ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
City
Latest
ବାଲେଶ୍ୱର: ତାରିଣୀ ଛକ ନିକଟ ବରଫ ଫ୍ୟାକ୍ଟ୍ରିରୁ ଆମୋନିଆ ଗ୍ୟାସ୍ ଲିକ୍
୧୨ ରାଜ୍ୟରୁ ଫେରୁଥିବା ଲୋକଙ୍କ ଉପରେ ବେଶୀ ନଜର ରହିଛି। ପୂର୍ବରୁ ଏୟାରପୋର୍ଟରେ ସ୍କ୍ରିନିଂ ଡେସ୍କ ଥିଲା,ଏବେ ଷ୍ଟେସନରେ ହେବ: ବିଏମ୍ସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ
କମିଲା ସୁନା ଦର; ୧,୦୦୦ ତଳକୁ ଖସିଲା ରୂପା
ଟିସୁ ପେପର୍ ବିକ୍ରି ବାହାନାରେ ଦୀପିକାଙ୍କ ପର୍ସ ଛଡ଼ାଇ ନେଲେ
ମଣ୍ଡି ସମସ୍ୟା ପାଇଁ ବିଧାନସଭାରେ ଆତ୍ମହତ୍ୟା ଧମକ ଦେଲେ ଦେବଗଡ଼ର ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ
ବିନିକା ଥାନା ଭିତରେ ଦେହରେ କିରାସିନି ଢାଳି ଯୁବ ଠିକାଦାରଙ୍କ ଆତ୍ମାହୁତି ଉଦ୍ୟମ
ଆନ୍ଦୋଳନରତ ANMଙ୍କ ସମ୍ପର୍କରେ ବିଧାନସଭାରେ ବିବୃତି ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ, କହିଲେ- ଆନ୍ଦୋଳନରତ ANMଙ୍କୁ ଯୋଗ୍ୟତା ଭିତ୍ତିରେ ନିଯୁକ୍ତି ଦିଆଯିବ। ୧୦୯୯ଟି ANM ପଦବୀ ଖାଲି ରହିଛି
RBI Recruitment: ଖାଲି ପଡ଼ିଥିବା ୮୪୧ ଅଫିସ୍ ଆଟେଣ୍ଡାଣ୍ଟ୍ ପଦବୀ ପାଇଁ ବିଜ୍ଞପ୍ତି ଜାରି
ମାଲକାନଗିରି: ଛତିଶଗଡ଼ ନାରାୟଣପୁର ଓ କାଙ୍କେରରେ ସୁରକ୍ଷାକର୍ମୀଙ୍କ ବଡ଼ ଅପରେସନ୍, ଲଗାତାର ୩ ଦିନ ଅପରେସନରେ ୭ ମାଓ କ୍ୟାମ୍ପ ଧ୍ୱଂସ
ଭୁବନେଶ୍ୱର: ଏୟାରପୋର୍ଟ ଭଳି ରେଲ୍ୱେ ଷ୍ଟେସନରେ ଆରମ୍ଭ ହେବ ସ୍କ୍ରିନିଂ କାର୍ଯ୍ୟକ୍ରମ
ସୀମା ବିବାଦ ନେଇ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ମଧ୍ୟରେ ପଶ୍ଚିମ ମେଦିନିପୁର ସର୍କିଟ ହାଉସରେ ଉଚ୍ଚସ୍ତରୀୟ ବୈଠକ
ବୟସ୍କଙ୍କୁ ଟିକାକରଣ ନେଇ DMET ସିବିକେ ମହାନ୍ତି କହିଲେ-ବରିଷ୍ଠ ନାଗରିକଙ୍କୁ ଟିକାକରଣ ପାଇଁ ଡାଟାବେସ୍ ହେବାକୁ ଯାଉଛି। ପୂର୍ବଭଳି କୋୱିନ୍ ପୋର୍ଟାଲରେ ପଞ୍ଜୀକରଣ କରିବାକୁ ପଡ଼ିବ
ଫେକ୍ ଶାୟରୀ ପୋଷ୍ଟ୍ କରି ଟ୍ରୋଲ୍ ହେଲେ ଅମିତାଭ
ଜାଲ ନୋଟ୍ କାରବାର ଅଭିଯୋଗରେ ମହିଳା ଗିରଫ । ହିନ୍ଦୋଳରେ ୧୧ ହଜାର ଟଙ୍କା କାରବାର ବେଳେ ଗିରଫ । ମହିଳାଙ୍କୁ ରିମାଣ୍ଡରେ ଆଣି ପଚରା ଉଚରା କରିବ ପୋଲିସ । ଗିରଫ ମହିଳା ନରସିଂହପୁରର ପୂର୍ବତନ ସରପଞ୍ଚ ।
