ସଂକ୍ଷେପରେ ଆଜିର ତାଜା ଖବର - Monday, 20 December 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ତହସିଲ ଅଫିସରେ ମହିଳାଙ୍କ ଚରମ ନିଷ୍ପତ୍ତି, ଢାଳି ହୋଇଗଲେ କିରାସିନି

ଦିନ ଦ୍ୱିପହରେ ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ କାର୍ଯ୍ୟାଳୟରେ ଦେଖିବାକୁ ମିଳିଥିଲା ଏଭଳି ଅଭାବନୀୟ ଦୃଶ୍ୟ । ନିଜର ଏକ ଚକ ଜମି ବିକ୍ରି ଅନୁମତି ପାଇଁ ୩ ମାସ ହେଲା ବାର ଦୁଆର ଦୌଡୁଛନ୍ତି ସ୍ଥାନୀୟ ନେଉଳପୁର ଗାଁର ଅନିମା ରାଉତ । More

୨୫ ବର୍ଷ ଧରି ଜଙ୍ଗଲରେ ଜୀବନ ବିତାଉଛନ୍ତି ଶତାୟୁ

୬୦ ବର୍ଷ ପୂର୍ବେ ପ୍ରତିମା ଭାଲୁଡୁଙ୍ଗରି ଗାଁରେ ବାହାହୋଇ ଘର ସଂସାର କରିଥିଲେ। ପ୍ରତିମା ଜଣେ ଭକ୍ତି ପରାୟାଣ ଲୋକ ହୋଇଥିବାରୁ ଭଗବାନଙ୍କ ଠାରେ ବହୁ ବିଶ୍ୱାସ ରଖୁଥୁଲେ। More

ଯିଏ ଭଲ କରୁଛି ତା ଘର ଆଗରେ ପୋଷ୍ଟର ମାରୁଛି BMC !

ସ୍ୱଚ୍ଛତା ଅଭିଯାନ ପାଇଁ ବିଏମ୍‌ସି ପକ୍ଷରୁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ପ୍ରତି ଟିମ୍‌ରେ ସଫେଇ କର୍ମଚାରୀ, ସ୍ୱଚ୍ଛ ସାଥୀ ଏବଂ ସୁପରଭାଇଜର ରହିଥିବା ବେଳେ ଖୋଦ୍ ଡେପୁଟୀ କମିଶନର ମଧ୍ୟ ଗ୍ରାଉଣ୍ଡକୁ ଯାଇ ସ୍ଥିତି ତଦାରଖ କରୁଛନ୍ତି । More

କୋର୍ଟଙ୍କ ରାୟ ପରେ କାନ୍ଦି ପକାଇଲେ ତପସ୍ୱିନୀ। ଗେଟ୍‌ ଭାଙ୍ଗି ସୁମିତ୍‌ଙ୍କ ଘରେ ପଶିଲେ ମହିଳା

ସୁମିତଙ୍କ ପିଟିସନ୍‌କୁ କୋର୍ଟ ଖାରଜ କରି ତପସ୍ୱିନୀଙ୍କ ପିଟିସନର ଶୁଣାଣି ପାଇଁ ନିର୍ଦ୍ଦେଶ ଦେଇଥିଲେ। ଶାଶୁ ଘରେ ରହିବା ଲାଗି ବ୍ୟବସ୍ଥା କରିବାକୁ ପିଟିସନ୍ କରିଥିଲେ ତପସ୍ୱିନୀ। ଏପଟେ ଶୀତ କାକରରେ ୪ ଦିନ ଧରି ଜରିପାଲ ଓ ମଶାରି ଟାଣି ସୁମିତଙ୍କ ଘର ଆଗରେ ଧାରଣାରେ ବସିଛନ୍ତି ତପସ୍ବିନୀ।  More

ଢିଙ୍କିଆରେ ଖଣ୍ଡଯୁଦ୍ଧ: ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲା ପୋଲିସ

