ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
City
Latest
‘କଥାବାର୍ତ୍ତା ନୁହେଁ , ଏବେ କାର୍ଯ୍ୟାନୁଷ୍ଠାନର ବେଳ’
ଚୌଦ୍ୱାର: NH-୧୬ର ଟାଙ୍ଗି ଟୋଲଗେଟ୍ ନିକଟରେ କାରକୁ ପଛରୁ ଧକ୍କା ଦେଲା ଟ୍ରକ୍; ଜଣେ ମୃତ, ଜଣେ ଗୁରୁତର, ଯାଜପୁରରୁ ୪ ଜଣ ଏକ କାର୍ରେ କଟକ ଯାଉଥିଲେ
ଘାଟି ତଳକୁ ଖସିପଡ଼ିଲା ବସ୍: ୩୩ ମୃତ, ୨୦ରୁ ଅଧିକ ଆହତ
କେନ୍ଦୁଝର: CDMO ଓ ADMOଙ୍କୁ ତାଲା ପକାଇଲେ ଛଟେଇ କର୍ମଚାରୀ; ବିନା ନୋଟିସରେ ଛଟେଇ କରାଯାଇଥିବା ଅସ୍ଥାୟୀ କର୍ମଚାରୀଙ୍କ ଅଭିଯୋଗ
ଆଜି ବିଧାନସଭାରେ ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ହଟ୍ଟଗୋଳ: କୃଷି ଓ କୃଷକଙ୍କ ସମସ୍ୟା ନେଇ ଆଲୋଚନା ଦାବିରେ କଂଗ୍ରେସ ସଭ୍ୟଙ୍କ ହଟ୍ଟଗୋଳ; ଗୃହକୁ ୧୧ଟା ୩୦ ଯାଏ ମୁଲତବି ଘୋଷଣା କଲେ ବାଚସ୍ପତି
ଭାରତୀୟ ସିନେ ଜଗତକୁ ପାକିସ୍ତାନୀ କଳାକାର ବ୍ୟାନ୍
ଆରମ୍ଭ ହୋଇଛି ପ୍ରସିଦ୍ଧ ଅମରନାଥ ଯାତ୍ରା
ଭୁବନେଶ୍ୱର: ଖଣ୍ଡଗିରିର କୋଳଥିଆ ନିକଟ ଏକ ଡୁପ୍ଲେକ୍ସରେ ଅବକାରୀ ଚଢ଼ଉ;୧୦ କ୍ୱିଣ୍ଟାଲ ଗଞ୍ଜେଇ ସହ ଜଣେ ଗିରଫ, ଗିରଫ ବ୍ୟକ୍ତି ଆନ୍ତଃରାଜ୍ୟ ଗଞ୍ଜେଇ ମାଫିଆ ସୂଚନା।
ତେଲକୋଇ ବଣିକ ସଂଘ ପକ୍ଷରୁ ୧୨ ଘଣ୍ଟିଆ ତେଲକୋଇ ବନ୍ଦ ଡାକରା ଦିଆଯାଇଛି: ସହରର ବିଭିନ୍ନ ସମସ୍ୟାକୁ ନେଇ ବଣିକ ସଂଘ ଏହି ବନ୍ଦ ଡାକରା ଦେଇଛି।
ଜଳେଶ୍ୱର: ଲକ୍ଷ୍ମଣନାଥ ଟୋଲଗେଟ୍ ନିକଟରେ ଟ୍ରକ୍ ଓ ଆମ୍ବୁଲାନ୍ସ ମୁହାଁମୁହିଁ ଧକ୍କା; ଜଣେ ମୃତ, ୪ ଗୁରୁତର, ପ.ବଙ୍ଗରୁ ରୋଗୀ ନେଇ କଟକ ଆସୁଥିଲା ଆମ୍ବୁଲାନ୍ସ
ପୁଲ୍ୱାମା ଆକ୍ରମଣର ପ୍ରତିଶୋଧ ନେଲେ ଯବାନ; ଏନ୍କାଉଣ୍ଟରରେ ୨ ଆତଙ୍କବାଦୀ ନିପାତ
ଯାଜପୁର: ବଡ଼ଚଣା ଥାନା ବନ୍ଦାଳ ନିକଟ NH-୧୬ର ହାଟକରନ୍ଦା ନିକଟରେ ଛିଡ଼ା ହୋଇଥିବା ଏକ ଟ୍ରେଲରକୁ ପଛରୁ ଧକ୍କାଦେଲା କଣ୍ଟେନର; ଘଟଣାସ୍ଥଳରେ କଣ୍ଟେନରର ଡ୍ରାଇଭର ଓ ହେଲପର ମୃତ।
