ସଂକ୍ଷେପରେ ଆଜିର ତାଜା ଖବର - Thursday, 09 December 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ବରିଷ୍ଠ ସିନେ ଅଭିନେତା ମିହିର ଦାସ ଅସୁସ୍ଥ, ଘରୋଇ ହସ୍ପିଟାଲରେ ଭର୍ତ୍ତି

ମିହିର ଦାସ ଜଣେ ଓଡ଼ିଆ ସିନେମା ଅଭିନେତା । ସେ ଦୀର୍ଘ କାଳ ଧରି ନାୟକ, ଚରିତ୍ର, ଖଳନାୟକ ଓ ହାସ୍ୟ ଅଭିନେତା ଭାବରେ ଅନେକ ସିନେମାରେ ଅଭିନୟ କରିସିରିଛନ୍ତି । More

ମହାପ୍ରଭୁ ଜଗନ୍ନାଥଙ୍କର ପରମ ଭକ୍ତ ଥିଲେ ସିଡିଏସ୍ ବିପିନ ରାଓ୍ୱତ୍

ସିଡିଏସ୍ ଜେନେରାଲ୍ ବିପିନ୍ ରାଓ୍ୱତଙ୍କର ରହିଛି ସ୍ମୃତିଭରା ଓଡ଼ିଶା ଲିଙ୍କ୍। ମହାପ୍ରଭୁ ଜଗନ୍ନାଥଙ୍କର ବି ସେ ଜଣେ ପରମଭକ୍ତ ଥିଲେ ବୋଲି ବଖାଣିଛନ୍ତି। ତାଙ୍କୁ ଦୁଇ ଦୁଇ ଥର ଠାକୁର ଦର୍ଶନ କରାଇଥିବା ଡିଫେନ୍ସ ପଣ୍ଡା ତା ସହ କହିଛନ୍ତି କିଛିଦିନ ତଳେ ଆଉଥରେ ପୁରୀ ଆସିବାକୁ ରାଓ୍ୱତ୍‌ଙ୍କୁ ସେ ନିମନ୍ତ୍ରଣ ଦେଇଥିଲେ, ଯାହା ଅଧୁରା ରହିଗଲା। More

ରାଜ୍ୟରେ ବଢିଚାଲିଛି ଭିକାରି ସଂଖ୍ୟା

ରୀବ ଓ ଅନାଥଙ୍କ ପାଇଁ ମାଳ ମାଳ ସରକାରୀ ଯୋଜନା । ହେଲେ ସବୁ ବାଟବଣା। ବଢୁଥିବା ଭିକାରିଙ୍କ ସ୍ଥିତିକୁ ଦେଖିଲେ ଏହା ହିଁ କୁହାଯିବ। ରାଜଧାନୀରୁ ରାଜ୍ୟବ୍ୟାପି ସଂଖ୍ୟା ଛୁଇଁବାକୁ ବସିଛି ୭ ହଜାର ପାଖାପାଖି। More

ରଣକ୍ଷେତ୍ର ଲୋୟର ପିଏମ୍‌ଜି ! ବିଧାନସଭା ସମ୍ମୁଖରେ ବିଜେପି-ପୋଲିସ ମୁହାଁ ମୁହିଁ

ପୋଲିସ୍ ବନାମ ବିଜେପି ଯୁବ ମୋର୍ଚ୍ଚା ମୁହାଁମୁହିଁ, ଠେଲାପେଲା ଅାଉ ହାତାହାତି ସ୍ଥାନ ଲୋୟର ପିଏମ୍ଜି ସମୟ ଦିନ ଗୋଟାଏ ପୋଲିସ୍ ଭ୍ୟାନ୍ ଭଙ୍ଗାରୁଜା ସହ ଅାକ୍ରମଣ ଜବାବରେ ପୋଲିସ୍ ବି କରିଥିଲା ଲାଠିମାଡ଼ ବଳପ୍ରୟୋଗ ସହ କର୍ମୀମାନଙ୍କୁ ଉଠାଇ ନେଇଥିଲେ ପୋଲିସ୍ ଅଧିକାରୀ More

