Last updated: 19 February 2025, 08:04 PM IST
ଦରମା ନମିଳିବାରୁ ମଜୁରୀ କରିବାକୁ ଛୁଟି ମାଗିଲେ ଶିକ୍ଷକ । ବଲାଙ୍ଗିର ବାନ୍ଧନବାହାଲ ସରକାରୀ ପ୍ରାଥମିକ ବିଦ୍ୟାଳୟର ଘଟଣା । ଶିକ୍ଷକ ପ୍ରଭୁଦତ୍ତ ସାହୁଙ୍କୁ ୩ ମାସ ଦରମା ମିଳିନଥିବା ଅଭିଯୋଗ । ପ୍ରଧାନ ଶିକ୍ଷକଙ୍କୁ ଦରଖାସ୍ତ ଲେଖିଲେ ସହକାରୀ ଶିକ୍ଷକ ।