ଭୁବନେଶ୍ୱର: ଆଜି ରାଜ୍ୟରୁ ଆଉ ୪୦୪୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୧ ଲକ୍ଷ ୯୪ ହଜାର ୧୨୮କୁ ବୃଦ୍ଧି ପାଇଛି। ଏ ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।
କେଉଁ ଜିଲ୍ଲାରୁ କେତେ:-
ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୮୩, କଟକ- ୪୬୬, ଷ୍ଟେଟ୍ ପୁଲ୍- ୩୧୩, ପୁରୀ- ୧୯୫, ଯାଜପୁର-୧୭୬, ଅନୁଗୁଳ- ୧୬୭, କନ୍ଧମାଳ- ୧୪୬, କେନ୍ଦ୍ରାପଡ଼ା- ୧୪୨, ନବରଙ୍ଗପୁର- ୧୩୩
https://twitter.com/HFWOdisha/status/1312045045210521600?s=20
ଭଦ୍ରକ- ୧୧୮, ବାଲେଶ୍ୱର- ୧୧୫, ସମ୍ବଲପୁର- ୧୧୧, ମୟୂରଭଞ୍ଜ- ୧୦୮, କେନ୍ଦୁଝର- ୧୦୭, ବରଗଡ଼- ୧୦୬, ନୂଆପଡ଼ା- ୧୦୧, ରାୟଗଡ଼ା- ୯୯, ସୁନ୍ଦରଗଡ଼- ୯୮, ଝାରସୁଗୁଡ଼ା- ୮୧, କୋରାପୁଟ- ୬୪, ସୁବର୍ଣ୍ଣପୁର- ୬୧, କଳାହାଣ୍ଡି- ୫୩, ମାଲକାନଗିରି- ୪୮, ନୟାଗଡ଼- ୪୬, ବଲାଙ୍ଗିର- ୪୫, ଗଞ୍ଜାମ- ୩୯, ବୌଦ୍ଧ- ୩୫, ଢେଙ୍କାନାଳ- ୩୩, ଦେବଗଡ଼ରୁ ୧୬, ଗଜପତିରୁ ୧୩ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।