ବହୁଚର୍ଚ୍ଚିତ ମାସ୍କ ଓ ପିପିଇ କିଟ୍ କିଣା ଦୁର୍ନୀତି ମାମଲା : ଲୋକାୟୁକ୍ତଙ୍କ ନିର୍ଦ୍ଦେଶରେ ରିପୋର୍ଟ ଦାଖଲ କଲା ଭିଜିଲାନ୍ସ । ଆସନ୍ତା ୨୬ରେ ୩ ଜଣିଆ ଖଣ୍ଡପୀଠରେ ହେବ ଶୁଣାଣି ।
ଦୁଇଦିନିଆ ଓଡ଼ିଶା ଗସ୍ତରେ ରାଜ୍ୟ ବିଜେପି ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ । ପିପିିଲି ଉପନିର୍ବାଚନ ପାଇଁ ରାଜ୍ୟ କାର୍ଯ୍ୟାଳୟରେ କରିବେ ବୈଠକ । ଦଳର ରଣନୀତି ନେଇ ବରିଷ୍ଠ ନେତାଙ୍କ ସହ କରିପାରନ୍ତି ଆଲୋଚନା ।
କଟକ: ଜଗତପୁରର ଏକ ଚା ଦୋକାନରୁ ବ୍ରାଉନସୁଗାର ଜବତ । ଦୋକାନୀ ସମେତ ୨ ଗିରଫ; ୨୭୦ ଗ୍ରାମ ବ୍ରାଉନସୁଗାର ଜବତ । ଜବତ ବ୍ରାଉନସୁଗାରର ମୂଲ୍ୟ ୨୭ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବା ସୂଚନା ।
ଭୁବନେଶ୍ୱର: ଆଗାମୀ ବର୍ଷରେ ମହାନଦୀରେ ଜଳ ପ୍ରବାହ ଆହୁରି କମିବା ଆଶଙ୍କା ରହିଛି ବୋଲି କହିଲେ ଜଳ ସମ୍ପଦ ମନ୍ତ୍ରୀ
ଓଟିଟି ଓ ସାମାଜିକ ଗଣମାଧ୍ୟମ ପାଇଁ ଗାଇଡ୍ଲାଇନ୍ ଜାରି କଲା କେନ୍ଦ୍ର; ଗାଇଡ୍ଲାଇନ୍ ସଂପର୍କରେ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ସୂଚନା- ସରକାର ଗଠନମୂଳକ ସମାଲୋଚନାକୁ ସ୍ୱାଗତ କରିବେ। ସାମାଜିକ ଗଣମାଧ୍ୟମର ଅପବ୍ୟବହାରକୁ ବରଦାସ୍ତ କରାଯିବନି
କଟକ: ମାନସିଂପାଟଣାରେ ଜଳୁଥିବା ଏକ ଘର ଭିତରୁ ଗୁରୁତର ଅବସ୍ଥାରେ ଜଣେ ଯୁବତୀ ଉଦ୍ଧାର
’କଳିଯୁଗର ରାମ ନରେନ୍ଦ୍ର ମୋଦି’ : ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସାରେ ଭୋଳ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ
ପଡ଼ୋଶୀଙ୍କୁ ହତ୍ୟା କଲେ, ‘ହାର୍ଟ’କୁ ରାନ୍ଧି ସମ୍ପର୍କୀୟଙ୍କୁ ଖାଇବାକୁ ଦେଲେ
ନୂଆ ଲୁକରେ ସୁପର କୁଲ୍ ମହେନ୍ଦ୍ର ସିଂ ଧୋନି
ବଲାଙ୍ଗିର: ସହକାରୀ ଯନ୍ତ୍ରୀଙ୍କୁ ମାଡ଼ ଅଭିଯୋଗରେ ପୁଇଁତଳା ବ୍ଲକ୍ ଉପାଧ୍ୟକ୍ଷ ସନ୍ତୋଷ ଗୁରାଣ୍ଡିଙ୍କୁ ଗିରଫ କଲା ପୋଲିସ୍
ନୀଳଗିରି ଥାନା ଖଡ଼ିପଦା ଗାଁ ଶନି ମନ୍ଦିର କବାଟ ତାଲା ଭାଙ୍ଗି ୧ କେଜି ରୁପା ମୁକୁଟ ଓ ସୁନା ଅଳଙ୍କାର ଚୋରି
First
Prev
1783
1784
1785
1786
1787
1788
1789
1790
1791
1792
1793
Next
Last
© 2022 - Odisha Television Limited. All Rights Reserved.