ହକ୍‌ ପାଇଲେ ତପସ୍ୱିନୀ ! ଏଥର ସ୍ୱାମୀଙ୍କ ସହ ରହିବେ

ଆଜିକୁ ୭ ଦିନ ଧରି ପୋଲିସ ସୁରକ୍ଷାରେ ଥିବା ସ୍ୱାମୀ-ସ୍ତ୍ରୀଙ୍କ ନିକଟରୁ ପୋଲିସ ସୁରକ୍ଷାକୁ ହଟାଯାଇଛି । ତେବେ ସେମାନଙ୍କ ସମ୍ପର୍କରେ ପ୍ରତି ୭ ଦିନରେ ପୋଲିସ ରିପୋର୍ଟ କରିବାକୁ କୋର୍ଟ ଆଦେଶ ଦେଇଛନ୍ତି ।  More

ରାଜଧାନୀ ରାଜରାସ୍ତାରେ ପୋଲିସ୍-ବିଜେପି କର୍ମୀ ଧସ୍ତାଧସ୍ତି; ଢେଲାମାଡ଼, ପଥରମାଡ଼ରେ ହଲ୍ଲାବୋଲ

ପୋଲିସ୍ ସହ ବିଜେପି ଯୁବ ମୋର୍ଚ୍ଚା କର୍ମୀଙ୍କ ଧସ୍ତାଧସ୍ତି ହୋଇଥିଲା। ପୋଲିସ୍ ବ୍ୟାରିକେଡ୍ କରି ବିଜେପି କର୍ମୀଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା। ହେଲେ ପୋଲିସ୍ ସହ ବିଜେପି କର୍ମୀଙ୍କ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। More

’ଦେଶ ପାଇଁ ଅପୂରଣୀୟ କ୍ଷତି, ସଣେ ସଚ୍ଚା ତଥା ଦକ୍ଷ ସୈନିକ ଥିଲେ ଜେନେରାଲ୍ ବିପିନ୍ ରାୱତ୍ ’

ଜେନେରାଲ୍ ବିପିନ୍ ରାୱତ୍ ଜଣେ ଅତି ସରଳ ତଥା ନିର୍ଭିକ ବ୍ୟକ୍ତି ଥିଲେ । ଅତି ମେଳାପୀ, ଖୁବ ଭଦ୍ର ଥିଲା ତାଙ୍କୀ ବ୍ୟବହାର । କଥାରେ ଥିଲା ଅଦ୍ଭୁତ ତେଜ ଆଉ ସ୍ପଷ୍ଟୋକ୍ତି । More

ଅଧା ଓଡ଼ିଶାରେ ଏମିତି ପାଗ ଯେ, ରେନ୍‌ କୋଟ୍‌ ନା ଶୀତ ବସ୍ତ୍ର କ’ଣ ପିନ୍ଧିବେ ?

ଗଜପତି ଜିଲ୍ଲା ମୋହନା ଅଞ୍ଚଳରେ ମଧ୍ୟ ସକାଳୁ ବର୍ଷା ଲାଗି ରହିଛି । କେତେକ ସ୍ଥାନରେ ପାଣି ଜମି ରହିଥିବାର ମଧ୍ୟ ଖବର ଆସିଛି । କେବଳ ଦକ୍ଷିଣ ଓଡ଼ିଶା ନୁହେଁ, ଉତ୍ତରରେ ମଧ୍ୟ ବର୍ଷା ସାଙ୍ଗକୁ କୋହଳା ପାଗ ସୃଷ୍ଟି ହୋଇଛି । More

ରାଜଧାନୀରେ ବଢ଼ୁଛି ସଂକ୍ରମଣ, ୨ ସ୍କୁଲରେ ପଶିଲା କରୋନା ! ଦୁଇ ଛାତ୍ର, ୧୦ ଶିକ୍ଷକ ପଜିଟିଭ୍

ସ୍କୁଲର ୩୭୨ ଜଣ ଛାତ୍ରଛାତ୍ରୀଙ୍କ କରୋନା ଟେଷ୍ଟ କରାଯାଇଥିଲା । ସେଥିରୁ ନବମ ଶ୍ରେଣୀର ଦୁଇ ଜଣ ଛାତ୍ରଙ୍କ ରିପୋର୍ଟ ପଜିଟିଭ୍ ଚିହ୍ନଟ ହୋଇଛି । ସେହିଭଳି ଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟ-୧ରେ ୧୦ରୁ ଅଧିକ ଶିକ୍ଷକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । More

