ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
News Fuse
ପ୍ରସାରଣ ସମୟ-ପ୍ରତି ସୋମବାର, ବୁଧବାର, ଶୁକ୍ରବାର ରାତି ୧୦ଟା ମଜାରେ ମଜାରେ ମଞ୍ଜକଥା କହୁଥିବା କାର୍ଯ୍ୟକ୍ରମ ହେଉଛି ନ୍ୟୁଜ୍ ଫ୍ୟୁଜ୍ । ସମାଜରେ ପ୍ରତ୍ୟହ ଘଟୁଥିବା ଖବରର ତର୍ଜ୍ଜମା କରି ଶାଣିତ କଟାକ୍ଷ ମାଧ୍ୟମରେ ଦର୍ଶକଙ୍କୁ ମନୋରଂଜନ ଖୋରାକ ଯୋଗାଇବା ସହ ସଚେତନ କରିବା,ସୂଚନା ପ୍ରଦାନ କରିବା ଓ ସୁଧାରିବା ହେଉଛି ଏହାର ଉଦ୍ଦେଶ୍ୟ ଶାସକ ହୁଅନ୍ତୁ ବା ସାଧାରଣ ଜନତା, ପ୍ରଶାସନ ହେଉ କି ସାମାଜିକ ବ୍ୟବସ୍ଥା, ଭଲକାମକୁ ସାଲ୍ୟୁଟ ଆଉ ଭୁଲ କାମକୁ ନିନ୍ଦା କରିବାର ସାହସ ରଖିଥିବା ଏହା ଏକ ନିରପେକ୍ଷ କାର୍ଯ୍ୟକ୍ରମ ଯାହା ପ୍ରତିଟି ଓଡ଼ିଆଙ୍କ ପାଖରେ ଖୁବ୍ ଏକ ପରିଚିତ ନାମ । କାର୍ଯ୍ୟକ୍ରମ ମଧ୍ୟରେ ଦର୍ଶକମାନଙ୍କଠୁ ମିଳିଥିବା ଚିଠିପତ୍ର, ଅଭିମତ, ଦୃଶ୍ୟବଳୀକୁ ସାମିଲ୍ କରି ବେଶ୍ ଲୋକପ୍ରିୟତା ହାସଲ କରିଛି ନ୍ୟୁଜ୍ ଫ୍ୟୁଜ୍ । କହିବାକୁ ଗଲେ ଏହି କାର୍ଯ୍ୟକ୍ରମ ଏବେ ଏକ ଜନ ଆନ୍ଦୋଳନରେ ପରିଣତ ହୋଇପାରିଛି । Updates
News Fuse 23 Dec 2019 | ଫ୍ୟୁଜ଼ ରାଉଣ୍ଡ ଅପ 2019
News Fuse 25 Dec 2019 | Fuse Maker of the Year 2019 - OTV
News Fuse 27 Dec 2019 | ମନଛୁଆଁ ଫ୍ୟୁଜ଼ | Best of News Fuse 2019
News Fuse 30 Dec 2019 | ଅଳ୍ପ ଜ୍ଞାନୀ ନେତା | ଫ୍ୟୁଜ଼ ଆୱାର୍ଡ 2019 | ନେତା of the Year
News Fuse- Hilarious Answers On 5T, KALIA & PEETHA Schemes
News Fuse 01 January 2020 | ଓଡ଼ିଆ ନୂଆବର୍ଷ କେବେ | ଅଲୋଡ଼ା ବାପା-ମା | ମୁ ବି ହେବି ନ୍ୟୂଜ଼ ଫ୍ୟୁଜ଼ ଆଙ୍କର
News Fuse 03 Jan 2020 | ମୁଁ ଫୁଙ୍କିବିନି | ନୂଆବର୍ଷ ସେଲିବ୍ରେସନ
News Fuse 20 Dec 2019- Costly \'Bhikari\' (Beggar) Show
News Fuse 06 Jan 2020 | ବୋହିନେଲେ ପିଆଜ ଓ ମାଗେଣା ତେଲ | ଦ୍ରୁତ ଗତି ମହାବିପତ୍ତି | ନବବର୍ଷ ସେଲିବ୍ରେସନ
News Fuse 10 Jan 2020 | ନେତାଙ୍କୁ କେତେ ରୋଷେଇ ଜଣା | ଆମ୍ବୁଲାନ୍ସ ରେ ଚାଷୀ | ମୋବାଇଲ ଚୋରିର ସିଧାପ୍ରସାରଣ
First
Prev
208
209
210
211
212
213
214
215
216
217
218
Next
Last
© 2022 - Odisha Television Limited. All Rights Reserved.