ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
City
Latest
କଟକ, ଖୋର୍ଦ୍ଧା, ଯାଜପୁର ଓ ରାଉରକେଲା ମହାନଗର ନଗମ ଅଞ୍ଚଳରେ ସକାଳ ୬ଟାରୁ ଦିନ ୧ଟା ପର୍ଯ୍ୟନ୍ତ ପରିବା, ଗ୍ରୋସରୀ, କ୍ଷୀର ସମେତ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ: ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ
ଗଞ୍ଜାମ, କଟକ, ଖୋର୍ଦ୍ଧା, ଯାଜପୁର ଓ ରାଉରକେଲା ମହାନଗର ନଗମ ଅଞ୍ଚଳକୁ ଆସନ୍ତାକାଲି ରାତି ୯ଟାରୁ ୩୧ ତାରିଖ ମଧ୍ୟ ରାତ୍ରୀ ପର୍ଯ୍ୟନ୍ତ ପୂରା ଲକ୍ଡାଉନ୍ ଘୋଷଣା କଲେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ
ସୁଶାନ୍ତଙ୍କ ମୃତ୍ୟୁ ଘଟଣାରେ ସିବିଆଇ ତଦନ୍ତ ଦାବି କଲେ ରିୟା ଚକ୍ରବର୍ତ୍ତୀ
ଆରୋଗ୍ୟ ହେଲେ ଆଉ ୪୦୧ କରୋନା ଆକ୍ରାନ୍ତ, ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୧୦୮୭୭ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି
ଉଦ୍ଧାର ହେଲେ ଅପହୃତ ବିଜେପି ନେତା
ସମାନ ଟାଇଟଲ କାଳ ହେଲା : ଫସିଗଲେ କରଣ କୁନ୍ଦ୍ରା
ବିଶ୍ୱର ସବୁଠୁ ଶସ୍ତା କରୋନା ଟେଷ୍ଟ କିଟ୍ ତିଆରି କଲେ ଦିଲ୍ଲୀ ଆଇଆଇଟି ଛାତ୍ର
ସୁନିତା ଯାଦବ କହିଲେ, ମୋତେ କେହି ଡରାଇ ପାରିବେ ନାହିଁ, ମୁଁ କାହା ବାପାକୁ ଡରିନି
କରୋନାରୁ ସୁସ୍ଥ ହେଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ, ପଜିଟିଭ ଚିହ୍ନଟ ହେବା ପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ
ଘରୋଇ ଲ୍ୟାବ୍ରେ ଆଣ୍ଟିଜେନ୍ ଟେଷ୍ଟ ପାଇଁ ଦର ଧାର୍ଯ୍ୟ, ଆଣ୍ଟିଜେନ୍ ଟେଷ୍ଟ ପାଇଁ ୪୫୦ ଟଙ୍କା ଧାର୍ଯ୍ୟ କଲେ ରାଜ୍ୟ ସରକାର; ICMR ପ୍ରୋଟୋକଲ୍ ମାନି ଟେଷ୍ଟ କରିପାରିବେ ଘରୋଇ ଲ୍ୟାବ୍
କରୋନା ଟେଷ୍ଟ ପାଇଁ କିଟ୍ ବାହାର କଲା ଦିଲ୍ଲୀ IIT; RT-PCR ଯୁକ୍ତ ଟେଷ୍ଟ କିଟ୍ ମୂଲ୍ୟ ରହିଛି ମାତ୍ର ୩୯୯ ଟଙ୍କା, ପ୍ରାଧିକୃତ ଟେଷ୍ଟିଂ ଲ୍ୟାବ୍ରେ ଏହି କିଟ୍ ବ୍ୟବହାର କରାଯାଇପାରିବ
ଉପମୁଖ୍ୟମନ୍ତ୍ରୀ ପଦରୁ ବିଦା ହେବା ପରେ କ'ଣ ହେବ ସଚିନ୍ ପାଇଲଟ୍ଙ୍କ ପରବର୍ତ୍ତୀ ପଦକ୍ଷେପ?
