୫ଜି ସେବାକୁ ନେଇ ଭାରତରେ ଉତ୍କଣ୍ଠା ଲାଗି ରହିଥିବା ବେଳେ ବିଶ୍ୱକୁ ଘାରିଛି ୫ଜି ଭୟ। ଆମେରିକାରେ ୫ଜି ସେବା ଆରମ୍ଭ ହେବା ପରେ ଏପରି ଅଜଣା ଆତଙ୍କ ସମସ୍ତଙ୍କୁ ଘାରିଛି। ୫ଜି ଯୋଗୁ ବିମାନର ଇଞ୍ଜିନ ଓ ବ୍ରେକ୍ ଖରାପ ହୋଇଯିବା ଆଶଙ୍କା କରି ଗୋଟିଏ ପରେ ଗୋଟିଏ ବିମାନ କଂପାନୀ ସେବା ବନ୍ଦ କରିବା ଆରମ୍ଭ କରି ଦେଲେଣି...