ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅୟମାରମ୍ଭ । ପ୍ରକଳ୍ପ ନିର୍ମାଣ ଆରମ୍ଭ ପୂର୍ବରୁ ଚାଲିଛି ତିନିଦିନିଆ ମହାଯଜ୍ଞ। ଶ୍ରୋତ୍ରୀୟ ବ୍ରାହ୍ମଣଙ୍କ ବେଦପାଠରେ କମ୍ପୁଛି ପରିବେଶ। ଯଜ୍ଞରେ ଆସନ୍ତାକାଲି ପୂର୍ବାହ୍ନରେ ପୂର୍ଣ୍ଣାହୁତି କରାଯିବାର କାର୍ଯ୍ୟକ୍ରମ।