ସିଡିଏସ୍‌ ବିପିନ ରାୱତ କହୁଥିଲେ ‘ଲଭ୍‌ ଅଫ୍‌ ଗଡ୍‌’

ରାମଚନ୍ଦ୍ର ତାଙ୍କର ମୃତ୍ୟୁ ହୋଇଥିବା ଖବର ଜାଣିଲେ ସ୍ତବ୍ଧ ହୋଇଯାଇଥିଲେ । କାରଣ କିଛିଦିନ ତଳେ ତାଙ୍କ ସହ କଥା ହୋଇ ଶ୍ରୀମନ୍ଦିର ଆସିବା ପାଇଁ ନିମନ୍ତ୍ରଣ ଦେଇଥିଲେ । ସେ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ ଆସିବା ପାଇଁ ହେଲେ ଭାଗ୍ୟର ବିଡ଼ମ୍ବନା ସେ ଆଉ ନାହାନ୍ତି । More

କାନ୍ଦି କାନ୍ଦି ଭୂମିରେ ଲୋଟି ପଡ଼ୁଛନ୍ତି ସହିଦ ଯବାନଙ୍କ ବାପା, ମା’ଙ୍କ ପାଟିରୁ ବାହାରୁନି କଥା...

ପୁଅକୁ ସବୁଦିନ ପାଇଁ ହରାଇ କାନ୍ଦି କାନ୍ଦି ଭୂମିରେ ବାପା ଲୋଟି ପଡ଼ୁଥିବା ବେଳେ ମା’ ପୁରାପୂରି ସ୍ତବ୍ଧ ହୋଇଯାଇଛନ୍ତି। ମା’ର ପାଟିରୁ କଥା ବାହାରୁ ନାହିଁ। ଏଭଳି କିଛି ଶୋକାକୁଳ ଦୃଶ୍ୟ ଦେଖିବାକୁ ମିଳିଛି ସହିଦ ହୋଇଥିବା ଓଡ଼ିଆ ଯବାନ ରାଣା ପ୍ରତାପ ଦାସଙ୍କ ଘରେ। More

ଲାଠିମାଡ଼ ପରେ ପୋଲିସ ଉପରକୁ ବିଜେପି କର୍ମୀଙ୍କ ଢେଲାମାଡ଼

ପ୍ରଥମ ବ୍ୟାରିକେଡକୁ ଭାଙ୍ଗି ଦ୍ୱିତୀୟ ବ୍ୟାରିକେଡ ପାଖରେ ଧାରଣା ଦେଇଥିଲା ବିଜେପି। ବିଜେପି କର୍ମୀଙ୍କୁ ଗିରଫ କଲା ବେଳେ ପୋଲିସ ସହ ଠେଲାପେଲା ହୋଇଥିଲା। More

ଶିକ୍ଷକତା କରି ଜ୍ଞାନ ବାଣ୍ଟୁଛନ୍ତି ଦିବ୍ୟାଙ୍ଗ ଦମ୍ପତ୍ତି

ନିଜେ ଦୁନିଆ ଦେଖିନାହାନ୍ତି କିନ୍ତୁ ଅନ୍ୟମାନଙ୍କୁ ଦେଖାଉଛନ୍ତି ଜ୍ଞାନର ଆଲୋକ । ଦୃଷ୍ଟିଶକ୍ତି ନଥାଇ ବି କୌଣସି ଗୁଣରେ କମ ନୁହଁନ୍ତି । ଦିବ୍ୟାଙ୍ଗ ହୋଇ ବି ଦକ୍ଷ ଶିକ୍ଷକ ଭାବେ ସୃଷ୍ଟି କରିଛନ୍ତି ନିଜର ସ୍ୱତନ୍ତ୍ର ପରିଚୟ । More

