ସଂକ୍ଷେପରେ ଆଜିର ତାଜା ଖବର - Friday, 26 November 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ରାଜଧାନୀରେ ଆକ୍ରୋଶ ରାଜନୀତି, ନରଞ୍ଜନ ବି କହିଲେ ସୁରକ୍ଷା ଲୋଡ଼ା..

ଗ୍ରୀଲ ବାଡ଼େଇ ଶହ ଶହ ସଂଖ୍ୟାରେ ଶାସକ ଦଳର କର୍ମୀ ସାଂସଦ ଥିବା ଘର ଭିତରକୁ ଧସେଇ ପସିବାକୁ ଉଦ୍ୟମ କରିଥିଲେ । ପୋଲିସ ଥାଇ ବି ନଥିଲା ଭଳି । ରଣକ୍ଷେତ୍ର ପାଲଟିଯାଇଥିଳା ଆଚାର୍ଯ୍ୟ ବିହାର ଅଞ୍ଚଳ । More

ଦାରିଦ୍ର୍ୟ ତାଲିକାର ୯ମ ସ୍ଥାନରେ ଓଡ଼ିଶା, ୩ ଜିଲ୍ଲାରେ ସ୍ଥିତି ଅତି ଦୟନୀୟ !

ବାସ୍ତବ କ୍ଷେତ୍ରରେ ରାଜ୍ୟରୁ ଦାରିଦ୍ର୍ୟ କେତେ ହଟିଛି, ନୀତି ଆୟୋଗ ରିପୋର୍ଟରୁ ତାହା ଜଳ ଜଳ ଦେଖାଯାଉଛି। ନୀତି ଆୟୋଗର ବହୁମୁଖୀ ଦାରିଦ୍ର୍ୟ ରିପୋର୍ଟକୁ ନେଇ ଆରମ୍ଭ ହୋଇଛି ରାଜ୍ୟ ରାଜନୀତି। ରାଜ୍ୟର ଏ ଦୁଃସ୍ଥିତି ପାଇଁ ଶାସକ ବିଜେଡିକୁ ଟାର୍ଗେଟ କରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ। More

ଚିନ୍ତା ବଢ଼ାଇଲା କରୋନାର ନୂଆ ଭ୍ୟାରିଏଣ୍ଟ, ଟିକା ବି କାମ ଦେଉନି

ରାଜ୍ୟରେ ବି ପୁଣି କଡ଼ ଲେଉଟାଇବା ଆରମ୍ଭ କଲାଣି କରୋନା। ଏଇ ମାସରେ କ୍ରମାଗତ ୧୫ ଦିନ ଧରି ଦୈନିକ ସଂକ୍ରମଣ ୨ଶହ ଉପରେ ରହିବା ପରେ ଗତକାଲି ହଠାତ୍ ପୁଣି ୩ ଶହ ପାର୍ କରିଥିଲା। More

ଆର୍ଜେଣ୍ଟିନାକୁ ହରାଇ କ୍ୱାର୍ଟର ଫାଇନାଲରେ ଜର୍ମାନୀ

ଆରମ୍ଭରୁ ହିଁ ଦୁଇ ଦଳ ଆକ୍ରମଣାତ୍ମକ ଢଙ୍ଗରେ ଖେଳିଥିଲେ। ମ୍ୟାଚର ୧୧ମିନିଟରେ ଜର୍ମାନୀ ତାର ଦଳୀୟ ପ୍ରଥମ ଗୋଲ ଦେଇଥିଲା। ଦଳ ପକ୍ଷରୁ ପୋଲଜାରିକ ମାଟେଓ ଆର୍ଜେଣ୍ଟିନା ଡିଫେନଣ୍ଡରଙ୍କୁ ଚକମା ଦେଇ ଗୋଲଟି କରିଥିଲେ। More

ଶେଷ ମିନିଟ୍‌ରେ ସ୍ପେନ୍‌ ଠାରୁ ମ୍ୟାଚ୍‌ ଛଡାଇ ନେଲା ହଲାଣ୍ଡ

ଶେଷ ଅଧଘଣ୍ଟା ଖେଳିବାକୁ ଆସିଥିବା ଦୁଇ ଦଳ ପାର୍ଶ୍ଵ ପରିବର୍ତ୍ତନ କରି ପୁଣି ନୂଆ ଷ୍ଟ୍ରାଟେଜିରେ ଖେଳ ଆରମ୍ଭ କରିଥିଲେ। ତୃତୀୟ  କ୍ୱାର୍ଟରରେ ୨ଟି ଗୋଲ ଦେଖିବାକୁ ମିଳିଥିଲା। ଏହି ଦୁଇଟି ଗୋଲ ଦେଇଥିଲା ସ୍ପେନ। More

ଡ. ହିରଣ୍ମୟୀ ମିଶ୍ରଙ୍କ ନିଆରା ପ୍ରେମ କାହାଣୀ 'ନିଜକୁ ନାୟକ ମନେକରି'

ପ୍ରେମ ମାନେ ନାହିଁ ଧନୀ-ଗରିବ। ପ୍ରେମ କାହାକୁ କେତେବେଳେ ହେବ ତାହା କହିବା କଷ୍ଟ। ଗାଳ୍ପିକା ଡ. ହିରଣ୍ମୟୀ ମିଶ୍ରଙ୍କ ତାଙ୍କ ଗଳ୍ପରେ ଏମିତି ଏକ ପ୍ରେମ କାହାଣୀକୁ ଫୁଟେଇଛନ୍ତି ଯାହାକୁ ପଢିଲେ ଯେ କୌଣସି ପ୍ରେମୀ ମଣିଷର ହୃଦୟ ରୋମାଞ୍ଚିତ ହୋଇଉଠିବ। More

