ବିଧାତାର ଖେଳ...ବଢିଲା ପୁଅ-ଝିଅ ଗୋଡରେ ପକାଇଦେଲା ବେଡି। ଯେଉଁ ବୟସରେ ପୁଅ ବାପାଙ୍କ ବୋଝ ଉଠାଇବାର କଥା ଆଜି ସେହି ବୟସରେ ବାପା ପାଇଁ ହେଲା ବୋଝ। ଆଉ ବଢିଲା ଝିଅ ବାରମ୍ବାର ଜୀବନ ହାରିବାକୁ କରୁଛି ଉଦ୍ୟମ। ଦୁଇ ଛୁଆଙ୍କ ଦୁଃଖ ଦେଖି ଛାତି ଫଟାଇ କାନ୍ଦୁଛି ମାଆ