• Astrospeak
  • Live TV
  • Read In English

ଭୁବନେଶ୍ୱରରୁ ୩୫୪ କରୋନା ଆକ୍ରାନ୍ତ ଚିହ୍ନଟ, ୩୧୮ ସୁସ୍ଥ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରୁ ୩୫୪ ପଜିଟିଭ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୧୦୮, ଲୋକାଲ କଣ୍ଟାକ୍ଟ କେସ୍ ୨୪୫ ରହିଛି। ସେହିପରି ଆଜି ୩୧୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏ ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ (ଵିଏମ୍‌ସି)। କେଉଁ ଅଞ୍ଚଳରୁ କେତେ:- ପଟିଆ-୧୮, ଝାରପଡ଼ା- ୧୫, ନୟାପଲ୍ଲୀରୁ ୧୨, ସାମନ୍ତରାପୁର-୧୧, ଲକ୍ଷ୍ମୀସାଗର ଓ ଆଇଆରସି ଭିଲେଜରୁ ୧୦ ଲେଖାଏଁ ଚିହ୍ନଟ ହୋଇଛନ୍ତି। Update on […]

coronavirus-bhubaneswar
coronavirus-bhubaneswar

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରୁ ୩୫୪ ପଜିଟିଭ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୧୦୮, ଲୋକାଲ କଣ୍ଟାକ୍ଟ କେସ୍ ୨୪୫ ରହିଛି। ସେହିପରି ଆଜି ୩୧୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏ ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ (ଵିଏମ୍‌ସି)।

କେଉଁ ଅଞ୍ଚଳରୁ କେତେ:-

ପଟିଆ-୧୮, ଝାରପଡ଼ା- ୧୫, ନୟାପଲ୍ଲୀରୁ ୧୨, ସାମନ୍ତରାପୁର-୧୧, ଲକ୍ଷ୍ମୀସାଗର ଓ ଆଇଆରସି ଭିଲେଜରୁ ୧୦ ଲେଖାଏଁ ଚିହ୍ନଟ ହୋଇଛନ୍ତି।

https://twitter.com/bmcbbsr/status/1312740324964331521?s=20

ସେହିପରି ୟୁନିଟ-୬ରୁ ୯, ସହିଦନଗର ଓ ସାମନ୍ତରାପୁର ଅଞ୍ଚଳରୁ ୮ ଲେଖାଏଁ, ଚନ୍ଦ୍ରଶେଖରପୁର-୮, ଡୁମୁଡୁମା ଓ ଶୈଳଶ୍ରୀବିହାରରୁ ୭ ଲେଖାଏଁ ଚିହ୍ନଟ ହୋଇଛନ୍ତି।