ମାଉସୀ ମାଉସୀ, ପୁଅ ଟା ବିଗିଡିଗଲା। ଇଏ କୋଉ ଉତୁପାତିଆ ଗୋଷ୍ଠୀର କିରେ !! ଲୋ ବୋଉ...ଦେଖୁନାହାନ୍ତି କେମିତି ଓଭରବ୍ରିଜ୍‌ ଉପରେ ଗୋଡ଼ ଟେକି ଥେଇ ଥେଇ ନାଚୁଛନ୍ତି