କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିବ.. ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ମହୁଲଡିହା ଗାଁରୁ ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି.. ଗାଁର ଶ୍ରୀକାନ୍ତ ମହାନ୍ତଙ୍କ ଅଣ୍ଟାବଥା ହେଉଥିଲା.. ଠକ ଚିକିତ୍ସକ ବିଶ୍ୱନାଥ ବେହେରା ଶ୍ରୀକାନ୍ତଙ୍କୁ ଦେଖିବା ସହ ତିନି ତିନିଟି ପଶୁ ଇଞ୍ଜେକ୍ସନ ଦେଇଛନ୍ତି... ଶ୍ରୀକାନ୍ତଙ୍କ ପୁଅ ଏହା ଜାଣିବା ପରେ ସାହି ପଡ଼ୋଶୀଙ୍କୁ ଡାକି କ୍ୱାକକୁ ଅଟକ ରଖିଥିଲେ..ଆଉ ପୋଲିସ ଜିମା ଦେଇଛନ୍ତି..