ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
India
Latest
ରାଜ୍ୟରେ ଆଉ ୨୯୦ କରୋନା ଆକ୍ରାନ୍ତ ସୁସ୍ଥ ହେଲେ
ଚାହୁଁ ଚାହୁଁ କଡ଼କଡ଼ ଶବ୍ଦ କରି ଗଳିପଡ଼ିଲା ୩ ମହଲା କୋଠା
ସାରା ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ ବାୟୁ, ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଆଖପାଖରେ ଏକ ଲଘୁଚାପ କେନ୍ଦ୍ର ସୃଷ୍ଟି, ପ୍ରଭାବରେ ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗିରହିବ, ପାଣିପାଗ କେନ୍ଦ୍ର ପକ୍ଷରୁ କିଛି ଜିଲ୍ଲା ପାଇଁ ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଜାରି
କଟକ କ୍ୟାନସର ହସ୍ପିଟାଲରୁ ପୁଣି ୩୮ କରୋନା ଆକ୍ରାନ୍ତ ଚିହ୍ନଟ, ରୋଗୀ ଓ ଆଟେଣ୍ଡାଣ୍ଟ ମିଶି ୩୭, ଜଣେ ସିକ୍ୟୁରିଟି ଗାର୍ଡ ଆକ୍ରାନ୍ତ, କଟକ କ୍ୟାନସର ହସ୍ପିଟାଲରେ କରୋନା ଆକ୍ରାନ୍ତ ସଂଖ୍ୟା ୧୦୮କୁ ବୃଦ୍ଧି, SCBର ଆଇସୋଲେସନ୍ ୱାର୍ଡରୁ ମଧ୍ୟ ୬ କରୋନା ପଜିଟିଭ ଚିହ୍ନଟ
ଯେକୌଣସି ପରିସ୍ଥିତିରେ ମୁକାବିଲା ପାଇଁ ବାୟୁସେନାର ଯୋରଦାର ପ୍ରସ୍ତୁତି
ଅନୁଗୋଳ ଜିଲ୍ଲାରେ ଆଜି ୧୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, କିଶୋରନଗର ବ୍ଲକର ଏକ TMC ରୁ ଆଉ ୨ ଜଣ ପୁରୁଷ ଆକ୍ରାନ୍ତ ଚିହ୍ନଟ
BMC ଅଞ୍ଚଳରେ ବିଭିନ୍ନ ସମୟରେ ଆୟୋଜିତ ସମାବେଶ ଉପରେ କଟକଣା, ସମାବେଶ କାରଣରୁ କରୋନା ସଂକ୍ରମଣର ଆଶଙ୍କା ଥିବାରୁ କଟକଣା, ସମାବେଶ ଆୟୋଜିତ ଅଞ୍ଚଳର ଥାନାକୁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ, ସୂଚନା ଓ ଅଭିଯୋଗକୁ ଅପେକ୍ଷା ନକରି କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ
'ଆମ ପାଇଁ ସଂଗଠନ କେବଳ ନିର୍ବାଚନ ଜିତିବାର ଯନ୍ତ୍ର ନୁହେଁ, ବରଂ ସେବା'
କାଲିଠୁ ପୁରୀ ଭିତରକୁ ଆବଶ୍ୟକ ନଥିବା ଲୋକଙ୍କୁ ଛଡ଼ା ଯିବନି, ପୁରୀକୁ ଥିବା ୩ଟି ରାସ୍ତାରେ ଘେରାବନ୍ଦୀ କରି ଯାଞ୍ଚ କରାଯିବ; ପୁରୀ-ଭୁବନେଶ୍ୱର, ପୁରୀ-ଅସ୍ତରଙ୍ଗ ଓ ଜଗନ୍ନାଥ ସଡ଼କରେ ଯାଞ୍ଚ ହେବ, ପ୍ରବେଶ କରୁଥିବା ଲୋକଙ୍କୁ ସେଠାରେ ତଥ୍ୟ ଦେବାକୁ ପଡ଼ିବ, ଯାଞ୍ଚ ବେଳେ ଆବଶ୍ୟକ ନଥିବା ଲୋକଙ୍କୁ ଭିତରକୁ ଛଡ଼ାଯିବନି
