ଆଗରୁ କ୍ୟାମେରା ଆଗରେ ତୁ ତୁ ମେଁ ମେଁ ହେଉଥିଲେ, ହେଲେ ଆଜି ସିଧା ଖଣ୍ଡଯୁଦ୍ଧକୁ ଓହ୍ଲାଇଲେ । ଘଣ୍ଟ ପିଟା- ଗୋବର ମାଡ଼- ବିଧା ଗୋଇଠା- ଲାଠି ପାହାର । ସୂର୍ଯ୍ୟୋପରାଗକୁ ବଳିଗଲା ଚନ୍ଦ୍ରଗ୍ରହଣ । ପାକତ୍ୟାଗ ବେଳେ ଖାଦ୍ୟ ଭକ୍ଷଣକୁ ନେଇ ଭୁବନେଶ୍ୱର ଓ ବ୍ରହ୍ମପୁରରେ ହେତୁବାଦୀ-ପଂରପରାବାଦୀଙ୍କ ମଧ୍ୟରେ ତୁମୁଳକାଣ୍ଡ