ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
City
Latest
ଆସନ୍ତାକାଲି କାରଗିଲ ବିଜୟ ଦିବସ
ଯାଜପୁର: ବିଂଝାରପୁର ଥାନା ଗୁଣ୍ଡୁରିପଡ଼ା ଗାଁରେ ଯୌତୁକ ପାଇଁ ମହିଳାଙ୍କୁ ତଣ୍ଟି କାଟି ହତ୍ୟା; ମହିଳାଙ୍କୁ ଶାଶୁଘର ଲୋକେ ମାରିଥିବା ଅଭିଯୋଗ କଲେ ଭାଇ
ଖରିଫ ରୁତୁ ଆରମ୍ଭରୁ ୩ ଚାଷୀ ମୃତ୍ୟୁ ଅଭିଯୋଗ
ଦିନ ୧୧ଟାର ମୁଖ୍ୟ ଖବର
ରାତି ୮ଟା ସୁଦ୍ଧା ମୁଖ୍ୟ ଖବର
ଭାରତୀୟ ସେନା ସହ ଜମ୍ମୁ-କାଶ୍ମୀରରେ ଟ୍ରେନିଂ ନେବେ ଧୋନି
ଟିକ୍ଟକ୍ ଭିଡିଓ କରି ନିଲମ୍ବିତ ହେଲେ ମହିଳା କନଷ୍ଟେବଳ
ରାଉରକେଲା: ବିଚାରପତିଙ୍କ ବଦଳି ଦାବିରେ ଏସଡିଜେଏମ୍ କୋର୍ଟ ଆଗରେ ରାଉରକେଲା ବାର୍ ଆସୋସିଏସନର ଧାରଣା
୨୦୧୯ ଜୁନ୍ ସୁଦ୍ଧା ୬୯୪୩ କୋଟି ଟଙ୍କା ଟିକସ ଆଦାୟ ହୋଇଛି; ୩୪୮୪ କୋଟି ଟଙ୍କା ଅଣଟିକସ ସଂଗ୍ରହ ହୋଇଛି: ଗୃହରେ ସୂଚନା ଦେଲେ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ
ଦିନ ୧୦ଟା ସୁଦ୍ଧା ମୁଖ୍ୟ ଖବର
କଟକ: ହାଇକୋର୍ଟରୁ ଜାମିନ ପାଇବା ପରେ ଚୌଦ୍ୱାର ଜେଲରୁ ମୁକୁଳିଲେ ସାରଥି, ୩ଟି ମାମଲାରେ ଦୀର୍ଘ ୪ ବର୍ଷ ହେଲା ଜେଲରେ ଥିଲେ ସାରଥି
ସନ୍ଧ୍ୟା ୭ଟା ସୁଦ୍ଧା ମୁଖ୍ୟ ଖବର
ପାକିସ୍ତାନ ଉପରେ ବର୍ଷିଲେ ସ୍ଥଳ ସେନା ମୁଖ୍ୟ
ଆସନ୍ତା ୨୪ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବଢିବାର ସମ୍ଭାବନା ରହିଛି; ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି
ବାଚସ୍ପତିଙ୍କ ପ୍ରତି ବିବାଦୀୟ ମନ୍ତବ୍ୟ ଦେଲେ ଆଜମ୍ ଖାନ୍
କେନ୍ଦୁଝର: ୭ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସାହାରପଡ଼ା ବ୍ଲକ ଜେଇ ବିଭୁତି ଭୂଷଣ ପ୍ରଧାନଙ୍କୁ ଗିରଫ କଲା ଭିଜିଲାନ୍ସ
ସନ୍ଧ୍ୟା ୬ଟା ସୁଦ୍ଧା ମୁଖ୍ୟ ଖବର
ଯାଜପୁର: ବଡ଼ଚଣା ଥାନା କଡ଼େଇପଦର ଛକ ନିକଟରେ ଟ୍ରକ୍କୁ ପିଟିଲା ଆଉ ଏକ ଟ୍ରକ୍; ଡ୍ରାଇଭର ମୃତ, ହେଲପର ଆହତ
ଓଡ଼ିଶାରେ ପୁଣି ସକ୍ରିୟ ହେବ ମୌସୁମୀ
ଭବାନୀପାଟଣା ଆଶ୍ରୟ ଗୃହରେ ଛାତ୍ରୀ ନିର୍ଯାତନା ଘଟଣା: ଭବାନୀପାଟଣା ଥାନାରେ ଏତଲା ଦେଲେ କଳାହାଣ୍ଡି CWC, ଗତକାଲି ମାଆ ଓ ଝିଅଙ୍କୁ ପଚରାଉଚରା ପରେ ଆଜି ଥାନାରେ ଏତଲା ଦେଲେ
ଟିଏମ୍ସି ସମର୍ଥିତ ଛାତ୍ର ସଂଗଠନର ଗୁଣ୍ଡାରାଜ; ପ୍ରଫେସରଙ୍କୁ ନିସ୍ତୁକ ମାଡ଼ ମାରିଲେ
ସକାଳ ୯ଟା ବେଳର ମୁଖ୍ୟ ଖବର
ଯାଜପୁର: ଏନ୍ଏଚ୍-୧୬ ର ରଥିଆ ନିକଟରେ ଗୋରୁ ବୋଝେଇ କଣ୍ଟେନର ଓଲଟି ୫ ଗୋରୁ ମୃତ
ଭବାନୀପାଟଣା: ବିଶ୍ୱନାଥପୁର ଥାନା ଡୁଗୁରିଗୁଡ଼ାରେ ଜଣେ ଠିକାଦାରଙ୍କୁ ନକ୍ସଲଙ୍କ ହତ୍ୟା; ମୃତ ଠିକାଦାର ବାବୁପଦର ଗାଁର
ବ୍ରହ୍ମପୁର: ଖଲ୍ଲିକୋଟ-କୋଦଳା ରାସ୍ତାର ଭରସାମଥୁରା ଗାଁ ନିକଟ ପୋଲ ତଳୁ ନବଜାତ ଶିଶୁକନ୍ୟାର ମୃତଦେହ ଠାବ
First
Prev
1171
1172
1173
1174
1175
1176
1177
1178
1179
1180
1181
Next
Last
© 2022 - Odisha Television Limited. All Rights Reserved.