ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
City
Latest
ବର୍ତ୍ତମାନର ମୁଖ୍ୟଖବର
ବଞ୍ଚି ରହିଛି କି ହିମ ମାନବ? ହିମାଳୟରୁ ଠାବ ହେଲା ପାଦ ଚିହ୍ନ
ବର୍ତ୍ତମାନର ମୁଖ୍ୟଖବର
ବେଦପ୍ରକାଶଙ୍କ ପତ୍ନୀ ସାବିତ୍ରୀ ପାଟକୁରାରେ ବିଜେଡି ପ୍ରାର୍ଥୀ
ଓଡ଼ିଶାରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ସନ୍ଧ୍ୟା ୭ଟା ସୁଦ୍ଧା ୬୭.୫% ମତଦାନ ରେକର୍ଡ
ପୋଲିଂ ବୁଥ୍ରେ ବିଧାୟକ ପ୍ରାର୍ଥୀଙ୍କ ପ୍ରବେଶକୁ ନେଇ ଉତ୍ତେଜନା
ଖୋର୍ଦ୍ଧା: ନିଖୋଜ ଯୁବକଙ୍କ ମୃତଦେହ ଚୁଆରୁ ଉଦ୍ଧାର
ଭଦ୍ରକ: ମଦ ପିଇ ବିଷକ୍ରିୟାରେ ୩ ମୃତ, ୨ ଗୁରୁତର
ବାତ୍ୟା ‘ଫୋନି’ ନେଇ ସ୍ୱରାଷ୍ଟ୍ର ମନ୍ତ୍ରାଳୟର NERC ପକ୍ଷରୁ ଓଡ଼ିଶା ସମେତ ୫ ରାଜ୍ୟ ଓ ୩ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ଆଡଭାଇଜରୀ ଜାରି
ଆଜି ସକାଳର ମୁଖ୍ୟଖବର
ବାରିପଦା: ବିଜେଡି ଚିହ୍ନ ଥିବା ଗାଡି ବୁଥ୍ ଆଖପାଖରେ ବୁଲିବାକୁ ନେଇ ଉତ୍ତେଜନା, ବଚସା ପରେ ୨ ଗୋଷ୍ଠୀ ପିଟାପିଟି
ANIକୁ କେନ୍ଦ୍ରାପଡ଼ା ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ସୂଚନା: କହିଲେ- ପୋଲ୍ କର୍ମଚାରୀଙ୍କୁ ଆଜି ୧୪ରୁ ୧୫ଟି ଅଭିଯୋଗ କରିଛୁ; ବୁଥ୍ ରିଗିଂ ସହ ଅନ୍ୟାନ୍ୟ ବିଶୃଙ୍ଖଳା ନେଇ ଅଭିଯୋଗ କରିଛୁ
ବାସୁଦେବପୁର: ୮୬ ନମ୍ବର ବୁଥ୍ରେ ବିଜେଡି ଓ କଂଗ୍ରେସ କର୍ମୀ ମଧ୍ୟରେ ଧସ୍ତାଧସ୍ତି
ଭୋଗରାଇ ହୁଗୁଳି ୨୪୭ ନଂ ବୁଥ୍ରେ ବିଜେପି ଏଜେଣ୍ଟଙ୍କୁ ବିଜେଡି କର୍ମୀ ମାଡ଼ ମାରିବା ଅଭିଯୋଗ
କେନ୍ଦ୍ରାପଡ଼ା: EVMରେ ତ୍ରୁଟି ଥିବା ଦର୍ଶାଇ ରାଜନଗରର ୧୧୨ ନମ୍ବର ବୁଥ୍ ଛାଡ଼ିଲେ ସମସ୍ତ ଏଜେଣ୍ଟ
ବାତ୍ୟା ‘ଫୋନି’କୁ ନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ଉଚ୍ଚସ୍ତରୀୟ ବୈଠକ
ମାହାଙ୍ଗା ସୁକରପଡ଼ା ବୁଥ୍ରେ ବିଜେଡି କର୍ମୀଙ୍କ ଗୁଣ୍ଡାରାଜ: ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ଉପସ୍ଥିତିରେ ବିଜେପି କର୍ମୀଙ୍କୁ ବିଜେଡି କର୍ମୀ ନିସ୍ତୁକ ପିଟିଲେ
ଯାଜପୁର: ଭୋଟରଙ୍କୁ ପ୍ରଭାବିତ କରିବା ଅଭିଯୋଗରେ ୨ ପୋଲିଂ କର୍ମଚାରୀଙ୍କୁ ନିଲମ୍ବନ କଲେ ଜିଲ୍ଲାପାଳ
ଜଗତସିଂହପୁର ନାଉଗାଁରେ ଭୋଟରଙ୍କୁ ଧମକ ଭିଡିଓ ଭାଇରାଲ, ଜଣେ ମହିଳା ଭୋଟରଙ୍କୁ ଧମକ ଦେଉଥିବା ଅଭିଯୋଗ
ବାଲେଶ୍ୱର: ବିଜେଡି କର୍ମୀଙ୍କ ଆକ୍ରମଣରେ ବିଜେପି କର୍ମୀଙ୍କ ହାତ ଭାଙ୍ଗିଲା
ଆଳିର ସିଙ୍ଗିରି ବଜାର ବୁଥ୍ କ୍ୟାପଚରିଂ ନେଇ ସିଇଓଙ୍କ ନିକଟରେ ଫେରାଦ ହେଲା ବିଜେପି ପ୍ରତିନିଧି ଦଳ
ଜଳେଶ୍ୱର: ଭୋଗରାଇ ଡେଉଁର ଗାଁ ୫୭ ନଂ ବୁଥରେ ବିଜେଡି କର୍ମୀଙ୍କ ଆକ୍ରମଣରେ ୨ କଂଗ୍ରେସ କର୍ମୀ ଆହତ
ସୋର: ନିର୍ବାଚନ ଡ୍ୟୁଟି ବେଳେ ବାହାନଗା ୫୦ ନଂ ବୁଥର ମହିଳା ପ୍ରିଜାଇଡିଂ ଅଫିସର ଅସୁସ୍ଥ
ଯାଜପୁର: ସୁକିନ୍ଦାରେ ବିଜେଡି ପୋଲିଂ ଏଜେଣ୍ଟଙ୍କ ଗୁଣ୍ଡାରାଜ; କଂଗ୍ରେସ ଓ ବିଜେପି ପୋଲିଂ ଏଜେଣ୍ଟଙ୍କୁ ଆକ୍ରମଣ ଅଭିଯୋଗ
ବର୍ତ୍ତମାନର ମୁଖ୍ୟଖବର
First
Prev
2104
2105
2106
2107
2108
2109
2110
2111
2112
2113
2114
Next
Last
© 2022 - Odisha Television Limited. All Rights Reserved.