ଦିବଂଗତ ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କ ବିଷୟରେ ଜାଣନ୍ତୁ ଏହି ୯ଟି କଥା...

Author: Sonali Kabi | Credit: Google

୧. ୧୯୩୨ ମସିହା ସେପ୍ଟେମ୍ବର ୨୬ ତାରିଖରେ ପାକିସ୍ତାନର ପଞ୍ଜାବରେ ମନମୋହନଙ୍କର ଜନ୍ମ ହୋଇଥିଲା।

Author: Sonali Kabi | Credit: Google

୨. ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ସେ ଭାରତର ତ୍ରୟୋଦଶ (୧୩ତମ) ପ୍ରଧାନମନ୍ତ୍ରୀ ଥିଲେ

Author: Sonali Kabi | Credit: Google

୩. ନେହରୁ, ଇନ୍ଦିରା ଓ ମୋଦିଙ୍କ ପରେ ସେ ଥିଲେ ଦେଶର ୪ର୍ଥ ଲମ୍ବା ଅବଧିର ପ୍ରଧାନମନ୍ତ୍ରୀ

Author: Sonali Kabi | Credit: Google

୪. ବର୍ତ୍ତମାନ ପାକିସ୍ତାନରେ ଥିବା ‘ଗାହ’ଠାରେ ସେ ଜନ୍ମ ହୋଇଥିଲେ। ଦେଶ ବିଭାଜନ ବେଳେ ତାଙ୍କ ପରିବାର ଭାରତ ଚାଲି ଆସିଥିଲେ।

Author: Sonali Kabi | Credit: Google

୫. ୧୯୮୨ରୁ ୧୯୮୫ ଯାଏଁ ମନମୋହନ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଥିଲେ।

Author: Sonali Kabi | Credit: Google

୬. ଛୋଟବେଳେ ମନମୋହନ ମାଆଙ୍କୁ ହରାଇଥିଲେ। ସେ ଆଈଙ୍କ ପାଖରେ ବଡ଼ ହୋଇଥିଲେ।

Author: Sonali Kabi | Credit: Google

୭. ସେ ୧୯୮୫-୮୭ ପ୍ଲାନିଂ କମିଶନ ୧୯୭୨-୭୬ ମୁଖ୍ୟ ଅର୍ଥ ପରାମର୍ଶଦାତା ରହିଥିଲେ

Author: Sonali Kabi | Credit: Google

୮. ତାଙ୍କ କଠୋର ଆର୍ଥିକ ସଂସ୍କାର ଯୋଗୁ ୧୯୯୧ ପରେ ଭାରତୀୟ ଅର୍ଥନୀତି ସୁଧୁରିବା ଆରମ୍ଭ କରିଥିଲା

Author: Sonali Kabi | Credit: Google

୯. ସେ ୧୯୫୮ରେ ଗୁରଶରଣ କୌରଙ୍କୁ ବିବାହ କରିଥିଲେ। ତାଙ୍କର ତିନିଜଣ ଝିଅ।