ଆଜି ଏରସମା ତହସିଲଦାରଙ୍କ ସମେତ ଆରଆଇ, ଅମିନ ପୋଲିସ କର୍ଡନରେ ରହି ଢିଙ୍କିଆକୁ ପଶିଥିଲେ। ମାହାଳ ଗାଁର ସୀମା ପୁନଃନିର୍ଦ୍ଧାରଣ ପାଇଁ ପାରାଦୀପ ଏଏସପିଙ୍କ ନେତୃତ୍ୱରେ ୧୪ ପ୍ଲାଟୁନ୍‌ରୁ ଅଧିକ ଫୋର୍ସ ପହଞ୍ଚିଥିଲେ। More

ବ୍ରହ୍ମପୁରର ଦମ୍ପତି ବିବାଦ ମାମଲାରେ ସୁମିତଙ୍କୁ ଝଟ୍‌କା

ତପସ୍ୱିନୀ-ସୁମିତ୍ କହଳ ଦିନକୁ ଦିନ ଉଗ୍ରରୂପ ଧାରଣ କଲାଣି । କେତେବେଳେ ସ୍ୱାମୀ ଲୁଚିଲୁଚି ସ୍ତ୍ରୀକୁ ଧମକ ଦେଲାଣି ତ ଆଉ କେତେବେଳେ ସ୍ତ୍ରୀ ମିଡିଆ ସାମ୍ନାରେ ସ୍ୱାମୀକୁ ଚ୍ୟାଲେଞ୍ଜ କରୁଛି । ଲୁଚିକି ରହିଥିବା ଡାକ୍ତର ସୁମିତ ଘଡ଼ିକୁ ଘଡ଼ି ଗୋଟିଏ ଗୋଟିଏ ଅଡିଓ ମେସେଜ ଛାଡ଼ୁଛନ୍ତି । More

ପିଲାମାନଙ୍କ ନୈତିକ ଓ ବୌଦ୍ଧିକ ବିକାଶରେ ଶିକ୍ଷାର ମହତ୍ୱ

ନାରାୟଣ ଏ ଟେକ୍ନୋ ବିଦ୍ୟାଳୟର ଦ୍ୱିତୀୟ ସ୍ପେଲ୍‌ବି କାର୍ଯ୍ୟକ୍ରମ ଅନୁଷ୍ଠିତ। ଏହି ଅବସରରେ ଉପସ୍ଥିତ ଅତିଥିମାନେ ଶିକ୍ଷାକୁ ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ ମତ ରଖିଛନ୍ତି। More

ଘରେ ପ୍ରସ୍ତୁତ କରନ୍ତୁ ‘ଚାଉଳ ରସଗୋଲା’

ପ୍ରାୟତଃ ସମସ୍ତଙ୍କୁ ରୋସଗୋଲା ଖାଇବାକୁ ଭଲ ଲାଗିଥାଏ । କିନ୍ତୁ ଆପଣ କେବେ ଚାଉଳରେ ପ୍ରସ୍ତୁତ ରସଗୋଲା ଖାଇଛନ୍ତି କି ? ତାହେଲେ ଆଜି ହିଁ ଘରେ ବନାନ୍ତୁ ‘ଚାଉଳ ରସଗୋଲା ‘। ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ । More

ଆହୁରି ବଢିବ ଶୀତ : ଜାଡ଼ରେ ଥରିବ ପୂରା ଓଡ଼ିଶା

ରାଜ୍ୟରେ ଶୀତ ଲହରି ଆହୁରି ବଢ଼ିବ, ଶୀତ ଲହରି ବଢ଼ିବା ନେଇ ସତର୍କ କଲା ପାଣିପାଗ ବିଭାଗ More

‘କେତେ ଚାଟିଂ, କେତେ ଭିଡିଓ ମୋବାଇଲରେ ଅଛି, ଘର ସାମ୍ନାରୁ ଉଠାଇବାକୁ ଷଡ଼ଯନ୍ତ୍ର ରଚୁଥିବା କଥା କହିଲେ ତପସ୍ୱିନୀ’

ଶୀତ କାକରକୁ ଖାତିର ନକରି ସ୍ତ୍ରୀର ହକ୍‌ ପାଇବା ଦାବିରେ ମାସେ ହେଲା ଲଢ଼େଇ ଲଢ଼ୁଛନ୍ତି ତପସ୍ୱିନୀ । ହେଲେ ନା ସୁମିତ୍‌ଙ୍କୁ ତାଙ୍କ ଉପରେ ଦୟା ଆସୁଛି ନା ଶାଶୂ ଘର ଲୋକଙ୍କୁ । ଶାଶୂଘର ଲୋକ ଘରେ କବାଟ କିଳି ରହୁଛନ୍ତି ସୁଦ୍ଧା ବୋହୂକୁ ଘରକୁ ନେଉନାହାନ୍ତି । ଆଜି ଫ୍ୟାମିଲି କୋର୍ଟରେ ଶୁଣାଣି ଥିବାବେଳେ କ’ଣ ରାୟ ଆସିବ ତାହା ଦେଖିବାକୁ ବାକି ରହିଲା । More

ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ କିରାସିନି ଢାଳି ଆତ୍ମାହୁତି ଉଦ୍ୟମ

ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ କିରାସିନି ଢାଳି ଆତ୍ମାହୁତି ଉଦ୍ୟମ, ଜଣକୁ କାବୁ କଲା ପୋଲିସ। More

ସମ୍ବଲପୁରର ଏକ ଗୁଟଖା କାରଖାନାରେ ଅଗ୍ନିକାଣ୍ଡ : ୨୦ ଆହତ

ସମ୍ବଲପୁର ଶରଧାପାଲିରେ ଏକ ଗୁଟଖା କାରଖାନାରେ ଅଗ୍ନିକାଣ୍ଡ । ନିଆଁ ଲିଭାଇବା ପାଇଁ ପହଞ୍ଚିଲା ଅଗ୍ନିଶମ ବାହିନୀ; କ୍ଷୟକ୍ଷତି ଜଣାପଡ଼ିନି । More

ଓଜନ ହ୍ରାସ କରାଏ ବ୍ରାଉନ୍ ରାଇସ୍

ଆମେ ଖାଦ୍ୟରେ ଧଳା ଚାଉଳ ବା ହ୍ୱାଇଟ୍ ରାଇସ୍ ଓ ବାଦାମୀ ରଙ୍ଗର ଚାଉଳ ବା ବ୍ରାଉନ ରାଇସ୍ ଖାଇଥାଉ । ବିଶେଷଜ୍ଞଙ୍କ ଅନୁଯାୟୀ ବ୍ରାଉନ ରାଇସ୍ ସ୍ୱାସ୍ଥ୍ୟ ପାଇଁ ଅଧିକ ହିତକର ଅଟେ । ହ୍ୱାଇଟ୍ ରାଇସ୍ ବଦଳରେ ବ୍ରାଉନ୍ ରାଇସ୍ ଖାଇବା ଦ୍ୱାରା କେବଳ ଓଜନ ନିୟନ୍ତ୍ରଣରେ ହୋଇନଥାଏ ବରଂ ଅନେକ ଫାଇଦା ମଧ୍ୟ ମିଳିଥାଏ । ଚାଲନ୍ତୁ ଜାଣିବା ଏହାର ଫାଇଦା । More

ଆନନ୍ଦପୁର RI ସୀମା ସିମନ୍ତିନୀ ସାହୁଙ୍କୁ ମରଣାନ୍ତକ ଆକ୍ରମଣ

ଆନନ୍ଦପୁର ଆରଆଇ ସୀମା ସିମନ୍ତିନୀ ସାହୁଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ଅଫିସ୍ ଭିତରେ ପଶି ଜଣେ ଯୁବକ ତାଙ୍କୁ କଟୁରୀରେ ଆକ୍ରମଣ କରିଥିବା ଜଣାପଡ଼ିଛି । More

ପାନାମା ପେପର ଲିକ୍ ମାମଲାରେ ଐଶ୍ୱର୍ଯ୍ୟାଙ୍କୁ ଇଡିର ସମନ

ପାନାମା ପେପର୍ସ ଲିକ୍‌ ମାମଲାରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ଇଡିର ସମନ୍‌। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ପଚରା ଉଚରା ଲାଗି ସମନ ପଠାଇଛି। More