ଇଡିର ପଚରାଉଚରା ପରେ ଗଣମାଧ୍ୟମ ଆଗରେ ମୁହଁ ଖୋଲିଲେନି ପ୍ରଦୀପଙ୍କ ଝିଅ

ହୋଟେଲ ଥିବା ସମୟରେ ଲକ୍ଷାଧିକ ଟଙ୍କାର ଯେଉଁ କାରବାର ହୋଇଥିଲା, ଶ୍ରୁତିଙ୍କ ଭୂମିକା କଣ ରହିଛି, ତାହା ଜାଣିବାକୁ ଚାହିଁଛି ଇଡି। More

‘ଚୋରଣୀ’ରେ ଚାରି ରୂପରେ ଶଙ୍କର

ଆଗକୁ ଆସୁଛି ତରଙ୍ଗ ପ୍ରଡକ୍ସନର ନୂଆ ଫିଲ୍ମ ‘ଚୋରଣୀ’। ରବିବାର ସନ୍ଧ୍ୟାରେ ହେବ ୱାର୍ଲ୍ଡ ପ୍ରିମିୟର। ଏଥିରେ ହାସ୍ୟାଭିନେତା ଶଙ୍କର ଚାରି ରୂପରେ ନଜର ଆସିବେ। More

ମାହାଙ୍ଗା ଡବଲ ମର୍ଡର: ପୋଲିସ ହାତରେ ୩ ଦିନ ସମୟ !

ମାହାଙ୍ଗା ଡବଲ ମର୍ଡର ମାମଲାରେ ପୋଲିସ ଚାର୍ଜସିଟ୍ ପ୍ରସଙ୍ଗରେ ସେତେବେଳେ ନୂଆ ମୋଡ଼ ନେଇଥିଲା ଯେତେବେଳେ ମନ୍ତ୍ରୀ ପ୍ରତାପ ଜେନାଙ୍କ ସଂପୃକ୍ତି ପ୍ରସଙ୍ଗରେ ସାନି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ କୋର୍ଟ।  More

ଛିଣ୍ଡା ପାପୁଲିକୁ ପଲିଥିନରେ ଧରି ହସ୍ପିଟାଲ୍‌ରେ ପହଞ୍ଚିଲେ, ତା’ପରେ...

ଖଣ୍ଡା ଚୋଟରେ ଦୁଇ ଖଣ୍ଡ ହୋଇଯାଇଥିଲା ହାତ ପାପୁଲି। ଆଉ ଛିଣ୍ଡା ପାପୁଲିକୁ ପଲିଥିନରେ ଧରି ମେଡିକାଲରେ ପହଞ୍ଚିଲେ ଆହତ। More

କୁବେର ଇଞ୍ଜିନିୟରଙ୍କ କାରନାମା, ଘରୁ ମିଳିଲା ନଗଦ ୪୧ ଲକ୍ଷ ଟଙ୍କା

ଭିଜିଲାନ୍ସ ଇତିହାସରେ ମୟୂରଭଞ୍ଜ ଜିଲ୍ଲା ସମନ୍ୱିତ ଆଦିବାସୀ ଉନ୍ନୟନ କର୍ତ୍ତୃପକ୍ଷର କନିଷ୍ଠ ଯନ୍ତ୍ରୀ ସନ୍ତୋଷ ଦାସ ନୂଆ ରେକର୍ଡ କରିଛନ୍ତି। ଭିଜିଲାନ୍ସ ରେଡ୍‌ ସମୟରେ ଘରୁ ନଗଦ ଟଙ୍କା ମିଳିବାରେ ସନ୍ତୋଷ OPHWCର ପ୍ରତାପ ସାମଲଙ୍କୁ ଟପି ଯାଇଛନ୍ତି। More

ସ୍କୁଲ୍‌ରୁ ଡାକି ନେଇଥିଲା ଯମ, ମିଳିଲା ୪ ଛାତ୍ରଙ୍କ ମୃତଦେହ

କାଳ ହେଲା ମହାନଦୀରେ ଗାଧୋଇବା। ଘରୁ ସାଇକେଲ୍‌ରେ ସ୍କୁଲ୍‌ ବାହାରି ଯାଇଥିଲେ ୪ ଛାତ୍ର। ହେଲେ ଆଉ ଘରକୁ ଫେରିନଥିଲେ। ଶେଷରେ ମହାନଦୀରୁ ମିଳିଲା ମୃତଦେହ। More

ମୁଖିଆ ହିସାବରେ ମୁଖ୍ୟମନ୍ତ୍ରୀ ଦାୟୀ : ଆକ୍ରମଣ ପରେ ନବୀନଙ୍କ ଉପରେ ବର୍ଷିଲେ ଭୁବନେଶ୍ୱର ସାଂସଦ

ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଲେ ଅପରାଜିତା । ମହିଳା ସାଂସଦ ଭାବରେ ମୋତେ କାର୍ଯ୍ୟ କରିବାରୁ ସୁଯୋଗ ଦିଆଯାଉ। ମୁଁ କାଲି ଠାରୁ ବୁଲି ବୁଲି ