ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ଅଞ୍ଚଳରୁ ଆଜି ୩୧୯ ପଜିଟିଭ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୯୨, ଲୋକାଲ କଣ୍ଟାକ୍ଟ କେସ୍- ୨୨୭ ରହିଛି। ଆଜି ଆଉ ୩୧୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
କେଉଁ ଅଞ୍ଚଳରୁ କେତେ:-
ରସୁଲଗଡ଼-୧୬, ପଟିଆ- ୧୩, ଚନ୍ଦ୍ରଶେଖରପୁର ଅଞ୍ଚଳରୁ ୧୦, ୟୁନିଟ-୬ ଅଞ୍ଚଳରୁ ୧୦, ଡୁମୁଡୁମା ଓ ମଞ୍ଚେଶ୍ୱରରୁ ୮ ଲେଖାଏଁ ଚିହ୍ନଟ ରହିଛି।
https://twitter.com/bmcbbsr/status/1313060926187171840?s=20
ଓଲ୍ଡ୍ ଟାଉନ ଓ ବରମୁଣ୍ଡାରୁ ୮ ଲେଖାଏଁ, ପାତ୍ରପଡ଼ାରୁ ୬, ବିଜେବି ନଗର, ୟୁନିଟ-୬ ଅଞ୍ଚଳରୁ ୮ ଲେଖାଏଁ, ରସୁଲଗଡ଼ରୁ ୬ ଚିହ୍ନଟ ହୋଇଛନ୍ତି।