ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
Taste Of Odisha
ଉପସ୍ଥାପକ - ମୃଣ୍ମୟ କୁମାର ନାୟକ (ପୁପୁନ୍) ସ୍ବାଦ ଆମ ଓଡିଶାର , ସ୍ବାଦ ଆମ ହାତ ରନ୍ଧାର । ଏଠି ଖାଦ୍ୟ କେବଳ ପେଟ ପୁରେଇବା ପାଇଁ ନୁହଁ ବରଂ ଏ ଖାଦ୍ୟ କେବେ ଆମ ପରିଚୟ ତ କେବେ ଆମ ସଂସ୍କୃତିର ଗୋଟେ ଅଭିନ୍ନ ଅଂଶ । କାରଣ ଏଠି ଜଗନ୍ନାଥଙ୍କର ୬୦ ପଉଟି ଭୋଗ । ଏଠି ଖାଦ୍ୟରେ ଶ୍ରଦ୍ଧାର ଛୁଙ୍କ ଥାଏ ... ଯେବେ ମାଆ, ମାଉସୀ, ଖୁଡି, ପିଉସୀ , ଭାଉଜ, ଭଉଣୀ ନିଜ ହାତର ଯାଦୁରେ ପରଷି ଥାନ୍ତି ... ମହୁଲଫୁଲ ଲଠା, କଳାବତୀ ଲଡୁ, ସନ୍ତରା ଚିଙ୍ଗୁଡି , ବିଛୁଆତି ପତ୍ର ପିଠଉ , କରଡି ବେସର , ମାଛ ଆମ୍ବିଳ ହଉ କି ପଦ୍ମନାଡ ଚୁଟଚୁଟା । ହଁ , ଏମିତି କିଛି ହଜି ହଜି ଯାଉଥିବା ସ୍ବାଦକୁ ପୁଣି ଥରେ ଚୁଲି ଯାଏଁ ଆଣିବା ଓ କିଛି ନୂଆ ନୂଆ ସ୍ବାଦକୁ ଖୋଜି ବାହାର କରିବାର ନାଁ ହେଇଚି ...ଟେଷ୍ଟ ଅଫ୍ ଓଡିଶା । ଓଟିଭିର ଏକ ସ୍ବାଦିଷ୍ଟ କାର୍ଯ୍ୟକ୍ରମ । ଓଡିଶାର ଗାଁ ଗାଁ ଓ ସହର ସହର ବୁଲି ଲୋକଙ୍କ ସହ ଯୋଡି ହେଇ କିଛି ନୂଆ ନୂଆ ଖାଦକୁ ଅନ୍ବେଷଣ କରିବାର ଏ ପ୍ରୟାସ ...ଦୀର୍ଘ ବର୍ଷର । ଏମିତି କିଛି ଖଟା ମିଠା ସ୍ବାଦ ଲୋକଙ୍କୁ ଶିଖେଇ କିଛି ମିଠା ମିଠା ସଂପର୍କ ଯୋଡିବାର କାର୍ଯ୍ୟକ୍ରମ ହେଉଚି ଟେଷ୍ଟ ଅଫ୍ ଓଡିଶା । ଯାହା ପ୍ରସାରଣ ହୋଇଥାଏ ପ୍ରତି ଶନିବାର ରାତି ୯ଟା ୩୦ରେ । Updates
Taste of Odisha Ep 93 03 Mar 2018 | Odia Food & Recipes: How to Make Odia Cuisines
ସୋରିଷ ଅଣ୍ଡା | Sorisa Anda | Non-Veg Dish - How to Make | Odia Food & Recipes
ହରଡ଼ ଡାଲି ସୁଜି ଖିରିସା | Harada Dali Suji Khirisa | How to Make - Odia Food & Recipes
କଖାରୁ ଫୁଲ ପଣସ କଠା ପିଠଉ | Kakharu Phula Panas Katha Pithau | How to Make - Odia Food & Recipes
Taste of Odisha 24 Mar 2018 | Odia Food & Recipes: How to Make
ବଘରା ପଖାଳ: ଗରମରେ ଖାଆନ୍ତୁ ଓ ମଜା ନିଅନ୍ତୁ | Baghara Pakhala | Water Rice: How to Make
ବାସି ଉଷୁନା ଦହି ପଖାଳ: ଖରାଦିନେ ମଜା ନିଅନ୍ତୁ | Dahi Pakhal: How to Make - Odia Food & Recipes
ତୁଳସୀ ପଖାଳ: ଖରା ଦିନ ସ୍ପେସାଲ ଡିସ | Tulasi Pakhal: How to Make - Odia Food & Recipes
Taste of Odisha Ep 98 | ଚିକେନ ପିଆଜ କଷା, ଛତୁଆ ପିଠା, ତେନ୍ତୁଳି ରସ ମାଛ ମସଲା | How to Make Odia Food
ଛତୁଆ ପିଠା | Chatua Pitha: How to Make - Odia Food & Recipes
First
Prev
49
50
51
52
53
54
55
56
57
58
59
Next
Last
© 2022 - Odisha Television Limited. All Rights Reserved.