ଆମର ସ୍ବାସ୍ଥ୍ୟ ଭିତ୍ତିକ କାର୍ଯ୍ୟକ୍ରମ ଡକ୍ଟର ଡକ୍ଟର ,ପ୍ରତି ରବିବାର ଦିନ ୧୨ଟାରେ ପ୍ରସାରିତ ହୋଇ ଆସୁଛି । କେତେବେଳେ ଅଜଣା ରୋଗର କାହାଣୀ ତ କେତେବେଳେ ରୋଗଠାରୁ ଦୁରେଇ ରହିବାର ଟିପ୍ସ , ଆଉ କେତେବେଳେ ସଚେତନତା ପାଇଁ ଆହ୍ବାନ । କେବଳ ସେତିକି ନୁହେଁ ମେଡିକାଲ ସାଇନ୍ସର ନୂଆ ଟ୍ରେଣ୍ଡ୍ ଆଉ ଓଡିଶାର ହାଇଟେକ୍ ସ୍ବାସ୍ଥ୍ୟସେବା ବିଷୟରେ ସଚେତନ କରିବା ପାଇଁ ଆମର ଏହି କାର୍ଯ୍ୟକ୍ରମ ଡକ୍ଟର ଡକ୍ଟର । Updates