ନମ୍ବର ୱାନ ଦିଅର। ଅଧ ରାତିରେ ବାଘ ସହ ଲଢେଇ କରି କରି ବଞ୍ଚାଇ ଦେଲେ ଭାଉଜଙ୍କ ଜୀବନ...ପରିସ୍ରା କରିବାକୁ ଉଠିଥିବା ବେଳେ ଛକି ବସିଥିବା ବାଘ କରିଥିଲା ଆକ୍ରମଣ, ଜୀବନକୁ ବାଜି ଲଗାଇ ବଞ୍ଚାଇଲେ ଜୀବନ। ଉଭୟ ବାଘ କାମୁଡ଼ାରେ ଆହତ ହେଲେ ସତ କିନ୍ତୁ ଜୀବନ ଫେରି ପାଇଲେ। ଦେଖନ୍ତୁ କଣ ଥିଲା ପୂରା ଘଟଣା ।