ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
City
Latest
କରୋନାର ଲକ୍ଷଣ ଏମିତି: ସଚେତନ ହେଲେ ପାଖ ମାଡ଼ିବନି ଭାଇରସ୍
ହାତ ଧୋଇବା ଭିଡିଓ ଶେୟାର କରି ଟ୍ରୋଲ୍ ହେଲେ ନୁସରତ୍ ଜାହାନ୍
କରୋନା ସତର୍କତା: ସରକାରୀ କର୍ମଚାରୀଙ୍କ ଉପରେ କଟକଣା, ୨୦ରୁ ମାର୍ଚ୍ଚ ୩୧ ଯାଏ ଗ୍ରୁପ ସି ଓ ଡି କର୍ମଚାରୀ ଅଫିସ ଆସିବେନି; ଗ୍ରୁପ୍ ଏ ଓ ବି କର୍ମଚାରୀ ପୂର୍ବପରି ଅଫିସ ଆସିବେ, ଜିଲ୍ଲା ସ୍ତରରେ କେଉଁ କର୍ମଚାରୀ ଆସିବେ ଜିଲ୍ଲାପାଳ ନିଷ୍ପତ୍ତି କରିବେ
କରୋନାରେ ଭାରତରେ ଆଉ ଜଣଙ୍କ ମୃତ୍ୟୁ, ମୃତକ ହେଲେ ପଞ୍ଜାବର ୭୦ ବର୍ଷୀୟ ବୃଦ୍ଧ; ଦେଶରେ କରୋନା ଆକ୍ରାନ୍ତରେ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି
କରୋନା ନେଇ ମୁଖପାତ୍ର ସୁବ୍ରତୋ ବାଗଚୀ କହିଲେ- ପୋଷା ଜନ୍ତୁଙ୍କୁ ଘରୁ ବାହାର କରନ୍ତୁନି, ପଶୁପକ୍ଷୀଙ୍କ ଦ୍ୱାରା କରୋନା ବ୍ୟାପେନି, ସେମାନଙ୍କୁ ବିଦା କରନ୍ତୁନି; କୁକୁଡ଼ା ଓ ଅଣ୍ଡା ଖାଇବାରେ କିଛି ବାରଣ ନାହିଁ
ରୋଷେଇ ଘରେ ଥିବା ଏହି ଜିନିଷ ଖୁବ୍ ଦରକାରୀ: ବନ୍ଦ କରିଦେବ ମାଢ଼ିରୁ ରକ୍ତସ୍ରାବ
ବିଦେଶ ଫେରନ୍ତାଙ୍କ ପଞ୍ଜୀକରଣ ନେଇ କ୍ରିଷନ କୁମାର କହିଲେ- ଏଯାବତ ୨୬୨୬ ଜଣ ବିଦେଶାଗତ ରେଜିଷ୍ଟ୍ରି କରିଛନ୍ତି, ୧୦୦ରୁ ଅଧିକ ଦେଶରୁ ସମସ୍ତ ୩୦ ଜିଲ୍ଲାକୁ ଲୋକ ଆସିଛନ୍ତି
କରୋନା ନେଇ ମୁଖପାତ୍ର ସୁବ୍ରତୋ ବାଗଚୀ କହିଲେ- ସାମାଜିକ ସଶକ୍ତୀକରଣ ବିଭାଗ ପକ୍ଷରୁ ବୃଦ୍ଧ, ବୃଦ୍ଧା ଓ ଭିନ୍ନକ୍ଷମଙ୍କୁ ୪ ମାସର ଆଗୁଆ ଭତ୍ତା ପ୍ରଦାନ କରାଯାଇଛି
କରୋନା ନେଇ ମୁଖପାତ୍ର ସୁବ୍ରତୋ ବାଗଚୀ କହିଲେ- କରୋନା ପାଇଁ ମ୍ୟାଟ୍ରିକ ଖାତା ଦେଖା ସ୍ଥଗିତ ରହିଲା
ସୁବ୍ରତୋ ବାଗଚୀ କହିଲେ- କାଲିଠାରୁ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶ ବନ୍ଦ ସହିତ ରାଜ୍ୟର ସମସ୍ତ ଧର୍ମୀୟ ଅନୁଷ୍ଠାନରେ ଦର୍ଶନ ବନ୍ଦ; କୌଣସି ମନ୍ଦିର, ମସଜିଦ, ଗୀର୍ଜାକୁ ଯାଇ ପାରିବେନି ଦର୍ଶନାର୍ଥୀ; ତେବେ ଧର୍ମୀୟ ଅନୁଷ୍ଠାନର ସମସ୍ତ ନୀତିକାନ୍ତି ଚାଲୁ ରହିବ
ଭାରତରେ କରୋନା ନେଲା ଆଉ ଏକ ମୁଣ୍ଡ
କରୋନାକୁ ନେଇ ଯୋଗୀଙ୍କ ମଠରେ ଶାନ୍ତି ଯଜ୍ଞ
କାଲିଠାରୁ ୩୧ ତାରିଖ ମଧ୍ୟରେ ହେବାକୁ CBSE ର ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ସ୍ଥଗିତ, କରୋନା ସତର୍କତା ପାଇଁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ପରେ CBSEର ପଦକ୍ଷେପ; ୧୯ରୁ ୩୧ ମଧ୍ୟରେ ହେବାକୁ ଥିବା ପରୀକ୍ଷାର ତାରିଖ ପରେ ଘୋଷଣା ହେବ
ରାତି ୯ଟା ବେଳର ମୁଖ୍ୟଖବର
କରୋନା ପାଇଁ କେତେ ସଚେତନ ଅଛି ରାଜଧାନୀ
ସନ୍ଧ୍ୟା ୭ଟା ବେଳର ମୁଖ୍ୟଖବର
ଭାରତରେ ପୁଣି ୫ କରୋନା ରୋଗୀ: ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଏତିକି ହେଲା
କରୋନା ସତର୍କତା: ରାଜଧାନୀରେ ଜିଞ୍ଜର, ଏମ୍ପାୟର୍ସ ଓ ହୋଟେଲ କଳିଙ୍ଗ ଅଶୋକରେ କ୍ୱାରେଣ୍ଟାଇନ୍ ବ୍ୟବସ୍ଥା; ଏଥିପାଇଁ ଦୈନିକ ଦେବାକୁ ପଡ଼ିବ ୨୫୦୦ ଟଙ୍କା; ହୋଟେଲରେ ରହିବ ଜଳଖିଆ, ମଧ୍ୟାହ୍ନ ଓ ରାତ୍ରୀ ଭୋଜନ ବ୍ୟବସ୍ଥା; ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା
କରୋନା ସତର୍କତା: ଜେଲ୍ରେ ସ୍ୱତନ୍ତ୍ର ବ୍ୟବସ୍ଥା ପାଇଁ ଜେଲ୍ ବିଭାଗର ନିର୍ଦ୍ଦେଶ: ଜିଲ୍ଲା ମୁଖ୍ୟ ଜେଲ୍ରେ ଇ-ସାକ୍ଷାତ ପାଇଁ ଜେଲ ବିଭାଗ ଡିଜିଙ୍କ ନିର୍ଦ୍ଦେଶ, ଓକିଲ କିମ୍ବା ଅନ୍ୟମାନଙ୍କ ସହ କଏଦୀଙ୍କ ସାକ୍ଷାତକୁ ରଦ୍ଦ କରିବାକୁ ନିର୍ଦ୍ଦେଶ
କରୋନାରେ ଭାରତ ସମେତ ସାରା ବିଶ୍ୱର ସ୍ଥିତି ଏବେ ଏମିତି
କରୋନା ପାଇଁ OPSCର ବଡ଼ ନିଷ୍ପତ୍ତି: ପରବର୍ତ୍ତୀ ନିର୍ଦ୍ଦେଶନାମା ଆସିବା ପର୍ଯ୍ୟନ୍ତ ସମସ୍ତ ପରୀକ୍ଷା ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଲା ଓପିଏସସି
କରୋନା ସଂପର୍କରେ ମୁଖପାତ୍ର ସୁବ୍ରତ ବାଗଚୀ କହିଲେ- ଆଜି ଦିନ ୨ଟା ସୁଦ୍ଧା ୨୧୩୧ ଜଣ ବିଦେଶାଗତ ରେଜିଷ୍ଟ୍ରି କରିଛନ୍ତି, ଆସିଥିବା ୨୧୩୧ ଲୋକ ୮୦ଟି ଦେଶରୁ ଫେରିଛନ୍ତି; ଆସିଥିବା ଲୋକଙ୍କ ମଧ୍ୟରୁ ସର୍ବାଧିକ ୨୦% ୟୁଏଇରୁ ଆସିଛନ୍ତି, ସର୍ବାଧିକ ଖୋର୍ଦ୍ଧା ଓ ଦ୍ୱିତୀୟରେ କଟକ ଜିଲ୍ଲାକୁ ଲୋକ ଆସିଛନ୍ତି
କରୋନା ସଂପର୍କରେ ମୁଖପାତ୍ର ସୁବ୍ରତ ବାଗଚୀ କହିଲେ- ଏଯାବତ ରାଜ୍ୟରେ ମୋଟ ୪୭ଟି ସାମ୍ପଲ ଟେଷ୍ଟ କରାଯାଇଛି, ୪୭ରୁ ୪୬ ନେଗେଟିଭ ଓ ଜଣେ ମାତ୍ର ପଜିଟିଭ; ଆକ୍ରାନ୍ତ ବ୍ୟକ୍ତି ଚିକିତ୍ସାଧିନ ଅଛନ୍ତି, ତାଙ୍କ ଅବସ୍ଥା ଭଲ ଅଛି; ଗତକାଲି ୧୨ଟି ସାମ୍ପଲ ଆସିଥିଲା, ସମସ୍ତ ୧୨ ନେଗେଟିଭ ଅଛି
ବିଜେଡିର ୪ ପ୍ରାର୍ଥୀ ରାଜ୍ୟସଭାକୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ: ସୁବାସ ସିଂ, ମୁନା ଖାଁ, ସୁଜିତ କୁମାର ଓ ମମତା ମହାନ୍ତ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ; ପ୍ରାର୍ଥିପତ୍ର ପ୍ରତ୍ୟାହାର ଅବଧି ପରେ ଘୋଷଣା କଲେ ରିଟର୍ଣ୍ଣିଂ ଅଫିସର
କରୋନା ଭାଇରସ୍ ସଂକ୍ରମଣରୁ ମୋବାଇଲ୍କୁ ରକ୍ଷ କରନ୍ତୁ, ନିଜେ ସୁରକ୍ଷିତ ରୁହନ୍ତୁ
First
Prev
1067
1068
1069
1070
1071
1072
1073
1074
1075
1076
1077
Next
Last
© 2022 - Odisha Television Limited. All Rights Reserved.