ବଜ୍ରପାତ ସହ ଅବିରତ ବର୍ଷା ନେଇ ସକାଳ ୮ଟା ଯାଏ ୧୫ ଜିଲ୍ଲା ସମେତ ଭୁବନେଶ୍ୱରକୁ ସତର୍କ ସୂଚନା ଜାରି କଲା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।
ପୁଲ୍ୱାମାରେ ପୁଣି ସହିଦ ହେଲେ ୪ ସୁରକ୍ଷାକର୍ମୀ
ଆମେଥିରେ ନାମାଙ୍କନ ଦାଖଲ୍ କଲେ ରାହୁଲ ଗାନ୍ଧି
କୋରାପୁଟ: ଲମତାପୁଟରେ ନକ୍ସଲଙ୍କ ଆକ୍ରମଣ ଉଦ୍ୟମ ପଣ୍ଡ; ବାଲେର ପଞ୍ଚାୟତ ଲୁଗୁମ ଗାଁରେ ଲ୍ୟାଣ୍ଡମାଇନ୍ ଠାବ, ବିଏସଏଫଙ୍କ ଦ୍ୱାରା ଲ୍ୟାଣ୍ଡମାଇନ୍ ନିଷ୍କ୍ରିୟ କରାଯାଇଥିବା ସୂଚନା
କଂଗ୍ରେସ ପ୍ରାର୍ଥୀ ଚୟନ ନେଇ ହାତ ଟେକିଦେଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ; କହିଲେ- ପ୍ରାର୍ଥୀ ଚୟନ ଏକ ସମୂହ ନିଷ୍ପତ୍ତି, ଜଣେ ବି ପ୍ରାର୍ଥୀ ମୋ ଇଛାରେ ଦିଆଯାଇନି ; ୮୩ ନୂଆମୁହଁ ଦିଆଯାଇଛି, ବହୁ ଆଶାୟୀ ଥିଲେ, ଅସନ୍ତୋଷ ସ୍ୱାଭାବିକ
ନିମାପଡ଼ାରୁ ନାମାଙ୍କନ ଦାଖଲ୍ କଲେ ବିଜେପି ପ୍ରାର୍ଥୀ ପ୍ରଭାତୀ ପରିଡ଼ା
୬ ବିଚ୍ଛିନ୍ନତାବାଦୀ ନେତାଙ୍କ ସୁରକ୍ଷା ବ୍ୟବସ୍ଥା ପ୍ରତ୍ୟାହାର
ମାଓପ୍ରବଣ ମାଲକାନଗିରିରେ ନିର୍ବାଚନୀ ପ୍ରସ୍ତୁତି
ରାଫେଲ୍ କିଣା ଦୁର୍ନୀତି ମାମଲାରେ ସରକାରଙ୍କୁ ଝଟ୍କା
ପ୍ରତି ସହିଦଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ସାହାଯ୍ୟ କରିବେ ଅମିତାଭ ବଚ୍ଚନ
ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବେ ସିପ୍ରା ମଲ୍ଲିକ; ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ଏହି ସୂଚନା ଦେଲେ, ଟିକେଟ ନ ମିଳିବାରୁ କେନ୍ଦ୍ରାପଡ଼ା ବିଧାନସଭାରୁ ସ୍ୱାଧୀନ ଭାବେ ନାମାଙ୍କନ କରିଥିଲେ
ପାକିସ୍ତାନ ସାମଗ୍ରୀ ଉପରେ ୨୦୦% ସୀମା ଶୁଳ୍କ ଲାଗୁ
ସୋର: ବାସୁଦେବପୁର-ଅନନ୍ତପୁର ରାସ୍ତାର ଗୁଡ୍ ଛକର ରାସ୍ତାକଡ଼ରୁ ୨ଟି ନବଜାତ ଶିଶୁକନ୍ୟା ଉଦ୍ଧାର
First
Prev
1281
1282
1283
1284
1285
1286
1287
1288
1289
1290
1291
Next
Last
© 2022 - Odisha Television Limited. All Rights Reserved.