙ୍କୁ କରୋନା
ବିବାହ ଉତ୍ସବରେ ଯୋଗ ଦେଇ ୧୫ କରୋନା ଆକ୍ରାନ୍ତ; ୧୨୭ କ୍ୱାରେଣ୍ଟିନ୍ରେ
ଦଶ ବର୍ଷରେ କେତେ ବଦଳିଛି ସୂର୍ଯ୍ୟର ଚିତ୍ର ? ନାସା ଜାରି କଲା ଭିଡିଓ
୨୪ ଘଣ୍ଟାରେ ଆଉ ୩୩ BSF ଯବାନ କରୋନା ସଂକ୍ରମିତ
ଜୁଲାଇ ଶେଷ ବେଳକୁ ଦିଲ୍ଲୀରେ ୫.୫ ଲକ୍ଷ କରୋନା କେସ୍ ହେବନି: ଗୃହମନ୍ତ୍ରୀ ଅମିତ ଶାହ
ଆସନ୍ତା କାଲି ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବ କଂଗ୍ରେସ
ଥାନାରୁ ଫେରି ରକ୍ତବାନ୍ତି କରିଥିଲେ, ଡାକ୍ତରଖାନା ନେଇଯିବାରୁ ଧରାପଡ଼ିଲା ପୁଲିସର ବର୍ବରତା
ଚୀନକୁ ଚେତାବନୀ: ପ୍ରଧାନମନ୍ତ୍ରୀ କହିଲେ, ଭାରତ ଜବାବ ଦେବା ଜାଣେ
ମନ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଲେ, ସୀମା ସୁରକ୍ଷାରେ ଆଦୌ ସାଲିସ୍ କରାଯିବନି,ଲଦାଖ୍ରେ ଶତ୍ରୁକୁ ଆମ ଯବାନ କଡ଼ା ଜବାବ ଦେଇଛନ୍ତି, ଭାରତ ବନ୍ଧୁତ୍ୱ ସ୍ଥାପନ କରିବା ଜାଣେ, ଜବାବ ଦେବା ବି ଜାଣେ, ସହିଦ ବୀର ଯବାନଙ୍କ ପିତାମାତାଙ୍କୁ ସଲାମ୍ ଜଣାଇଲେ ମୋଦି।
ରେକର୍ଡ ଭାଙ୍ଗିଲା କରୋନା: ଦିନକରେ ୨୦ ହଜାର ଚିହ୍ନଟ
ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ କରୋନା
ଚୀନକୁ ବିରୋଧ କରି କମ୍ପାନୀର ଟି-ଶାର୍ଟ ଜାଳିଦେଲେ ଜମାଟୋ କର୍ମଚାରୀ
ଭୁବନେଶ୍ୱର ସୁଭଦ୍ରା ଆପାର୍ଟମେଣ୍ଟକୁ କଣ୍ଟେନମେଣ୍ଟ ଘୋଷଣା: କଳାରାହାଙ୍ଗ ପଞ୍ଚାୟତ ୱାର୍ଡ ନଂ-୮ର ସୁଭଦ୍ରା ଆପାର୍ଟମେଣ୍ଟ, ଜଣେ ପଜିଟିଭ ଚିହ୍ନଟ ପରେ କଣ୍ଟେନମେଣ୍ଟ କଲେ ଜିଲ୍ଲାପାଳ, ଆଜି ରାତି ୭ଟାରୁ ୩୦ ତାରିଖ ରାତି ୭ଟା ଯାଏ କଣ୍ଟେନମେଣ୍ଟ
First
Prev
1014
1015
1016
1017
1018
1019
1020
1021
1022
1023
1024
Next
Last
© 2022 - Odisha Television Limited. All Rights Reserved.