ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
City
Latest
ଭୁବନେଶ୍ୱର, କଟକ ଓ ଭଦ୍ରକ ଟାଉନ୍ରୁ ଉଠିଲା ୪୮ ଘଣ୍ଟିଆ ସଟ୍ଡାଉନ୍, କିନ୍ତୁ ଲକ୍ଡାଉନ୍ ବଳବତ୍ତର ରହିବ
କଟକ: ସଟ୍ଡାଉନ କଟକଣା ଭାଙ୍ଗି ପୁଲିସ ଉପରକୁ ଢେଲାପଥର ମାଡ଼ ମାରିବା ଅଭିଯୋଗରେ ୨୫ ଜଣ ଗିରଫ
ଗଞ୍ଜାମ: ବାହାରକୁ ବାହାରିଲେ ମୁହଁରେ ମାସ୍କ କିମ୍ବା ରୁମାଲ ବାନ୍ଧିବା ବାଧ୍ୟତାମୂଳକ, ନବାନ୍ଧିଲେ ଲୋକେ ଫାଇନ୍ ଗଣିବେ ବୋଲି ଜିଲ୍ଲାପାଳଙ୍କ ସୂଚନା
ଲକ୍ଡାଉନ୍ ପରେ ସ୍କୁଲ ଓ କଲେଜ ଖୋଲିବ କି?
ଭୁବନେଶ୍ୱରରୁ ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ: ଜଣେ କପିଳ ପ୍ରସାଦ ହାଉସିଂ ବୋର୍ଡ କଲୋନୀର ଓ ଅନ୍ୟ ଆକ୍ରାନ୍ତ ଜଣଙ୍କ ବମିଖାଲର ୨୯ ବର୍ଷୀୟ ଯୁବକ
ଓଡ଼ିଶାରେ ଗୋଷ୍ଠୀ ସଂକ୍ରମଣର ଭୟ ନାହିଁ: ସୂର୍ଯ୍ୟନଗର କେସ୍ଟି କୋଲକାତା ଓ ବମିଖାଲ୍ କେସ୍ଟି ଭୋପାଲରୁ ଆସିଥିବା ସ୍ପଷ୍ଟ ହୋଇଛି ବୋଲି କହିଲେ ମୁଖ୍ୟ ଶାସନ ସଚିବ
କଟକ: କେଶରପୁରରେ ପୁଲିସ୍ ଉପରକୁ ଢେଲାପଥର ମାଡ଼, ଜବାବରେ ପୁଲିସ୍ର ଲାଠିଚାର୍ଜ
ସେଲ୍ଫ କ୍ୱାରେଣ୍ଟାଇନରେ ରହିଲେ ସିଆରପିଏଫ୍ ଡିଜି
ଜଗତସିଂହପୁର: ବିଦେଶରୁ ଫେରିଥିବା ସମସ୍ତ ୩୫ ଜଣଙ୍କ ସ୍ୱାବ୍ ନମୁନା ନେଗେଟିଭ୍ ଆସିଛି, ନିଜାମୁଦ୍ଦିନ ଲିଙ୍କ୍ରେ ଆସିଥିବା ୨ ଜଣଙ୍କର ନମୁନା ମଧ୍ୟ ନେଗେଟିଭ୍ ଆସିଛି ବୋଲି ଜିଲ୍ଲାପାଳଙ୍କ ସୂଚନା
ଭୁବନେଶ୍ୱର: ପଜିଟିଭ ଆକ୍ରାନ୍ତଙ୍କ ବାହାର ରାଜ୍ୟର ଲିଙ୍କ ରହିଛି ବୋଲି ସୂଚନା ଦେଲେ ବିଏମ୍ସି କମିଶନର
ଆମେରିକାରେ ସ୍ଥିତି ଜଟିଳ, ଦିନକରେ ପ୍ରାଣ ହରାଇଲେ ୧୫୦୦
ଗଞ୍ଜାମ: କରୋନା ପ୍ରତିହତ ପାଇଁ ଗଞ୍ଜାମ ଜିଲ୍ଲାକୁ ପ୍ରତିଦିନ ୧୯ ଘଣ୍ଟା ସଟ୍ଡାଉନ୍ କରିବାକୁ ଘୋଷଣା, ସକାଳ ୭ଟାରୁ ଦିନ ୧୨ଟା ମଧ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ବିକାକିଣା ହେବ ବୋଲି କହିଲେ ଜିଲ୍ଲାପାଳ