ଛତ୍ରପୁର ସବ୍ଡିଭିଜନର ୭ଟି NACକୁ ସଟ୍ଡାଉନ୍ ଘୋଷଣା, କାଲିଠାରୁ ୨୧ ପର୍ଯ୍ୟନ୍ତ ସଟ୍ଡାଉନ ଘୋଷଣା କଲେ ଉପଜିଲ୍ଲାପାଳ
ରାଜ୍ୟରେ ଉଦଘାଟନ ହେଲା ପ୍ଲାଜମା ଥେରାପି, କଟକ SCB ମେଡିକାଲରେ ଉଦଘାଟନ ହେଲା ପ୍ଲାଜମା ଥେରାପି ଚିକିତ୍ସା, ଭିଡିଓ କନଫରେନ୍ସିଂରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
ଆଜି ରାଜ୍ୟରେ ଆଉ ୬୧୨ କରୋନା ଆକ୍ରାନ୍ତ ସୁସ୍ଥ, ଗଂଜାମ ଜିଲ୍ଲାରୁ ସର୍ବାଧିକ ୨୭୦ କରୋନା ଆକ୍ରାନ୍ତ ସୁସ୍ଥ ହେଲେ, ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୧୦,୪୭୬ରେ ପହଞ୍ଚିଲା
ଭଦ୍ରକ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଆରମ୍ଭ ହେଲା ରାପିଡ ଆଣ୍ଟିଜେନ ଟେଷ୍ଟ; ଏଥିରେ ଜ୍ୱର ଓ ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ଗୁରୁତ୍ୱ ଦିଆଯିବ, ଘଣ୍ଟାଏ ଭିତରେ ଟେଷ୍ଟ ରିପୋର୍ଟ ମିଳିବ
ପୁରୀ: କରୋନାରୁ ରକ୍ଷା ପାଇଁ ସେବାୟତଙ୍କୁ ଦିଆଯିବ ହୋମିଓପ୍ୟାଥି, ୧୭ ଓ ୧୮ରେ ନୀଳାଦ୍ରି ଭକ୍ତନିବାସରେ ଔଷଧ ବଣ୍ଟନ ଶିବିର ହେବ; ସବୁ ନିଯୋଗ ସହ ଶ୍ରୀମନ୍ଦିର କର୍ମଚାରୀଙ୍କୁ ମଧ୍ୟ ଔଷଧ ଦିଆଯିବ
ଭୁବନେଶ୍ୱର ମହାନଗର ଅଞ୍ଚଳରେ ଆଉ ୯୦ କରୋନା ଆକ୍ରାନ୍ତ ଚିହ୍ନଟ, ୯୦ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୬୩, ଲୋକାଲ କଣ୍ଟାକ୍ଟ-୨୭, ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୫୯କୁ ବୃଦ୍ଧି, ୩୮୫ ସୁସ୍ଥ, ୧୧ ମୃତ, ୪୬୨ ଆକ୍ରାନ୍ତ ଏବେ ଚିକିତ୍ସାଧୀନ
ରାତି ୯ଟାରେ ମୁଖ୍ୟଖବର
ସନ୍ଧ୍ୟା ୭ଟା ବେଳର ମୁଖ୍ୟଖବର
ଗଞ୍ଜାମ ଜିଲ୍ଲାରେ କୋଭିଡ୍ ପରିଚାଳନା ଉପରେ ସରକାରଙ୍କ ଗୁରୁତ୍ୱ, କୋଭିଡ୍ ପରିଚାଳନା ଲାଗି ବାହାର ଜିଲ୍ଲାର ୫ ଅଧିକାରୀଙ୍କୁ ଗଞ୍ଜାମ ପଠାଗଲା, ୪ ଜଣ ଉପଜିଲ୍ଲାପାଳ ଓ ଜଣେ ତହସିଲଦାରଙ୍କୁ ଗଞ୍ଜାମ ପଠାଗଲା
ଗଞ୍ଜାମ ଜିଲ୍ଲାରେ କୋଭିଡ୍ ପରିଚାଳନା ପାଇଁ ଆଉ ୧୦୦ ଡାକ୍ତର ନିଯୁକ୍ତ, ୧୦୦ ଜଣ AMO ଓ HMOଙ୍କୁ ଗଞ୍ଜାମ ପଠାଗଲା, ୧୬ ତାରିଖ ସୁଦ୍ଧା କାର୍ଯ୍ୟରେ ଯୋଗଦେବା ଲାଗି ଡାକ୍ତରମାନଙ୍କୁ ନିର୍ଦ୍ଦେଶ
୯ ଲକ୍ଷ ପାର ହେଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା
ମନ୍ତ୍ରୀଙ୍କ ପୁଅଙ୍କୁ ଆଇନ୍ର ପାଠ ପଢ଼ାଇଥିବା ସୁନିତା ଯାଦବ ପୁଣି ଚର୍ଚ୍ଚାରେ
ଓଡ଼ିଶାକୁ କେବେ ଆସିବ କରୋନାର ତୃତୀୟ ଲହର?
First
Prev
1007
1008
1009
1010
1011
1012
1013
1014
1015
1016
1017
Next
Last
© 2022 - Odisha Television Limited. All Rights Reserved.