ନବୀନଙ୍କ ଗସ୍ତ ପୂର୍ବରୁ କଂଗ୍ରେସ-ବିଜେପି କର୍ମୀଙ୍କୁ ଉଠାଇ ନେଲା ପୋଲିସ୍‌

ନବୀନଙ୍କ ଗସ୍ତ ପୂର୍ବରୁ କଂଗ୍ରେସ-ବିଜେପି କର୍ମୀଙ୍କୁ ଉଠାଇ ନେଲା ପୋଲିସ, ଆଜି ମହାନଦୀ ପୋଲର ଉଦଘାଟନ୍‌ କରିବେ ନବୀନ More

ଘର ଚାବି ପାଇଁ ସାମ୍ନାସାମ୍ନି ହେଲେ ବର୍ଷା-ଅନୁଭବ : ସିସିଟିଭି ଫୁଟେଜ ଭାଇରାଲ

ପୁଣି ଚର୍ଚ୍ଚାରେ ବର୍ଷା-ଅନୁଭବ। ସିସିଟିଭି ଭିଡ଼ିଓରେ ଉଭୟ ସାମ୍ନାସାମ୍ନି ହୋଇଥିବା ଦେଖିବାକୁ ମିଳିଛି। କିନ୍ତୁ ଅନୁଭବ ବର୍ଷାଙ୍କୁ କଣ କହୁଛନ୍ତି ତାହା ସ୍ପଷ୍ଟ ଶୁଣାଯାଉନାହିଁ। କିନ୍ତୁ ଆଇନର କଥା ଅନୁଭବ ବର୍ଷାଙ୍କୁ କହିବା ସହ ଏକ ତାଲା ଆଣି ଚାବି ଖୋଲୁଥିବା ଦେଖିବାକୁ ମିଳିଛି More

’ମୁଁ ଯଦି ପାଠ ପଢ଼ିନି, ସୁମିତ ମୋତେ କାହିଁକି ବିବାହ କଲେ ’

ସୁମିତ ଏତେ ସଚ୍ଚୋଟ୍ ଓ ସତୁଆ ହେଲେ ବାହାରକୁ କାହିଁକି ଆସୁନାହାନ୍ତି । ସ୍ୱାମୀଙ୍କ ସହ ରହିବା ସହ ଶାଶୂ ଘରେ ରହିବା ପାଇଁ ଦାବି କରି ଆସୁଥିବା କହିଛନ୍ତି ତପସ୍ୱିନୀ । ୮ ଲକ୍ଷ କ’ଣ ୮୦ କୋଟି ଦେଲେ ବି ଡିଭୋର୍ସ ଦେବିନି । ତାଙ୍କ ବାପା ଆମ ଦୁହିଁଙ୍କ ମଧ୍ୟ୍ୟରେ ଡିଭୋର୍ସ କରାଇବାକୁ ଚାହୁଁଥିଲେ । ଆଉ ସୁମିତଙ୍କୁ ମନ୍ତ୍ରୀଙ୍କ ଭାଣିଜୀ ସହ ବିବାହ କରାଇବା ପାଇଁ ଚାହିଁଥିଲେ । More

