ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
Apana Eka Nuhanti
ଆପଣ ଏକା ନୁହଁନ୍ତି । ଏହା କେବଳ ଏକ କାର୍ଯ୍ୟକ୍ରମ ନୁହେଁ ଗରିବ ଅସହାୟଙ୍କ ପାଇଁ ଆଶା ବାଡିଟିଏ । ପ୍ରଶାସନ ପାଖରେ ଯେତେବେଳେ ଆପଣଙ୍କ ସ୍ବର ପହଞ୍ଚି ପାରେନାହିଁ ସେତେବେଳେ ଆପଣ ଏକା ନୁହଁନ୍ତି ଆପଣଙ୍କୁ ସାଥ୍ ଦିଏ । ଆପଣ ଏକା ନୁହଁନ୍ତି ଏକ ସାପ୍ତାହିକ ସହୋଯୋଗ ଭିତ୍ତିକ କାର୍ଯ୍ୟକ୍ରମ , ଯାହାକି ୩୦ ସେମ୍ବେର ୨୦୧୦ ମସିହାରୁ ଆରମ୍ଭ ହୋଇ ,ପ୍ରତି ବୁଧବାର ରାତି ୮ଟା ୩୦ରେ ଓଟିଭିରେ ପ୍ରସାରିତ ହୋଇ ଆସୁଅଛି । ଆମର ଏ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଅସୁବିଧାରେ ପଡିଥିବା ଲୋକଟିଏକୁ ସମାଧାନର ବାଟ ଦେଖାଇଦେବା । ପେନସନ ଓ ଚାକିରୀ ସମ୍ବନ୍ଧୀୟ ସମସ୍ୟା ହେଉ କିମ୍ବା ଗରୀବ ଲୋକଙ୍କୁ ସାମାଜିକ ସୁରକ୍ଷା ଅଥବା ଗରୀବ ମେଧାବୀ ଛାତ୍ରଙ୍କୁ ପାଠ ପଢିବା ପାଇଁ ସହଯୋଗର ହାତଟିଏ ବଢାଇଦିଏ ଆପଣ ଏକା ନୁହନ୍ତି । ତା ସହିତ ପିଇବା ପାଣି , ରାସ୍ତା ଏବଂ ବିଦ୍ୟୁତ ସମସ୍ୟା ଭଳି ଅଞ୍ଚଳର ସମସ୍ୟା ପାଇଁ ମଧ୍ୟ ଆପଣ ଏକା ନୁହଁନ୍ତି ଆପଣଙ୍କ ସହିତ ଲଢିଥାଏ । କିନ୍ତୁ ଏହି କାର୍ଯ୍ୟକ୍ରମରେ ଜମିବାଡି ସଙ୍କ୍ରାନ୍ତୀୟ, ପାରିବାରିକ ସମସ୍ୟା ତଥା କୌଣସି ଫୌଜଦାରୀ ମାମଲା ଗ୍ରହଣ କରାଯାଏ ନାହିଁ । Updates
Apana eka nuhanti ep 631 | 29th March 2023 | ଯେଉଁ ରୋଗରେ ବାପା ଯାଇଥିଲେ ପୁଅକୁ ଏବେ ସେଇ ରୋଗ..
Apana Eka Nuhanti | Woman seeks financial assistance to cure daughter in Soro
Apana Eka Nuhanty | Woman in Sonepur cries for financial aid for husband’s treatment
Apana eka nuhanti Ep 630 | 22nd March 2023 | ଶ୍ରେୟାଂଶୀ ପାଇଁ ସମସ୍ତେ କାନ୍ଦୁଛନ୍ତି, ପୁଅକୁ ଜଗି ବସିଛି ମା’
Apana Eka Nuhanti | Woman seeks financial assistance to cure son in Mayurbhanj
Apana Eka Nuhanti | Parents seek financial assistance to cure son suffering from brain diseases
Apana Eka Nuhanty | Minor boy in Bonai loses mobility, family cries for financial aid
Apana eka nuhanti ep 629 | 15th March 2023 | କିଏ ହେବ ସାହା.. ଘର ନାହିଁ କି ଦ୍ବାର ନାହିଁ.. ମିଳୁନି ରାହା..
Elderly woman in Balianta cries for pucca house to look after ill family members
Apana Eka Nuhanty | Little girl bed-ridden due to mysterious disease, needy family awaits govt aid
First
Prev
22
23
24
25
26
27
28
29
30
31
32
Next
Last
© 2022 - Odisha Television Limited. All Rights Reserved.