ଓଡ଼ିଶାରେ ଆରମ୍ଭ ହେଲା କି ଧର୍ମକୁ ନେଇ ରାଜନୀତି ଟ୍ରେଣ୍ଡ୍ । ସମ୍ବଲପୁର ହିଂସାକୁ ନେଇ ଭିଏଚପିର ବନ୍ଦକୁ ବିଜେପିର ସମର୍ଥନ ଓ ପ୍ରତିବାଦରେ ବିଜେଡିର ଶାନ୍ତି
ଶୋଭାଯାତ୍ରାକୁ ପରେ ଚର୍ଚ୍ଚା ଜୋର୍ । ଦୁଇ ଦଳ ଫୋକସରେ ହିନ୍ଦୁ ଭୋଟ୍, ହିଂସାକୁ ନେଇ ପୁଣି ମୁହାଁମୁହିଁ