Guava: ଭାରତର ଏହି ରାଜ୍ୟରେ ହୋଇଥାଏ ସବୁଠାରୁ ଅଧିକ ପିଜୁଳି ଚାଷ
Author: Saroj Kumar Jena | Credit: Google
ସର୍ବାଧିକ ଉତ୍ପାଦନକାରୀ: ଦେଶରେ ସବୁଠୁ ଅଧିକ ପିଜୁଳି ଉତ୍ତର ପ୍ରଦେଶରେ ଉତ୍ପାଦିତ ହୋଇଥାଏ। ଦେଶର ପିଜୁଳି ଉତ୍ପାଦନରେ ମଧ୍ୟ ଏହାର ଭୂମିକା ବେଶ ଗୁରୁତ୍ବପୂର୍ଣ୍ଣ।
Author: Saroj Kumar Jena | Credit: Canva
ଉପଯୁକ୍ତ ପରିବେଶ: ଉତ୍ତରପ୍ରଦେଶର ତାପମାତ୍ରା ପିଜୁଳି ଚାଷ ପାଇଁ ବେଶ ଉପଯୋଗୀ। ସାମାନ୍ୟ ତାପମାତ୍ରା ସହିତ ଉର୍ବର ମୃତିକା ପିଜୁଳି ଚାଷ ପାଇଁ ଉପଯୋଗୀ ହୋଇଥାଏ।
Author: Saroj Kumar Jena | Credit: OTV
ଉତ୍ପାଦନ କରୁଥିବା ସ୍ଥାନ: ଉତ୍ତରପ୍ରଦେଶର ଆଲ୍ହାବାଦ (ପ୍ରୟାଗରାଜ) ଓ ବାରଣାସୀରେ ସବୁଠୁ ଅଧିକ ପିଜୁଳି ଉତ୍ପାଦିତ ହୋଇଥାଏ।
Author: Saroj Kumar Jena | Credit: canva
ଚାଷର ସ୍ଥାନ: ଉତ୍ତରପ୍ରଦେଶର ୫୦ ହଜାର ହେକ୍ଟର ଜମିରେ ପିଜୁଳି ଚାଷ ହୋଇଥାଏ।
Author: Saroj Kumar Jena | Credit: OTV
ରୋଜଗାର: ହଜାର ହଜାର କୃଷକଙ୍କ ପରିବାରକୁ ପିଜୁଳି ଚାଷ ରୋଜଗାର ପ୍ରଦାନ କରିଥାଏ। ଏପରିକି ଏହା ଉପରେ ଅନେକ ପରିବାର ସମ୍ପୂର୍ଣ୍ଣ ଭାବେ ନିର୍ଭର କରିଥାନ୍ତି।
Author: Saroj Kumar Jena | Credit: canva
ଭେରାଇଟି: ପିଜୁଳିର ଏକାଧିକ ଭେରାଇଟି ରହିଥିବା ବେଳେ ଆହ୍ଲାବାଦୀ ସୁରଖା ସବୁଠାରୁ ଲୋକପ୍ରିୟ। ଏହା ଭିତରୁ ଲାଲ ହୋଇଥିବା ବେଳେ ଖାଇବାରେ ମଧ୍ୟ ସ୍ବାଦିଷ୍ଟ ହୋଇଥାଏ।