ଅଭୟ-ଅରଣ୍ୟ... ଅଭୟାରଣ୍ୟ । ଅସୁରକ୍ଷିତ ପାଲଟିଲାଣି କି ଅଭୟାରଣ୍ୟ ? ଶିମିଳିପାଳ ସାଜିଛି କି ଶିକାରୀଙ୍କ ଚରାଭୂଇଁ ? ଦନ୍ତା ପରେ ଏବେ ଚର୍ଚ୍ଚାରେ ମହାବଳ ଶିକାର ! କ୍ରାଇମ୍ ବ୍ରାଞ୍ଚ STF ଜବତ କରିଛି ମହାବଳ ବାଘଛାଲ ।