କଥା ଦେଇଥିଲେ କିନ୍ତୁ ରଖିପାରିଲେନି ! ଓଡ଼ିଆ ଯବାନଙ୍କ ମୃତ୍ୟୁରେ ଲୁହରେ ଭିଜୁଛି ଜନ୍ମମାଟି

ସେ ଦୀର୍ଘ ୧୫ ବର୍ଷ ହେବ ବାୟୁସେନାରେ କାର୍ଯ୍ୟରତ ଥିଲେ। ସେ ପରିବାରର ଏକମାତ୍ର ପୁଅ ଥିଲେ। l More

ସ୍ମାଟସିଟି ରାଉରକେଲାରେ କେବେ ଗଢିବ ସ୍ମାର୍ଟ ବସ୍ ?

ସ୍ମାର୍ଟସିଟି ରାଉରକେଲା ସହରରେ କେବେ ଗଢିବ ସ୍ମାର୍ଟ ବସ ? ଦେଶର ସ୍ମାର୍ଟସିଟି ତାଲିକାରେ ରାଉରକେଲା ସହର ଯୋଡି ହେବାର ୪ ବର୍ଷ ପୁରିଗଲାଣି । କିନ୍ତୁ ଏବେ ବି ସହର ଯେତେ ସ୍ମାର୍ଟ ହେବା କଥା ତାହା ହୋଇ ନଥିବାର ଦେଖିବାକୁ ମିଳିଛି । More

ସରିଲା ବ୍ରହ୍ମପୁରର ଦମ୍ପତିଙ୍କ ୭ ଦିନିଆ ମହଲତ: ଆଜି ଏସଡିଜେଏମ୍ କୋର୍ଟରେ ହୋଇପାରେ ଶୁଣାଣି

ଗତ ଡିସେମ୍ବର ୨ ତାରିଖରେ ବ୍ରହ୍ମପୁରରେ ନବବଧୂ ତପସ୍ୱିନୀଙ୍କର ଶ୍ୱଶୁର ଘର ଆଗରେ ଧାରଣା ମାମଲାରେ ବ୍ରହ୍ମପୁର SDJMଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଥିଲେ। ସଂପର୍କ ଯୋଡ଼ିବାକୁ ତପସ୍ୱିନୀ ଓ ତାଙ୍କ ସ୍ୱାମୀ ସୁମିତଙ୍କୁ ୭ ଦିନ ସମୟ ଦେଇଥିଲେ କୋର୍ଟ। More

ହେଲିକପ୍ଟର କ୍ରାସ୍ ଘଟଣାରେ ଓଡ଼ିଆ ଯବାନ ସହିଦ

ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରରେ ଥିଲେ ଜଣେ ଓଡ଼ିଆ ଯବାନ ଥିଲେ। More

୫ ଗାଡ଼ିକୁ ଜାଳିଦେଇ ସୁପରଭାଇଜରଙ୍କୁ ଅପହରଣ କରିନେଲେ ମାଓବାଦୀ

କାମରେ ନିୟୋଜିତ ୫ରୁ ଅଧିକ ଗାଡି ଜାଳିଦେଇଥିଲେ । କେବଳ ସେତିକି ନୁହେଁ ଘଟଣାସ୍ଥଳରେ ଉପସ୍ଥିତ ରହି କାମ ତଦାରଖ କରୁଥିବା ସୁପରଭାଇଜରଙ୍କ ଅପହରଣ କରିନେଇଛନ୍ତି। More

Daily Horoscope, 09 Dec 2021: ଆସନ୍ତୁ ଜାଣିବା ଆଜିର ରାଶିଫଳ

ଏବେ ଆସନ୍ତୁ ଦେଖିବା ଆଜି ଆପଣଙ୍କ ଭାଗ୍ୟ କଣ ରହିଛି । ତେବେ ମେଷ ରାଶିଠାରୁ ମୀନ ରାଶି ପର୍ଯ୍ୟନ୍ତ ଜନ୍ମିତ ବ୍ୟକ୍ତିମାନଙ୍କ ରାଶିଫଳ ସମ୍ପର୍କରେ... More

