ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
City
Latest
କଂଗ୍ରେସ ଭବନରୁ ଆରମ୍ଭ ହେଲା ମହିଳା କଂଗ୍ରେସର ସ୍ୱାଭିମାନ ସଂକଳ୍ପ ସମାବେଶ, ରାଜ୍ୟରେ ମହିଳାଙ୍କ ପ୍ରତି ବଢୁଥିବା ଅତ୍ୟାଚାର ବିରୋଧରେ ଏହି ସମାବେଶ କରାଯାଉଛି
ଋଷିକୂଲ୍ୟାରେ ୨ ଭାଇ ଭାସିଯିବା ଘଟଣା: ମିଳିଲା ଜଣଙ୍କର ମୃତଦେହ, ଅନ୍ୟ ଜଣଙ୍କ ପତ୍ତା ମିଳୁନି, ଗତକାଲି ନଦୀରେ ଗାଧୋଇବା ବେଳେ ଭାସି ଯାଇଥିଲେ
ବିତିଗଲା ଦୁଇ ଦିନ, ଦୁଇ ରାତି; ଫାସରେ ଫସିଲାନି ସୁନ୍ଦରୀ, ରାତି ତମାମ ଅପରେସନ୍ ସତ୍ତ୍ୱେ କାବୁ ହେଲାନି ବାଘୁଣୀ, ‘ମିଶନ ସୁନ୍ଦରୀ’ ଫେଲ୍ ମାରୁଥିବାରୁ ଫେରିଗଲେ OUAT ବିଶେଷଜ୍ଞ
ଲୋକପାଳ ନିଯୁକ୍ତି ନେଇ ସୁପ୍ରିମକୋର୍ଟରେ ମାମଲା ପ୍ରସଙ୍ଗ: ଓଡ଼ିଶାର ଆବେଦନ ଅଗ୍ରାହ୍ୟ କଲେ କୋର୍ଟ, ଆଉ ୩ ମାସ ମହଲତ ଦେବାକୁ ଆବେଦନ କରିଥିଲା ଓଡ଼ିଶା
ଅଭିଜିତ ଆୟର ମିତ୍ରଙ୍କୁ ୪ ଦିନିଆ ରିମାଣ୍ଡରେ ନେବ କୋଣାର୍କ ଥାନା ପୁଲିସ୍, ରିମାଣ୍ଡ ପାଇଁ ଅନୁମତି ଦେଲେ ଭୁବନେଶ୍ୱର SDJM କୋର୍ଟ
ଆଶା କର୍ମୀଙ୍କ ପାଉଣା ବଢ଼ାଇଲେ କେନ୍ଦ୍ର ସରକାର, ଆଶା କର୍ମୀଙ୍କ ଗସ୍ତ ପାଉଣା ୨୫୦ରୁ ୩ଶହ ଟଙ୍କାକୁ ବଢ଼ିଲା,ପ୍ରତିମାସରେ ୨୦ଟି ଗସ୍ତ ପାଇଁ ୫ ହଜାର ଟଙ୍କା ପାଉଥିଲେ, ଏବେ ୬ ହଜାର ଟଙ୍କା ପାଇବେ
ଛତ୍ରପୁର: ପୁରୁଷୋତ୍ତମପୁର ବ୍ଲକ ଭୀମପୁର ନିକଟରେ ରୁଷିକୂଲ୍ୟା ନଦୀରେ ଭାସିଗଲେ ୨ ଭାଇ, ଘଟଣା ସ୍ଥଳରେ ସ୍ଥାନୀୟ ଲୋକଙ୍କ ଖୋଜାଖୋଜି ଜାରି
ପୁଲିସ୍-ଆଇନଜୀବୀ ବିବାଦରୁ କୋର୍ଟ ଅଚଳାବସ୍ଥା ପ୍ରସଙ୍ଗ:ମୁଖ୍ୟମନ୍ତ୍ରୀଙ୍କୁ ଦୋଷ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କହିଲେ- ଦେଢ଼ ମାସ ହେବ ରାଜ୍ୟରେ ଏକ ସ୍ଥିତାବସ୍ଥା ଦେଖାଦେଇଛି, ଗୃହ ବିଭାଗ ଦାୟିତ୍ୱରେ ଥିବାରୁ ମୁଖ୍ୟମନ୍ତ୍ରୀ ଉତ୍ତର ଦେବାକୁ ବାଧ୍ୟ
