ପ୍ରସାରଣ- ରବିବାର ସନ୍ଧ୍ୟା ୬ଟା
ଉପସ୍ଥାପିକା- ରୋଜାଲିନ୍ ମିଶ୍ର
ସମ୍ପୂର୍ଣ୍ଣ ମନୋରଞ୍ଜନର ପ୍ୟାକେଜ୍ ହେଉଛି ଫୁଲ୍ ଗପସପ କାର୍ଯ୍ୟକ୍ରମ । ସିନେମା, ଯାତ୍ରା, ସିରିଏଲର ନାୟକ ନାୟିକା କିମ୍ବା ଚରିତ୍ରମାନଙ୍କୁ ଅତିଥି କରି ଡାକି ତାଙ୍କ ସହ ମନ ଖୋଲି କଥା ହୋଇଥାଉ ଆମେ । ସେହିପରି ସଙ୍ଗିତ ସହ ଜଡ଼ିତ ବ୍ୟକ୍ତି ବିଶେଷ ମଧ୍ୟ ଆମ ଅତିଥି ହୋଇଥାଆନ୍ତି । ଗପସପ ହେବା ସହ ଅତିଥିଙ୍କ ସହିତ ବିଭିନ୍ନ ମଜାଳିଆ ଗେମ୍ ମଧ୍ୟ ଆମ ମଞ୍ଚରେ ଖେଳାଯାଇଥାଏ, ଯାହା ଫୁଲ୍ ଗପସପର ଅନ୍ୟତମ ଆକର୍ଷଣ । Updates