ମୋବାଇଲରେ ଅଛି ତପସ୍ୱିନୀଙ୍କ ଭ୍ରୁଣ ହତ୍ୟାର ଭିଡ଼ିଓ : କୋର୍ଟରେ ଦାଖଲ କରାଯିବ ସ୍ମାର୍ଟ ଫୋନ୍‌

ତପସ୍ୱିନୀ କହିଛନ୍ତି, ଯଦି ମୋର ଟଙ୍କା ଦରକାର ଥିଲା ତେବେ ମୁଁ ଦାଣ୍ଡରେ କାହିଁକି ବସିଛି? ଟଙ୍କା ନେଇକି କୁଆଡ଼େ ପଳାଇଯାଆନ୍ତି। ସମ୍‌ କିମ୍ବା ହାଇଟେକ୍‌ରେ ପଢିବା ପାଇଁ ମୋ ବାପାଙ୍କ ପାଖରୁ ଟଙ୍କା ଆଣିଥିବା ତପସ୍ୱିନୀ ମଧ୍ୟ ଅଭିଯୋଗ କରିଛନ୍ତି। ଶ୍ୱଶୁର କହିଥିଲେ ପୁଅ ଡାକ୍ତର ଅଛି, ତୁମେ ବି ଏବେ ପର୍ଯ୍ୟନ୍ତ ଚାକିରି କରିନାହଁ। ତେଣୁ ପାଠ ପଢିକି ଚାକିରି କରିବା ଲାଗି ଶ୍ୱଶୁର କହିଥିଲେ ବୋଲି ତପସ୍ୱିନୀ କହିଛନ୍ତି। More

ଉପାନ୍ତ ଅଞ୍ଚଳର ୪ ଜିଲ୍ଲା ପାଇଁ ଆଜିଠୁ ଆରମ୍ଭ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା

ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି ପାଇଁ ଏୟାର ଆମ୍ବୁଲାନ୍ସ ସେବା ଆରମ୍ଭ କରାଯିବ । ଡାକ୍ତରୀ ଟିମ୍ ଏୟାର ଆମ୍ବୁଲାନ୍ସରେ ଯାଇ ଜଟିଳ ରୋଗରେ ଆକ୍ରାନ୍ତ ମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ସୁବିଧା ଯୋଗାଇବେ । More

ପେଶାରେ ପୋଲିସ ବିଭାଗ କର୍ମଚାରୀ, ହେଲେ ଚାଷ ପ୍ରତି ଦୁର୍ବଳତା : ବାଡ଼ିରେ ଲାଲ୍ ଟହ ଟହ ଥାଇଲାଣ୍ଡ ରେଡ୍ କାଶ୍ମୀର ଆପଲ୍ ଫଳାଇଛନ୍ତି ବି.ରଞ୍ଜନ ପ୍ରଧାନ

ଗଞ୍ଜାମରେ ଫଳିଛି ଲାଲ୍ ଟହ ଟହ ଥାଇଲାଣ୍ଡ ରେଡ୍ କାଶ୍ମୀର ଆପଲ୍ । ଏହି ନୂଆ ଭେରାଇଟର ଫଳକୁ ଅମଳ କରିବାରେ ସଫଳ ହୋଇଛନ୍ତି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଅଞ୍ଚଳ ବି.ରଞ୍ଜନ ପ୍ରଧାନ More

ବିନା ମନ୍ତ୍ର ଉଚ୍ଚାରଣ, ବିନା ହୋମ ଅଗ୍ନି, ବିନା ଯୌତୁକରେ ବିବାହ ! ସମ୍ବିଧାନକୁ ସାକ୍ଷୀ ରଖିବି ବାହ ବନ୍ଧନରେ ଆବଦ୍ଧ ହେଲେ ଶ୍ରୁତି ଓ ବିଜୟ

ବିଜୟ ଓ ତପସ୍ୱିନୀଙ୍କ ବାହାଘରରେ ଜଳିନି ହୋମ, ଉଚ୍ଚାରଣ ହୋଇନି ମନ୍ତ୍ର। ପଡ଼ିନି ହାତ ଗଣ୍ଠି, ଦେଖା ହୋଇନି ଜାତି କି ଜାତକ। ଏଠି କେହି ଉଠାଇ ନାହାନ୍ତି ଯୌତୁକ କଥା। ବରଂ ଏଠି ଉଭୟେ ଦେଶର ସମ୍ବିଧାନକୁ ସାକ୍ଷୀ ରଖି ଉଭୟେ ଉଭୟଙ୍କୁ ଜୀବନ ସାଥୀ ରୂପେ ବାଛିଛନ୍ତି। More

