ଚାନ୍ଦ ସାମ୍ରାଜ୍ୟ ଭିତରେ ପଶି ଘାଣ୍ଟୁଛି ଆକ୍ସନ ମୋଡ୍‌ରେ ଥିବା ଇଡ଼ି । ଗତକାଲି ଛଅ ଛଅଟି ସ୍ଥାନରେ ମାରାଥନ୍ ରେଡ୍ ଆଉ ଆଜି ବିଜନେସ୍ ପାର୍ଟନର୍ ଖଗେଶ୍ୱର ପାତ୍ରକୁ ଗିରଫ । ବିଜନେସ୍ ପାର୍ଟନରଙ୍କ ବିରୋଧରେ ଲାଗିଛି ସମାନ ୧୬ଟି ଦଫା । ଯାହା ଅର୍ଚ୍ଚନା ଆଉ ଜଗବନ୍ଧୁ ବିରୋଧରେ ବି ଲାଗିଛି ।