କରୋନାକୁ ନେଇ ସୋସିଆଲ ମିଡିଆରେ ଅପପ୍ରଚାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଲେ ପୋଲିସ ଡିଜି ଅଭୟ
ଅପରାହ୍ଣ ୨ଟା ବେଳର ମୁଖ୍ୟ ଖବର
ସକାଳ ୯ଟା ବେଳର ମୁଖ୍ୟ ଖବର
ସକାଳ ୭ଟା ମୁଖ୍ୟ ଖବର
ଯାଜପୁର: ଜିଲ୍ଲାର ଯାଜପୁର, ବ୍ୟାସନଗର, ଚଣ୍ଡିଖୋଲ, ପାଣିକୋଇଲିରେ ୪୮ ଘଣ୍ଟା ପର୍ଯ୍ୟନ୍ତ ସଟ୍ଡାଉନ୍ ଘୋଷଣା କଲେ ଜିଲ୍ଲାପାଳ, ଆଜି ରାତି ୮ଟାରୁ ୬ ତାରିଖ ରାତି ୮ଟା ଯାଏ ସଟ୍ଡାଉନ୍ ରହିବ
ଭୁବନେଶ୍ୱର: ସଟ୍ଡାଉନ୍ ନିୟମ ଉଲ୍ଲଘଂନ କରି ୪୫ ଜଣଙ୍କୁ ବାଧ୍ୟତାମୂଳକ କ୍ୱାରେଣ୍ଟାଇନ୍ରେ ପଠାଗଲା, ଆଉ ୬୪ ଅଟକ
ଲକ୍ଡାଉନ୍ରେ ଚାଲିବ ଚାଷ କାମ
ଭୁବନେଶ୍ୱରରେ ଆଉ ୩ କରୋନା ପଜିଟିଭ ଚିହ୍ନଟ, ବମିଖାଲରେ ୩ ପଜିଟିଭ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା, ୩ ପଜିଟିଭ ପରେ କରୋନା ଚିହ୍ନଟ ସଂଖ୍ୟା ୯କୁ ବୃଦ୍ଧି, ଆଜି ଦିନକରେ ମୋଟ ୪ଟି ପଜିଟିଭ ଚିହ୍ନଟ
ଲକ୍ଡାଉନ୍ ଯୋଗୁଁ ଦୁଷ୍କର୍ମ କମିଛି, ଘରୋଇ ହିଂସା ବଢ଼ିଛି
ତବ୍ଲିଗୀ ଜମାତ ଲିଙ୍କ୍ ନେଇ କଳା ତାଲିକାଭୁକ୍ତ ହେଲେ ୯୬୦ ବିଦେଶୀ
ଗରିବମାନଙ୍କୁ ଅନୁକମ୍ପା ପାଇଁ ଘର ଭଡ଼ା ଛାଡ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅପିଲ, ଘର ଭଡ଼ା ସମ୍ପୂର୍ଣ୍ଣ ଛାଡ଼ କିମ୍ବା ୩ ମାସ ବିଳମ୍ବ ପାଇଁ କଲେ ନିବେଦନ
ନିଜାମୁଦ୍ଦିନ ଧର୍ମୀୟ ସଭାରୁ ଫେରିଥିବା ୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ
ଓଡ଼ିଶାରେ ପଞ୍ଚମ କରୋନା ଆକ୍ରାନ୍ତଙ୍କ ପରିଚୟ ପ୍ରକାଶ କଲା ଭୁବନେଶ୍ୱର ମହାନଗର ନିଗମ, ଜନହିତ ପାଇଁ ପରିଚୟ ଜଣାଇବା ଜରୁରୀ କହିଲା ବିଏମ୍ସି
First
Prev
1751
1752
1753
1754
1755
1756
1757
1758
1759
1760
1761
Next
Last
© 2022 - Odisha Television Limited. All Rights Reserved.