ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
City
Latest
ନାରାୟଣପୁର: ଛତିଶଗଡ଼ ନାରାୟଣପୁର ଜିଲ୍ଲା ବସ୍ତରର କଡେନାର୍ କ୍ୟାମ୍ପରେ ITBP ଯବାନଙ୍କ ମଧ୍ୟରେ ଭୟଙ୍କର ମାର୍ପିଟ୍, ୬ ଯବାନଙ୍କ ମୃତ୍ୟୁ, ୨ ଆହତ, ଜିଲ୍ଲା ଏସ୍ପି ମୋହିତ ଗର୍ଗଙ୍କ ସୂଚନା
କଟକ: ଛତ୍ରବଜାରରେ ଆଜି ପିଆଜ ଦର ୧୨୦ ଛୁଇଁଲା; ଆନ୍ଧ୍ର ଓ ନାସିକରୁ ଆସିଥିବା ପିଆଜ ୧୨୦ ଟଙ୍କାରେ ବିକ୍ରି ଆରମ୍ଭ ହେଲା; ଗତକାଲି ଛତ୍ରବଜାରରେ ପିଆଜ ଦର ଥିଲା ୧୦୦ ଟଙ୍କା
ସକାଳ ୯ଟା ବେଳର ମୁଖ୍ୟଖବର
ରାଉରକେଲା: ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଘଣ୍ଟାଏ ହେଲା ଅଟକି ରହିଛି ଟ୍ରେନ୍; ରାଉରକେଲା ଷ୍ଟେସନରେ ଅଟକିଛି ହାଓ୍ୱଡ଼ା-ଅହମ୍ମଦାବାଦ ସୁପରଫାଷ୍ଟ ଏକ୍ସପ୍ରେସ୍; ଟ୍ରେନ୍ର S-4 ବଗିରେ କିଛି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଅଟକି ଥିବା ସୂଚନା
ପୁରୀ: ମହାପ୍ରଭୁଙ୍କ ବନକଲାଗି ନୀତି ପାଇଁ ଆଜି ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ୪ ଘଣ୍ଟା ବନ୍ଦ ରହିବ; ଅପରାହ୍ନ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ବନ୍ଦ ରହିବ ସାଧାରଣ ଦର୍ଶନ ; ଦ୍ୱିପ୍ରହର ଧୂପ ସରିବା ପରେ ବନକଲାଗି ନୀତି ଆରମ୍ଭ ହେବ
ପଟ୍ଟାମୁଣ୍ଡାଇ: ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ, ୭ ବଖରା ପାଉଁଶ; ରାଜନଗର ଖଡ଼ଇାମାଳ ଗାଁରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଭସ୍ମ; ଅଗ୍ନିଶମ ବାହିନୀ ଦ୍ୱାରା ନିଆଁ ଆୟତ୍ତ, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ
ସକାଳ ୭ଟା ବେଳର ମୁଖ୍ୟଖବର
ଦିନ ୨ଟା ବେଳର ମୁଖ୍ୟଖବର
ବାରିପଦା: ବାଲେଶ୍ୱରରୁ ବାଙ୍ଗିରିପୋଷି ଯାଉଥିବା DMU ଟ୍ରେନ୍ର ଇଞ୍ଜିନ ପଛ ବଗିରୁ ବାହାରିଲା ଧୂଆଁ; ଅଗ୍ନିଶମ ବାହିନୀ ପହଞ୍ଚି ପରିସ୍ଥିତି ଆୟତ୍ତ କଲା, ସବୁ ଯାତ୍ରୀ ସୁରକ୍ଷିତ
ଶ୍ରୀମନ୍ଦିର ସୁରକ୍ଷା ପାଇଁ ସ୍ୱେଚ୍ଛାକୃତ ଜମି ପ୍ରଦାନ ସମୟସୀମାକୁ ଆଉ ସପ୍ତାହେ ପର୍ଯ୍ୟନ୍ତ ବୃଦ୍ଧି କଲେ ରାଜ୍ୟ ସରକାର: ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ସମୟସୀମା ବୃଦ୍ଧି