ଅନିଶ୍ଚିତତାରେ BSKYର ଭବିଷ୍ୟତ, ସବୁ ରୋଗୀଙ୍କୁ ଚିକିତ୍ସା ଦେବାକୁ ମନା କରୁଛନ୍ତି ଡାକ୍ତରଖାନା

ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ଯେ, ବିଭିନ୍ନ ଚିକିତ୍ସାକୁ ନେଇ ସରକାରଙ୍କ ଧାର୍ଯ୍ୟ ଦେୟ ଯଥେଷ୍ଟ କମ୍ ଏବଂ ସେଥିରେ ଚିକିତ୍ସା ସେବା ଯୋଗାଇବା ସମ୍ଭବ ନୁହେଁ । ବୀମାରାଶିରୁ ଅଧିକ ଦେୟ ହେଲେ ତାହାକୁ କିଏ ଭରଣା କରିବେ କିଛି ସ୍ପଷ୍ଟତା ନାହିଁ । More

ସୁମିତ-ତପସ୍ୱିନୀଙ୍କ ଦାମ୍ପତ୍ୟ କଳିରେ ଟ୍ୱିଷ୍ଟ, ଭାଇରାଲ ହେଲା ଭିଡିଓ

ଭିଡ଼ିଓଟି କେବେକାର ଏବଂ କାହିଁକି ସେ ସୁମିତଙ୍କଠାରୁ ୮ ଲକ୍ଷ ଟଙ୍କା ଦାବି କରିଥିଲେ, ସେନେଇ ତପସ୍ୱିନୀ ସ୍ପଷ୍ଟୀକରଣ ରଖିଛନ୍ତି । ସେ କହିଛନ୍ତି, ଘଟଣାଟି ବର୍ଷେ ତଳର । More

ପଂଚାୟତ ନିର୍ବାଚନ: ଖୁବ୍ ଶୀଘ୍ର ଘୋଷଣା ହେବ ତାରିଖ, ତୟାର୍ ରାଜନୈତିକ ଦଳ

ଦଳୀୟ ସ୍ତରରେ ପଂଚାୟତ, ମଣ୍ଡଳ, ବ୍ଲକ୍ ଓ ଜିଲ୍ଲା ସ୍ତରରେ ମଧ୍ୟ ଏହି କାଯର୍ୟକ୍ରମ ପାଳନ କରାଯିବ । ରାମ ମନ୍ଦିରଠୁ ଆରମ୍ଭ କରି ଆତ୍ମନିର୍ଭର ଭାରତ, ପିଏମ୍‌ କିଷାନ, ଆୟୁଷ୍ମାନ ଭାରତ, କରୋନା ମୁକାବିଲା, ମାଗଣା ଟିକା ପ୍ରଦାନ ଭଳି ଜନହିତକାରୀ ଯୋଜନା ସଂପର୍କରେ ଲୋକଙ୍କୁ ଅବଗତ କରାଯିବ । More

ରାଜ୍ୟରେ ପ୍ରଥମ ଥର ପାଇଁ ଏୟାର ଆମ୍ବୁଲାନ୍ସ ସେବା

ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ । ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି ପାଇଁ ଏୟାର ଆମ୍ବୁଲାନ୍ସ ସେବା ଆରମ୍ଭ କରାଯିବ । More

କାହାକୁ ଧରିବେ, କେମିତି ଧରିବେ ? ଜାଲ୍‌ ସାର୍ଟିଫିକେଟ୍‌ରେ ଶିକ୍ଷକ ନିଯୁକ୍ତି ନେଇ ବଡ଼ ଅଭିଯୋଗ !

ନବ ନିଯୁକ୍ତ ଶିକ୍ଷକଙ୍କ ଭିତରେ ବି ଅଛନ୍ତି ଜାଲ ସାର୍ଟିଫିକେଟ୍‌ଧାରୀ । ବିଶେଷ କରି ଦିବ୍ୟାଙ୍ଗ ସାର୍ଟିଫିକେଟ୍‌କୁ ନେଇ ହୋଇଛି ହେରଫେର । ଏହି ଅଭିଯୋଗ ଆଣିଛନ୍ତି ଶିକ୍ଷକ ପଦ ପାଇଁ ଆଶାୟୀ ଥିବା ଅନେକ ଦିବ୍ୟାଙ୍ଗ । More