ଜୁଲାଇ ଆରମ୍ଭରୁ କରୋନା ଦେଖାଇଲାଣି କରାଳ ରୂପ, ଜୁଲାଇର ପ୍ରଥମ ୪ ଦିନରେ କରୋନାରେ ଗଲାଣି ୯ ଜୀବନ, ୪ ଦିନରେ ୯ ମୃତ ସହ ଆକ୍ରାନ୍ତ ହେଲେଣି ୧୫୩୬
ଭୁବନେଶ୍ୱର ସହରରୁ ଆଉ ୪୫ କରୋନା ଆକ୍ରାନ୍ତ ଚିହ୍ନଟ, ୪୫ରୁ ୩୭ କ୍ୱାରେଣ୍ଟିନ, ୮ ଜଣ ଲୋକାଲ କଣ୍ଟା କେସ୍
ରାତି ୯ଟା ବେଳର ମୁଖ୍ୟଖବର
ରାଜ୍ୟରେ ବୋଲ ମାନୁନି କରୋନା
କରୋନା ଅପ୍ଡେଟ୍: ୨୪ଘଣ୍ଟାରେ ଗଲା ୩୭୯ ଜୀବନ
ଘୁଞ୍ଚିଲା ଜେଇଇ ଏବଂ ନିଟ୍ ପରୀକ୍ଷା ତାରିଖ
୭ଟା ବେଳର ମୁଖ୍ୟଖବର
JEE ଓ NEET ପ୍ରବେଶିକା ସେପ୍ଟେମ୍ବରକୁ ଘୁଞ୍ଚାଇବାକୁ ନେଇ ସୂଚନା ଦେଲେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ: ସେପ୍ଟେମ୍ୱର ୧ରୁ ୬ ମଧ୍ୟରେ ହେବ ଜେଇଇ ମେନ ପରୀକ୍ଷା, ସେପ୍ଟେମ୍ୱର ୨୭ରେ ହେବ ଜେଇଇ ଆଡଭାନ୍ସ ପରୀକ୍ଷା, ସେପ୍ଟେମ୍ୱର ୧୩ରେ ହେବ ନିଟ୍ ପ୍ରବେଶିକା ପରୀକ୍ଷା
୪ଟା ବେଳର ମୁଖ୍ୟଖବର
ଦିନ ୩ଟା ବେଳର ମୁଖ୍ୟଖବର
ଆଜି ରାଜ୍ୟରେ ସୁସ୍ଥ ହେଲେ ୨୦୩ କରୋନା ଆକ୍ରାନ୍ତ, ମୋଟ ସୁସ୍ଥ ସଂଖ୍ୟା ପହଞ୍ଚିଲା ୫୭୦୫
ଘରୋଇ ଲ୍ୟାବ୍ରେ କରୋନା ଟେଷ୍ଟ କଲେ ଜିଏସ୍ଟି ସହ ସର୍ବାଧିକ ଫି ପଡ଼ିବ ୨୨ଶହ, ଭୁବନେଶ୍ୱରର ୪ଟି ଘରୋଇ ଲ୍ୟାବ୍ ଆପୋଲୋ ହସ୍ପିଟାଲ, ସମ୍ ହସ୍ପିଟାଲରେ ହୋଇପାରିବ ଟେଷ୍ଟ, InDNA ଲାଇଫ ସାଇନ୍ସ ଲି, ଜେନ୍ଏକ୍ସ ଡାଇଗ୍ନୋଷ୍ଟିକ୍ସକୁ ଟେଷ୍ଟ ଅନୁମତି
କରୋନା ନେଇ ମୁଖପାତ୍ର ସୁବ୍ରତ ବାଗଚୀ କହିଲେ- ଆମେ ଯଦି ସତର୍କ ନହେବା, ଦିନକରେ ସ୍ଥିତି ଆମେରିକା ଭଳି ହୋଇପାରେ, ହୋମ କ୍ୱାରେଣ୍ଟାଇନକୁ କଡ଼ାକଡ଼ି ମାନିବା, ବୟସ୍କଙ୍କୁ ବିପଦରେ ପକାଇବାନି
କଟକ ମହାନଗର ନିଗମ ଅଞ୍ଚଳରୁ ୫୯ ପଜିଟିଭ ଚିହ୍ନଟ; ସେଥିରୁ ୫୬ କ୍ୱାରେଣ୍ଟାଇନରେ, ଜଣେ ହୋମ କ୍ୱାରେଣ୍ଟାଇନ୍ରେ ଓ ଅନ୍ୟ ୨ଟି ଲୋକାଲ କେସ
ଚୀନର ଏକପାଖିଆ ନିଷ୍ପତି ବିରୋଧରେ ଜାତିସଂଘରେ ଫେରାଦ ହେଲା ଭାରତ
୫୦ ପ୍ରତିଶତ କର୍ମଚାରୀରେ ଅଫିସ୍ ଚାଲିବା ପ୍ରସଙ୍ଗ, କେବଳ ପ୍ରଶାସନିକ କାର୍ଯ୍ୟା ଚାଲୁଥିବା ଅଫିସ୍ରେ ୫୦% ଷ୍ଟାଫ୍ କାମ କରିବେ, ଅତ୍ୟାବଶ୍ୟକୀୟ ବିଭାଗରେ ୫୦% ନିୟମ ଲାଗୁ ହେବନି ବୋଲି କହିଲା ଜିଏ ବିଭାଗ
First
Prev
1012
1013
1014
1015
1016
1017
1018
1019
1020
1021
1022
Next
Last
© 2022 - Odisha Television Limited. All Rights Reserved.