ଚକାଚକ୍ ବିଲଡିଂ । ବାହାରୁ ଯେତିକି ଆକର୍ଷଣୀୟ ଭିତରେ ତାଠୁ ବଳି । କୌଣସି ଫାଇଭ ଷ୍ଟାର ହୋଟେଲ କଥା କହୁ ନାହୁଁ । ଆମେ କହୁଛୁ ଦେଶର ଦ୍ୱିତୀୟ ଆଂଚଳିକ ଧନୀ ଦଳ ବିଜେଡିର ନୂଆ ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟ କଥା ।