ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
City
Latest
ସତ ପଚାରିବାରୁ ଚିହିଁକି ଉଠିଲେ କେନ୍ଦ୍ରାପଡ଼ା ବିଜେଡି ସାଂସଦ ପ୍ରାର୍ଥୀ ଅନୁଭବ
କଞ୍ଜିଆରେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ
ଝାରପଡ଼ା ଜେଲ ଆସିଲା ଗ୍ୟାଙ୍ଗଷ୍ଟର ଟିଟୋ
ବର୍ତ୍ତମାନର ମୁଖ୍ୟ ଖବର
ଦ୍ୱିତୀୟ ପର୍ଯ୍ୟୟ ନିର୍ବାଚନରେ ରାଜ୍ୟରେ ୭୨% ମତଦାନ ହୋଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ
ବର୍ତ୍ତମାନର ମୁଖ୍ୟ ଖବର
ସାଂସଦ ପାଣ୍ଠି ଟଙ୍କା କେତେ ଖର୍ଚ୍ଚ କରିଛନ୍ତି ବୋଲି ପଚାରିବାରୁ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ଚିହିଁକି ଉଠିଲେ ଅନୁଭବ ମହାନ୍ତି; କହିଲେ-ଆପଣ ଜାଣିଛନ୍ତି, କେତେ ଖର୍ଚ୍ଚ କରିଛି, ଯାଆନ୍ତୁ କଲେକ୍ଟର ଅଫିସ ଜାଣିପାରିବେ
ପାକିସ୍ତାନକୁ ଯୁଦ୍ଧରେ ହରାଇବା ପାଇଁ ଇନ୍ଦିରା ଗାନ୍ଧିଙ୍କୁ ପ୍ରଶଂସା କରାଯାଉଛି, ବାଲାକୋଟ ଷ୍ଟ୍ରାଇକ ପାଇଁ ନରେନ୍ଦ୍ର ମୋଦିଙ୍କୁ କାହିଁକି ପ୍ରଶଂସା କରାଯିବନି: କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂ
ଆମ ସରକାର ଗରିବଙ୍କ ସ୍ୱାର୍ଥ ପାଇଁ ସଂପୂର୍ଣ୍ଣ ଭାବେ ସମର୍ପିତ: କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂ
ବିଜେପି ସରକାର ଆସିଲେ କରଞ୍ଜିଆକୁ ରେଳ ସଂଯୋଗ କରାଯିବ: କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂ
କୌଣସି ମୌଳିକ ସୁବିଧା ଦେଉନଥିବା ଓଡ଼ିଶା ସରକାରକୁ ବଦଳାନ୍ତୁ: କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂ
ନିର୍ବାଚନ କାର୍ଯ୍ୟରେ ଅବହେଳା ପାଇଁ ୬ ଜଣ ପୋଲିଂ କର୍ମଚାରୀଙ୍କୁ ନିଲମ୍ବିତ କଲେ ବରଗଡ଼ ଜଲ୍ଲାପାଳ: ନିଲମ୍ବିତ ପୋଲିଂ କର୍ମଚାରୀଙ୍କ ମଧ୍ୟରେ ୩ଜଣ ପ୍ରିଜାଇଡିଂ ଓ ୩ଜଣ ସେକ୍ଟର ଅଫିସର ଅଛନ୍ତି
କରଞ୍ଜିଆ ନିର୍ବାଚନୀ ସଭାରେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ କହିଲେ- କେନ୍ଦ୍ର ସରକାର ସବୁ ବେଳେ ଓଡ଼ିଆ ଭାଷା, ସଂସ୍କୃତିକୁ ଗୁରୁତ୍ୱ ଦେଇ ଆସିଛନ୍ତି; ମୟୂରଭଞ୍ଜ ଛଉ ନୃତ୍ୟର ପ୍ରଚାର, ପ୍ରସାର ପାଇଁ କେନ୍ଦ୍ର ଉଦ୍ୟମ କରିବ
ଚୌଦ୍ୱାର: ଶାଳଗାଁ ପଞ୍ଚାୟତ ନେଳିଆ ଗାଁରେ ଅଗ୍ନିକାଣ୍ଡ; ୩ଟି ପରିବାରର ୮ ବଖରା ଘର ଜଳିଗଲା
କଲ୍ୟାଣସିଂହପୁର: ଯାନ୍ତ୍ରିକ ତ୍ରୁଟି ଯୋଗୁଁ କେଉଟଗୁଡ଼ା ଷ୍ଟେସନରେ ଅଟକି ରହିଛି ମାଲଗାଡ଼ି, ଟ୍ରେନ୍ ଚଳାଚଳ ବ୍ୟାହତ
ବିଜେଡି ଉପରେ ବର୍ଷିଲେ ବିଜେପି ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାର: କହିଲେ- ହାରିବା ଭୟରେ ବିଜେଡି ସରକାର ରକ୍ତମୁଖା ପାଲଟିଛି; ପଞ୍ଚାୟତ ନିର୍ବାଚନ ବେଳେ ୧୭ରୁ ୨୦ ଜଣଙ୍କୁ ହତ୍ୟା କରାଯାଇଥିଲା, ଏବେ ବି ସେହି ଧାରା ବଜାୟ ରଖିବାକୁ ଚାହୁଁଛି ବିଜେଡି
ବାଣପୁର ନିର୍ବାଚନୀ ସଭାରେ ଚିଲିକା କାର୍ଡ ଖେଳିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ: କହିଲେ- ମୁଁ ଥିବା ପର୍ଯ୍ୟନ୍ତ ଆପଣଙ୍କ ସ୍ୱାର୍ଥ ନଷ୍ଟ ହେବାକୁ ଦେବି ନାହିଁ, ମୁଁ ସବୁ ବେଳେ ଆପଣଙ୍କ ସହ ଅଛି
ବାଣପୁର ନିର୍ବାଚନୀ ସଭାରେ ଚିଲିକା କାର୍ଡ ଖେଳିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ: କହିଲେ- ଚିଲିକା ଆମର ମାଆ, ଓଡ଼ିଶାର ଗର୍ବ
ଅନୁଗୋଳ: ଧସର ବ୍ରିଜ୍ ନିକଟରୁ କିଶୋରନଗର +୨ କଲେଜର ପିଅନଙ୍କୁ ଭୁଜାଲିରେ ହାଣି ୫୦ ହଜାର ଟଙ୍କା ଲୁଟ୍; ସେ ବ୍ୟାଙ୍କରୁ ଟଙ୍କା ଆଣି ସାଇକେଲରେ ଫେରୁଥିଲେ
ରାଉରକେଲା: ରଘୁନାଥପାଲୀ ଆଇଡିଏଲ୍ ହେଲିପ୍ୟାଡରେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଯାଞ୍ଚ କଲା ଫ୍ଲାଇଂ ସ୍କ୍ୱାଡ୍; କାଲି ମୁଖ୍ୟମନ୍ତ୍ରୀ ପ୍ରଚାର ପାଇଁ ରଘୁନାଥପାଲୀ ଯାଇଥିଲେ, ହେଲିପ୍ୟାଡରେ ହେଲିକପ୍ଟର ପହଞ୍ଚିବା ପରେ ସୁଟକେସ୍ ଓ ଏୟାରବ୍ୟାଗ୍ ଯାଞ୍ଚ କରିଥିଲା ସ୍କ୍ୱାଡ୍
ବର୍ତ୍ତମାନର ମୁଖ୍ୟ ଖବର
ନିର୍ବାଚନ କମିଶନଙ୍କ ଆମ୍ବାସଡ଼ର ଦୂତୀ ଚାନ୍ଦ BJD ପ୍ରାର୍ଥୀ ଅଚ୍ୟୁତ ସାମନ୍ତଙ୍କ ପାଇଁ ସୋଶାଲ ମିଡିଆ ଜରିଆରେ ଭୋଟ ମାଗୁଥିବା ଅଭିଯୋଗ ହୋଇଛି; CEO ସୁରେନ୍ଦ୍ର କୁମାର କହିଲେ- ଯାଞ୍ଚ ହେବା ପରେ ଏନେଇ ସ୍ପଷ୍ଟ କରାଯିବ
ଫୁଲବାଣୀ: ଫିରିଙ୍ଗିଆ ଥାନା ମୁଙ୍ଗୁନିପଦର ବୁଥ୍ ଯିବା ବାଟରେ ପୋଲିଂ ପାର୍ଟି ଗାଡ଼ି ଉପରେ ଦୁର୍ବୃତ୍ତଙ୍କ ଆକ୍ରମଣ, ପୋଲିଂ କର୍ମଚାରୀଙ୍କୁ ବାହାର କରି ଗାଡ଼ି ଜାଳି ଦେଲେ ଦୁର୍ବୃତ୍ତ, ସମସ୍ତ କର୍ମଚାରୀ ସୁରକ୍ଷିତ ଥିବା ସୂଚନା
ଓଡ଼ିଶାରେ ପରିବର୍ତ୍ତନ ନହେଲେ କୌଣସି ମା, ଭଉଣୀ ସୁରକ୍ଷିତ ରହିପାରିବେନି; ଓଡ଼ିଶାରେ ବି ବିଜେପି ସରକାର କରିବ, ବିକାଶର ଡବଲ ଇଂଜିନ ଲାଗିବ, ଓଡ଼ିଶାରେ ପରିବର୍ତ୍ତନର ସମୟ ଆସିଗଲାଣି: ବୈଜୟନ୍ତ ପଣ୍ଡା
ନବୀନ ବାବୁ କହି ବୁଲୁଛନ୍ତି କେନ୍ଦ୍ର ସରକାର କାଳିଆ ଟଙ୍କା ଷ୍ଟପ୍ କରିଛନ୍ତି; ଏଥର ଓଡ଼ିଆ ଲୋକେ ଆପଣଙ୍କୁ ଷ୍ଟପ୍ କରିବେ,ରାଜ୍ୟରେ ବିଜେପି ଆସିଲେ କେନ୍ଦ୍ରାପଡ଼ାରେ ମେଡିକାଲ କଲେଜ ହେବ: ଧର୍ମେନ୍ଦ୍ର ପ୍ରଧାନ
First
Prev
1591
1592
1593
1594
1595
1596
1597
1598
1599
1600
1601
Next
Last
© 2022 - Odisha Television Limited. All Rights Reserved.