ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
Taste Of Odisha
ଉପସ୍ଥାପକ - ମୃଣ୍ମୟ କୁମାର ନାୟକ (ପୁପୁନ୍) ସ୍ବାଦ ଆମ ଓଡିଶାର , ସ୍ବାଦ ଆମ ହାତ ରନ୍ଧାର । ଏଠି ଖାଦ୍ୟ କେବଳ ପେଟ ପୁରେଇବା ପାଇଁ ନୁହଁ ବରଂ ଏ ଖାଦ୍ୟ କେବେ ଆମ ପରିଚୟ ତ କେବେ ଆମ ସଂସ୍କୃତିର ଗୋଟେ ଅଭିନ୍ନ ଅଂଶ । କାରଣ ଏଠି ଜଗନ୍ନାଥଙ୍କର ୬୦ ପଉଟି ଭୋଗ । ଏଠି ଖାଦ୍ୟରେ ଶ୍ରଦ୍ଧାର ଛୁଙ୍କ ଥାଏ ... ଯେବେ ମାଆ, ମାଉସୀ, ଖୁଡି, ପିଉସୀ , ଭାଉଜ, ଭଉଣୀ ନିଜ ହାତର ଯାଦୁରେ ପରଷି ଥାନ୍ତି ... ମହୁଲଫୁଲ ଲଠା, କଳାବତୀ ଲଡୁ, ସନ୍ତରା ଚିଙ୍ଗୁଡି , ବିଛୁଆତି ପତ୍ର ପିଠଉ , କରଡି ବେସର , ମାଛ ଆମ୍ବିଳ ହଉ କି ପଦ୍ମନାଡ ଚୁଟଚୁଟା । ହଁ , ଏମିତି କିଛି ହଜି ହଜି ଯାଉଥିବା ସ୍ବାଦକୁ ପୁଣି ଥରେ ଚୁଲି ଯାଏଁ ଆଣିବା ଓ କିଛି ନୂଆ ନୂଆ ସ୍ବାଦକୁ ଖୋଜି ବାହାର କରିବାର ନାଁ ହେଇଚି ...ଟେଷ୍ଟ ଅଫ୍ ଓଡିଶା । ଓଟିଭିର ଏକ ସ୍ବାଦିଷ୍ଟ କାର୍ଯ୍ୟକ୍ରମ । ଓଡିଶାର ଗାଁ ଗାଁ ଓ ସହର ସହର ବୁଲି ଲୋକଙ୍କ ସହ ଯୋଡି ହେଇ କିଛି ନୂଆ ନୂଆ ଖାଦକୁ ଅନ୍ବେଷଣ କରିବାର ଏ ପ୍ରୟାସ ...ଦୀର୍ଘ ବର୍ଷର । ଏମିତି କିଛି ଖଟା ମିଠା ସ୍ବାଦ ଲୋକଙ୍କୁ ଶିଖେଇ କିଛି ମିଠା ମିଠା ସଂପର୍କ ଯୋଡିବାର କାର୍ଯ୍ୟକ୍ରମ ହେଉଚି ଟେଷ୍ଟ ଅଫ୍ ଓଡିଶା । ଯାହା ପ୍ରସାରଣ ହୋଇଥାଏ ପ୍ରତି ଶନିବାର ରାତି ୯ଟା ୩୦ରେ । Updates
Taste Of Odisha | Know how to prepare this dish using paneer
Taste of Odisha | Know how to make this special fish recipe
Taste Of Odisha | Know how to prepare this special chicken dish
Taste Of Odisha | Know how to prepare this special dish using paneer
TASTE OF ODISHA EP 386 | 20 JAN 2024 | ପନିର୍ ଫୁଲ, ମାଛମୁଣ୍ଡ ମସୁର ଡ଼ାଲି ଘାଣ୍ଟ
TASTE OF ODISHA EP 385 | 13 JAN 2024 | ଲେମ୍ବୁରସ କଦଳୀ / ଫିସ୍ ଲଲିପପ୍
Taste Of Odisha | Know how to prepare special fish lollipop
Taste Of Odisha | Know how to use this special dish using banana
Taste Of Odisha | Know how to prepare this crab dish
TASTE OF ODISHA EP 384 | 06 JAN 2023 | ଭେକ୍ଟି ମାଛ ବାଲି ପୋଡ଼ା
First
Prev
9
10
11
12
13
14
15
16
17
18
19
Next
Last
© 2022 - Odisha Television Limited. All Rights Reserved.