କଷ୍ଟ କରି ବିଲରୁ ଧାନ ଆଣିଥିଲେ ଚାଷୀ, ହାତୀ ଖାଇଗଲା

କେନ୍ଦୁଝର ବନଖଣ୍ଡରେ ଶତାଧିକ ହାତୀ ବ୍ୟାପକ ଫସଲ ନଷ୍ଟ କରୁଥିବା ବନ ବିଭାଗ ସ୍ଵୀକାର କରିଛି । ଶେଷ ଦୁଇ ମାସ ମଧ୍ୟରେ ହାତୀ ୧୧ଟି ଘର ଭାଙ୍ଗିଥିବା ବେଳେ ପାଖାପାଖି ୨୭୫ ଏକର ଧାନ ଫସଲ ନଷ୍ଟ କରିଛନ୍ତି । More

ହେଲିକପ୍ଟର କ୍ରାସ୍ ଘଟଣାରେ ସିଡିଏସ୍ ବିପିନ ରାୱତଙ୍କ ମୃତ୍ୟୁ

ୱେଲିଂଟନ୍ ଡିଫେନ୍ସ ସର୍ଭିସେସ୍ ଷ୍ଟାଫ୍ କଲେଜରେ ହେବାକୁ ଥିବା ପ୍ରଶିକ୍ଷକ ଓ ଶିକ୍ଷାନବିଶଙ୍କୁ ଦୀକ୍ଷାନ୍ତ ଭାଷଣ ଦେବାକୁ ଯାଉଥିଲେ ସିଡିଏସ୍। ବାୟୁସେନା ହେଲିକର Mi 17 V5ରେ ଯିବା ବେଳେ କ୍ରାସ୍ ହୋଇଥିଲା। More

ମୁଁ ବିଜେପିର ଦୃଢ଼ ସମର୍ଥକ, ମାତ୍ର ପ୍ରାଥମିକ ସଦସ୍ୟ ନୁହେଁ: ଗୋବିନ୍ଦଙ୍କ ଓକିଲ

ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଓକିଲ ମୋହନ ଲାଲ୍‌ ଶର୍ମାଙ୍କ ବିଜେପି ସହ ସମ୍ପର୍କ ନେଇ ବିଜେଡି ଅଭିଯୋଗ ଆଣିଛି। ବିଜେଡିର ଏହି ଅଭିଯୋଗ ପରେ ମୋହନ ଲାଲ୍‌ ପ୍ରତିକ୍ରିୟା ରଖିଛନ୍ତି। More

ମାହାଙ୍ଗା ଡବଲ ମର୍ଡର : ପୋଲିସ୍‌କୁ ଝଟକା

ଏସପିଙ୍କ ଚିଠି ଓ ମାହାଙ୍ଗା IICଙ୍କ ସତ୍ୟପାଠ ଜରିଆରେ ରିଭିଜନ ଆବଶ୍ୟକ କରିଥିଲେ । ତେବେ ଏହି ଆବେଦନ ଗ୍ରହଣୀୟ ନୁହେଁ କହି ପିଟିସନ ଖାରଜ କରିଛନ୍ତି ଏଡିଜେ । More

କଟକ ରେଲ୍‌ୱେ ଷ୍ଟେସନରେ ମିଳିଲା ଟଙ୍କା ଭର୍ତ୍ତି ବ୍ୟାଗ୍‌

କଟକ ରେଲ୍‌ୱେ ଷ୍ଟେସନରୁ ଟଙ୍କା ଭର୍ତ୍ତି ବ୍ୟାଗ୍‌ ଜବତ ହୋଇଛି। ଜବତ ହୋଇଥିବା ୪ଟି ବ୍ୟାଗ୍‌ରୁ ଲକ୍ଷାଧିକ ଟଙ୍କା ମିଳିଥିବା ଜଣାପଡ଼ିଛି। More