ପିଟିଦେଲା ପ୍ରଚାର ଗାଡ଼ି
ଶ୍ରମିକ ମୃତ୍ୟୁକୁ ନେଇ ଉତ୍ତେଜନା
ଅରୁଚିକର ମନ୍ତବ୍ୟ ଦେଇ ଅଭିଜିତ ଆୟାର ଗିରଫ ହେବା ପ୍ରସଙ୍ଗ: ଆୟାରଙ୍କ ଟ୍ୱିଟ୍ ନେଇ ଟ୍ୱିଟରକୁ ତଥ୍ୟ ମାଗିଲା ସହିଦନଗର ପୁଲିସ୍
ଆପଣମାନେ ଦେଖିବେ ଆମେ ବହୁତ ଭଲ କରିବୁ: ନବୀନ
କଂଗ୍ରେସ ଭବନ ସମ୍ମୁଖରେ ଧାରଣାରେ ବସିଲେ ସୁମିତ୍ରା
୯ ଜଣ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି
ବିଜେଡିରେ ପୁଣି ତେଜିଲା ଟିକେଟ୍ କଳି
ପୁରୀ: ଗୋପାଳପୁରର ଏକ ଡ୍ରେନରୁ ଶିଶୁର ମୃତଦେହ ଉଦ୍ଧାର, ଗତକାଲି ବଜାରକୁ ଆସିଥିବା ବେଳେ ଡ୍ରେନ୍ରେ ପଡ଼ିଯାଇଥିବା ସୂଚନା, ଆଜି ସକାଳୁ ମୃତଦେହ ମିଳିବା ପରେ ଡ୍ରେନ୍ ବନ୍ଦ ଦାବିରେ ଶବ ରଖି ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ
ଟ୍ରିବ୍ୟୁନାଲ୍ ଜଜ୍ମେଣ୍ଟ୍କୁ ବିରୋଧ କରିଛି ମହାନଦୀ ବଞ୍ଚାଓ ଆନ୍ଦୋଳନ
ଉତ୍କଳ ଦିବସ ପାଳନ ପାଇଁ ଝଟକୁଛି ଭୁବନେଶ୍ୱର
ଚକମା ଦେଲା ବାଘୁଣୀ ସୁନ୍ଦରୀ: କାବୁ କରିବାରେ ଟ୍ରାଙ୍କୁଲାଇଜ୍ ଟିମ୍ ଝାଳନାଳ, ରାତି ତମାମ୍ ଜଗି ରହିଥିଲେ ବି ସୁନ୍ଦରୀକୁ ଧରି ହେଉନି, ଗଛ ଉପରେ ମଞ୍ଚା ବାନ୍ଧି ଜଗିବା ସତ୍ତ୍ୱେ ମିଳିଲାନି ସୁନ୍ଦରୀ
ସଡ଼କ ଦୁର୍ଘଟଣାରେ ଜଣେ ମୃତ
ପୁରୀ: ଚନ୍ଦନପୁର ଥାନା ସିଡ଼ି ଛକରେ ରାତିରେ ୨ ଦୁର୍ବୃତ୍ତ ବାଇକରେ ଆସି ଯୁବକଙ୍କୁ ହତ୍ୟା କଲେ
ଇସ୍ରୋ ପକ୍ଷରୁ ଏମିସାଟ୍ ସାଟେଲାଇଟ୍ ଉତ୍କ୍ଷେପଣ
ଅପରାହ୍ଣ ୩.୪୦ରେ ଝାରସୁଗୁଡାରୁ ଦିଲ୍ଲୀ ଅଭିମୁଖେ ଉଡ଼ିବ ବିମାନ
ଡାକ୍ତରଖାନାର ବାସ୍ତବ ଚିତ୍ର
ତୀର ମାଡ଼ରେ ଯୁବକ ଗୁରୁତର
First
Prev
1681
1682
1683
1684
1685
1686
1687
1688
1689
1690
1691
Next
Last
© 2022 - Odisha Television Limited. All Rights Reserved.