ଧାମନଗର ଉପନିର୍ବାଚନରେ ଭୋଟରଙ୍କୁ ପ୍ରଲୋଭିତ କରିବାକୁ ବିଜେଡିର ଉଦ୍ୟମ ଅଭିଯୋଗ ଙୋଇଛି । ଭୋଟରଙ୍କୁ ଖୁଲମଖୁଲା ଟଙ୍କା ଲୋଭ ଦେଖାଇଲେ ବିଜେଡି କର୍ମୀ । କହିଲେ ବିଜେଡିକୁ ଅଧିକ ଭୋଟ ଦେଇଥିବା ପଂଚାୟତକୁ ମୁଖ୍ୟମନ୍ତ୍ରୀ ଦେବେ କୋଟିଏ ଟଙ୍କା ।