ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
City
Latest
ନୟାଗଡ଼: ଶ୍ରମିକ ପଞ୍ଜିକରଣ କାର୍ଯ୍ୟ ଚାଲିଥିବା ବେଳେ ଦଶପଲ୍ଲା ଥାନା ମଧ୍ୟଖଣ୍ଡ ଗ୍ରାମପଞ୍ଚାୟତ ପିଇଓ ମୁରଲୀ ବାରିକଙ୍କ ଉପରକୁ ଗୁଳି ମାଡ଼; ଗୋଡ଼ରେ ବାଜିଛି ଗୁଳି, ମେଡିକାଲରେ ଭର୍ତ୍ତି
ଅପରାହ୍ନ ୫ଟା ବେଳର ମୁଖ୍ୟଖବର
ଦେଶର ବିଭିନ୍ନ ବ୍ୟାଙ୍କର ମିଶ୍ରଣ ନେଇ ଅର୍ଥମନ୍ତ୍ରୀଙ୍କ ଘୋଷଣା, ପିଏନ୍ବି, ଓବିସି ଓ ୟୁବିଆଇ ବ୍ୟାଙ୍କ୍ ମିଶି ଗୋଟିଏ ବ୍ୟାଙ୍କ୍ ହେବ। କାନାଡ଼ା ବ୍ୟାଙ୍କ୍ ଓ ସିଣ୍ଡିକେଟ୍ ବ୍ୟାଙ୍କ୍ ମିଶିବ। ସେହିଭଳି ୟୁବିଆଇ, ଆନ୍ଧ୍ର ବ୍ୟାଙ୍କ୍ ଓ କର୍ପୋରେସନ ବ୍ୟାଙ୍କ୍ ମିଶିଯିବେ। ଇଣ୍ଡିଆନ୍ ବ୍ୟାଙ୍କ୍ ସହ ମିଶିଯିବ ଆହ୍ଲାବାଦ ବ୍ୟାଙ୍କ୍।
ଅପରାହ୍ନ ୪ଟା ବେଳର ମୁଖ୍ୟଖବର
ଦିନ ୩ଟା ବେଳର ମୁଖ୍ୟଖବର
ପୁଣି ରିମାଣ୍ଡରେ ଗଲେ ଚିଦାମ୍ବରମ୍, ସେପ୍ଟେମ୍ବର ୨ ପର୍ଯ୍ୟନ୍ତ ରିମାଣ୍ଡରେ ନେବାକୁ ସିବିଆଇକୁ କୋର୍ଟର ଅନୁମତି
ଭୁବନେଶ୍ୱର: ରାସ୍ତାରେ ନାବାଳିକାକୁ ଅସଦାଚରଣ କରିଥିବା ଯୌନ ପୀପାସୁ ଚିହ୍ନଟ ହୋଇଥିବା କହିଲେ ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ
ହେବ ଓସିଏ ନିର୍ବାଚନ
ରାତି ୯ଟା ବେଳର ମୁଖ୍ୟଖବର
ମାନ୍ଦାବସ୍ଥା ଯୋଗୁ ରାଜ୍ୟ ସରକାରଙ୍କୁ ରାଜସ୍ୱ ଚିନ୍ତା ଘାରିଲାଣି
ରହସ୍ୟମୟ ଏମାର୍ ମଠର ୬ ଗୁପ୍ତ କୋଠରୀ
ବାହୁଡ଼ିବେ ଜଗା କାଳିଆ
ରାତି ୮ଟା ବେଳର ମୁଖ୍ୟଖବର
ଧୋକା ଦେଲା ପ୍ରେମିକ; ଘର ଦୂଆର ଆଗରେ ଧାରଣା ଦେଲେ ପ୍ରେମିକା
ସନ୍ଧ୍ୟା ୭ଟା ବେଳର ମୁଖ୍ୟଖବର
ପ୍ରମୋଦଙ୍କୁ ଅର୍ଜୁନ ପୁରସ୍କାର
ଅପରାହ୍ନ ୫ଟା ବେଳର ମୁଖ୍ୟଖବର
ଦିନ ୩ଟା ବେଳର ମୁଖ୍ୟ ଖବର
ଅପରାହ୍ନ ୪ଟା ବେଳର ମୁଖ୍ୟଖବର
ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ୍: ଧୋନି ବାଦ୍ ଭୁବନେଶ୍ୱରଙ୍କ ସ୍ଥାନରେ ହାର୍ଦ୍ଦିକ ଖେଳିବେ
ସିବିଆଇ ହେପାଜତରେ ରହିବାକୁ ଚାହୁଁଛନ୍ତି ଚିଦାମ୍ବରମ୍
ଭୁବନେଶ୍ୱର: ଆଚାର୍ଯ୍ୟବିହାର ଓ ବାଣୀବିହାର ଛକରେ ଭିଡ଼ ନିୟନ୍ତ୍ରଣ ନେଇ ବସ୍ ମାଲିକ ଓ ଆର୍ଟିଓ ଙ୍କ ମଧ୍ୟରେ ଆଲୋଚନା; ଟ୍ରାଫିକଠାରୁ ୨ ଶହ ମିଟର ଦୂରରେ ବସ୍ ରଖିବାକୁ ନିଷ୍ପତ୍ତି, ବସ୍ରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ନ ଥିଲେ ବାତିଲ ହେବ ପରମିଟ୍
ଜାତୀୟ ମାନ୍ୟତା ହରାଇପାରନ୍ତି ଏହି ୩ ଦଳ
କ୍ରୀଡ଼ା ଜଗତର ବିଭିନ୍ନ ପୁରସ୍କାର ପ୍ରଦାନ ଆଜି; ଅର୍ଜୁନ ପୁରସ୍କାର ପାଇବେ ଓଡ଼ିଆ ଖେଳାଳି ପ୍ରମୋଦ ଭଗତ
ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ନେଇ ପୁନଃ କମିଟି ଗଠନ କଲେ ରାଜ୍ୟ ସରକାର: ଏଥିରେ ଉନ୍ନୟନ କମିଶନର ଅଧ୍ୟକ୍ଷ ଓ ଗୃହ ବିଭାଗ ସ୍ୱତନ୍ତ୍ର ସଚିବ ଆବାହକ ନିଯୁକ୍ତ; କମିଟିରେ ଗୃହ, ଅର୍ଥ, ରାଜସ୍ୱ, ଆଇନ ବିଭାଗ ପ୍ରମୁଖ ସଚିବ ସଦସ୍ୟ ରହିବେ; ସ୍ଥାୟୀ ବେଞ୍ଚ ଦାବି ନେଇ କମିଟି ବିଭିନ୍ନ ଦିଗ ଉପରେ ତର୍ଜମା କରିବ
First
Prev
1149
1150
1151
1152
1153
1154
1155
1156
1157
1158
1159
Next
Last
© 2022 - Odisha Television Limited. All Rights Reserved.