ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
Taste Of Odisha
ଉପସ୍ଥାପକ - ମୃଣ୍ମୟ କୁମାର ନାୟକ (ପୁପୁନ୍) ସ୍ବାଦ ଆମ ଓଡିଶାର , ସ୍ବାଦ ଆମ ହାତ ରନ୍ଧାର । ଏଠି ଖାଦ୍ୟ କେବଳ ପେଟ ପୁରେଇବା ପାଇଁ ନୁହଁ ବରଂ ଏ ଖାଦ୍ୟ କେବେ ଆମ ପରିଚୟ ତ କେବେ ଆମ ସଂସ୍କୃତିର ଗୋଟେ ଅଭିନ୍ନ ଅଂଶ । କାରଣ ଏଠି ଜଗନ୍ନାଥଙ୍କର ୬୦ ପଉଟି ଭୋଗ । ଏଠି ଖାଦ୍ୟରେ ଶ୍ରଦ୍ଧାର ଛୁଙ୍କ ଥାଏ ... ଯେବେ ମାଆ, ମାଉସୀ, ଖୁଡି, ପିଉସୀ , ଭାଉଜ, ଭଉଣୀ ନିଜ ହାତର ଯାଦୁରେ ପରଷି ଥାନ୍ତି ... ମହୁଲଫୁଲ ଲଠା, କଳାବତୀ ଲଡୁ, ସନ୍ତରା ଚିଙ୍ଗୁଡି , ବିଛୁଆତି ପତ୍ର ପିଠଉ , କରଡି ବେସର , ମାଛ ଆମ୍ବିଳ ହଉ କି ପଦ୍ମନାଡ ଚୁଟଚୁଟା । ହଁ , ଏମିତି କିଛି ହଜି ହଜି ଯାଉଥିବା ସ୍ବାଦକୁ ପୁଣି ଥରେ ଚୁଲି ଯାଏଁ ଆଣିବା ଓ କିଛି ନୂଆ ନୂଆ ସ୍ବାଦକୁ ଖୋଜି ବାହାର କରିବାର ନାଁ ହେଇଚି ...ଟେଷ୍ଟ ଅଫ୍ ଓଡିଶା । ଓଟିଭିର ଏକ ସ୍ବାଦିଷ୍ଟ କାର୍ଯ୍ୟକ୍ରମ । ଓଡିଶାର ଗାଁ ଗାଁ ଓ ସହର ସହର ବୁଲି ଲୋକଙ୍କ ସହ ଯୋଡି ହେଇ କିଛି ନୂଆ ନୂଆ ଖାଦକୁ ଅନ୍ବେଷଣ କରିବାର ଏ ପ୍ରୟାସ ...ଦୀର୍ଘ ବର୍ଷର । ଏମିତି କିଛି ଖଟା ମିଠା ସ୍ବାଦ ଲୋକଙ୍କୁ ଶିଖେଇ କିଛି ମିଠା ମିଠା ସଂପର୍କ ଯୋଡିବାର କାର୍ଯ୍ୟକ୍ରମ ହେଉଚି ଟେଷ୍ଟ ଅଫ୍ ଓଡିଶା । ଯାହା ପ୍ରସାରଣ ହୋଇଥାଏ ପ୍ରତି ଶନିବାର ରାତି ୯ଟା ୩୦ରେ । Updates
କଞ୍ଚାଲଙ୍କା ମାଂସ | Kancha Lanka Mansa - Odia Food Recipe
ଦହି କଲରା | Dahi Kalara - Odia Food Recipe - OTV
ପାଚିଲା କଦଳୀ ବଡ଼ା | Pachila Kadali Bada - Odia Food Recipe
Taste of Odisha 10 Nov 2018 | Odia Food Recipes - OTV
ପୁରନ ପଲୀ | Puran Poli - Food Recipe
କଦଳୀ ମଞ୍ଜା ଆମ୍ବିଳ | Kadali Manjaa Aambila - Odia Food Recipe
ଚିକେନ ପିଠା | Chicken Pitha - Odia Food Recipe
Taste of Odisha 17 Nov 2018 | Odia Food Recipes - OTV
ହବିଷ ଅଁଳା ଖେଚୁଡ଼ି | Habisa Anla Khechudi - Odia Food Recipe
ଦହି କଦଳୀ | Dahi Kadali - Odia Food Recipe
First
Prev
59
60
61
62
63
64
65
66
67
68
69
Next
Last
© 2022 - Odisha Television Limited. All Rights Reserved.