ରାଉରକେଲାର ୨୨ବର୍ଷିୟ ଯୁବତୀ ସରିତା, ଜନ୍ମରୁ ଦିବ୍ୟାଙ୍ଗ। ହୁଇଲ ଚେୟାର ତାଙ୍କ ସାଥୀ, ହେଲେ ସେ ହାରି ନାହାନ୍ତି। ୟୁଟ୍ୟୁବ ଦେଖି ଦେଖି ସବୁ ଶିଖିଛନ୍ତି। ଦୀପାବଳି ପାଇଁ ନିଜ ହାତରେ ତିଆରିଛନ୍ତି ରଙ୍ଗିନ ଦୀପ, ରଙ୍ଗିନ ମହମବତୀ…