ଦିନକ ପରେ ଅର୍ଥାତ୍ ଆସନ୍ତା ୬ତାରିଖ ବୁଧବାରରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ । ପରୀକ୍ଷାର୍ଥୀ ମାନେ ୱେବ୍‌ସାଇଟ୍‌ ଓ ଏସ୍ଏମ୍ଏସ୍ ଜରିଆରେ ରେଜଲ୍ଟ ଜାଣିପାରିବେ । ଦୁଇ ବର୍ଷ ବ୍ୟବଧାନରେ ଅଫ୍ ଲାଇନ୍ ଯୋଗେ ପରୀକ୍ଷା ହୋଇଛି ।