ପୁରୀ ଗଣଦୁଷ୍କର୍ମ ମାମଲାରେ ଜିଲ୍ଲା ଏସ୍ପିଙ୍କ କାର୍ଯ୍ୟାଳୟ ଆଗରେ ପୁରୀ ମହିଳା ବିଜେପି ପକ୍ଷରୁ ଆନ୍ଦୋଳନ, ଅଭିଯୁକ୍ତଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବାକୁ ଦାବି କଲେ ପୁରୀ ବିଧାୟକ, ୨୦ ଦିନ ମଧ୍ୟରେ ଚାର୍ଜସିଟ୍ ନହେଲେ ଆନ୍ଦୋଳନ ବ୍ୟାପକ ହେବ କହିଲେ
ଦିନ ୧ଟା ବେଳର ମୁଖ୍ୟଖବର
ବିପୁୟୁଟିର ଅନେକ କୋଠା ଏବେ ଭୂତ କୋଠି
କୋରାପୁଟ: କୁନ୍ଦୁଲି ଦୁଷ୍କର୍ମ ଓ ଆତ୍ମହତ୍ୟା ଘଟଣାରେ SIT ତଦନ୍ତ ଆରମ୍ଭ; ପୀଡ଼ିତାଙ୍କ ଗାଁକୁ ଯାଇ ତଦନ୍ତ କଲା ୩ ଜଣିଆ SIT ଟିମ୍, ଦୁଷ୍କର୍ମ ସ୍ଥାନ ବୁଲି ଦେଖିଲା
ଢେଙ୍କାନାଳ ମେଡିକାଲ ପରିସରରେ କାର୍ ଭିତରେ ଦେଢ଼ ବର୍ଷର ଶିଶୁ କନ୍ୟାକୁ ଲକ୍ କରି ଚାଲିଗଲେ ବାପା-ମାଆ: ମୁମୂର୍ଷୁ ଅବସ୍ଥାରେ ଶିଶୁ କନ୍ୟାକୁ ଉଦ୍ଧାର କଲେ ଲୋକେ
୨୦ ଖଣିର ନିଲାମ ବାତିଲ ପ୍ରସଙ୍ଗ: ଖଣି ନିର୍ଦ୍ଦେଶକ ଦୀପକ ମହାନ୍ତି କହିଲେ- ଟେକ୍ନିକାଲ ବିଡ୍ ସମୟରେ ତ୍ରୁଟି ଦେଖା ଦେବାରୁ ବାତିଲ କରାଗଲା; ମୂଳ ଓ ସବସିଡିଆରୀ କମ୍ପାନୀ ନାଁରେ ଟେଣ୍ଡର ଆବେଦନ କରିଥିଲେ, ଗୋଟିଏ କମ୍ପାନୀ ମୂଳ ଓ ସବସିଡିଆରୀ ନାଁରେ ଆବେଦନ କରିପାରିବେନି
ଆତ୍ମହତ୍ୟା କରିଥିବା ରାଇରଙ୍ଗପୁର କଲେଜ ଅଧ୍ୟାପିକାଙ୍କ ପରିବାରକୁ ଭେଟିଲେ ମହିଳା କମିଶନ ଅଧ୍ୟକ୍ଷା ମିନତି ବେହେରା, କହିଲେ ତଦନ୍ତ ଚାଲିଛି, ଦୋଷୀକୁ ଛଡ଼ାଯିବନି
ଘାରିଲା ପିଆଜ ଚିନ୍ତା; ସ୍ଥିତି ସୁଧାରିବାକୁ ପ୍ରୟାସ କରୁଛନ୍ତି ସରକାର
ଦିନ ୧୧ଟା ବେଳର ମୁଖ୍ୟଖବର
ପ୍ରିୟଙ୍କା ଚୋପ୍ରା ଜିନ୍ଦାବାଦ ନାରା ଲଗାଇଲେ କଂଗ୍ରେସ କର୍ମୀ
ଦିନ ୧୦ଟା ବେଳର ମୁଖ୍ୟଖବର
ବିଶ୍ୱ ଦିବ୍ୟାଙ୍ଗ ଦିବସ ଆଜି
ସକାଳ ୯ଟା ବେଳର ମୁଖ୍ୟଖବର
ପୁରୀ ଗଣଦୁଷ୍କର୍ମ ଘଟଣାରେ ବର୍ଷିଲେ ବିରୋଧୀଦଳ ନେତା ପ୍ରଦୀପ୍ତ ନାୟକ: କହିଲେ- ପୁରୀ ଗଣଦୁଷ୍କର୍ମରେ ଖୋଦ୍ ପୁଲିସ ଥିବାରୁ ଏହାର ତଦନ୍ତ ଠିକ୍ରେ ହେବନି, କ୍ରାଇମବ୍ରାଞ୍ଚ ମଧ୍ୟ ସଠିକ୍ ତଦନ୍ତ କରିପାରିବନି, ତେଣୁ CBI ତଦନ୍ତ ହେଉ
ସକାଳ ୮ଟା ବେଳର ମୁଖ୍ୟଖବର
First
Prev
1107
1108
1109
1110
1111
1112
1113
1114
1115
1116
1117
Next
Last
© 2022 - Odisha Television Limited. All Rights Reserved.