କିଛିଦିନ ତଳେ ରାସ୍ତାକଡରେ ଅତି ଦୟନୀୟ ଅବସ୍ଥାରେ ଜାକିଜୁକି ହୋଇ ବସିଥିଲା ଏହି ଜର୍ମାନ ସେଫର୍ଡ କୁକୁରଟି। ଆଜି ତା ମାଲିକକୁ ପାଇଲା ପରେ ବାଘ ଛୁଆ ପରି ଦେହ ଉପରକୁ ଡେଇଁ ପଡ଼ୁଛି। ସେରୁକୁ ନୂଆ ଜୀବନ ଦେଇଥିବା ମଣିଷ ମାନଙ୍କୁ ସେରୁ ଆଜି କୃତଜ୍ଞତା ଜଣାଉଛି