ଯାହା ଚଳି ଆସୁଛି ତାହା ହିଁ ପରମ୍ପରା । ଏଇ ମହିଳାମାନେ ଜୀବନରେ ଥରେ ଗାଧାନ୍ତି । କିନ୍ତୁ ବର୍ଷସାରା ବାମ୍ଫ ନିଅନ୍ତି । ଯେଉଁଦିନଠୁ ପିଲା କଥା ଭାବନ୍ତି, ସେଇ ଦିନକୁ ପାଳନ କରନ୍ତି ପିଲାର ଜନ୍ମଦିନ ।