Rohit
OTV Logo

Rohit

Author: Saroj Kumar Jena | Credit: canva

gayle
OTV Logo

ଭାରତ ଆଇସିସି ଚାମ୍ପିୟନ୍ସ ଟ୍ରଫିର ଫାଇନାଲରେ ପ୍ରବେଶ କରିଛି। ଅଧିନାୟକ ରୋହିତ ଶର୍ମା ଅଷ୍ଟ୍ରେଲିଆ ବିପକ୍ଷ ସେମି ଫାଇନାଲରେ ୨୮ ରନ କରିଥିଲେ। ଏହି ଇନିଂସରେ ୩ ଚୌକା ଓ ୧ ଛକା ମାରିଥିଲେ। ଏହି ଅବସରରେ ସେ ୟୁନିଭର୍ସ ବସ କ୍ରିସ ଗେଲଙ୍କୁ ଅତିକ୍ରମ କରିଥିଲେ।

Author: Saroj Kumar Jena | Credit: canva

rohit
OTV Logo

ଆଇସିସି ଇଭେଣ୍ଟରେ ଏହା ରୋହିତଙ୍କ ୬୫ତମ ଛକା ରହିଥିଲା। ପୂର୍ବରୁ କ୍ରିସ ଗେଲ ୬୪ ଛକା ମାରିଥିବା ବେଳେ ରୋହିତ ତାଙ୍କୁ ଅତିକ୍ରମ କରିଥିଲେ।

Author: Saroj Kumar Jena | Credit: canva

gayle

ପୂର୍ବରୁ ଦିନିକିଆରେ ୩୩୧ ଛକା ସହିତ ଗେଲଙ୍କୁ ଅତିକ୍ରମ କରିଥିଲେ।

Author: Saroj Kumar Jena | Credit: canva

Afridi

ପାକିସ୍ତାନର ଶାହିଦ ଆଫ୍ରିଦି ୩୫୧ ଛକା ସହିତ ଏହି ତାଲିକାର ପ୍ରଥମ ସ୍ଥାନରେ ଅଛନ୍ତି

Author: Saroj Kumar Jena | Credit: canva

jayasuriya

ଶ୍ରୀଲଙ୍କାର ସନତ ଜୟସୁରିୟା୨୭୦ ଛକା ସହିତ ଏହି ତାଲିକାର ଚତୁର୍ଥ ସ୍ଥାନରେ ରହିଛନ୍ତି।

Author: Saroj Kumar Jena | Credit: canva

dhoni

ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ୨୨୯ ଛକା ସହିତ ତାଲିକାର ପଞ୍ଚମ ସ୍ଥାନରେ ଅଛନ୍ତି।

Read More