ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
Politics
Politics Updates
ଶପଥ ନେଉ ନେଉ ଆକ୍ସନରେ ଦିଦି
ସଠିକ୍ ସମୟରେ ଟିକା ମିଳୁନି : ଦ୍ୱନ୍ଦ୍ୱରେ ଲୋକେ
ପୁଣି ୪ ଲକ୍ଷ ଟପିଲା ସଂକ୍ରମଣ ସଂଖ୍ୟା, ସେପଟେ ୨୪ ଘଣ୍ଟାରେ ୩୯୮୦ ମୃତ
କରୋନା ମୃତକଙ୍କ ଶେଷକୃତ୍ୟ ପାଇଁ ଦାନ କରିଦେଲେ କୋଟି କୋଟି ଟଙ୍କାର ଜମି
ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ। ରାଜ୍ୟରେ ଆଜି ୧୦ ହଜାର ୫୨୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୭୭ ପଜିଟିଭ ଚିହ୍ନଟ ହେଲେ
ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩୨ ଲକ୍ଷ ୫୫ ହଜାର ୧୬୨କୁ ବୃଦ୍ଧି ପାଇଛି। ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩୨ ଲକ୍ଷ ୫୫ ହଜାର ୧୬୨କୁ ବୃଦ୍ଧି ହେବା ସହ କରୋନାରୁ ସୁସ୍ଥ ହେଲେଣି ୧୩ କୋଟି ୩୨ ଲକ୍ଷ ୧୪ ହଜାର ୭୭୪ ଜଣ।
ଟ୍ରେନଯାତ୍ରୀଙ୍କୁ ପଶ୍ଚିମବଙ୍ଗ ଯିବାରେ କଟକଣା ଲାଗାଇଲେ ପ.ବଙ୍ଗ ସରକାର। ପଶ୍ଚିମବଙ୍ଗ ଯାଉଥିବା ଟ୍ରେନ ଯାତ୍ରୀଙ୍କ ପାଇଁ RTPCR ବାଧ୍ୟତାମୂଳକ
ମାଲକାନଗିରି ସୀମାନ୍ତ ଛତିଶଗଡ଼ରେ ରାସ୍ତା ଉପରୁ ଟିଫିନ ବୋମା ଉଦ୍ଧାର ହୋଇଛି । ଛତିଶଗଡ଼ର ମାଲନାର ନିକଟ ରାସ୍ତାରେ ଟିଫିନ ବୋମା ଉଦ୍ଧାର କରାଯାଇଛି
ଜାମ୍ମୁ ଓ କାଶ୍ମୀରରେ ସୁରକ୍ଷାକର୍ମୀଙ୍କ ଏନକାଉଁଟରରେ ୩ ଆତଙ୍କବାଦୀ ମୃତ। ସୋପିଆନରେ ଆତଙ୍କବାଦୀଙ୍କ ସହ ସୁରକ୍ଷାକର୍ମୀଙ୍କ ଗୁଳି ବିନିମୟ ହୋଇଛି। ୩ ଆତଙ୍କବାଦୀ ମୃତ, ଅନ୍ୟ ଜଣେ ଆତଙ୍କୀ ଆତ୍ମସମର୍ପଣ କରିଛି
ବିଶ୍ୱରେ ଚିହ୍ନଟ ହେଉଥିବା ସଂକ୍ରମିତଙ୍କ ମଧ୍ୟରୁ ୫୦ ପ୍ରତିଶତ ସଂକ୍ରମିତ କେବଳ ଭାରତର ନାଗରିକ !
First
Prev
1023
1024
1025
1026
1027
1028
1029
1030
1031
1032
1033
Next
Last
© 2022 - Odisha Television Limited. All Rights Reserved.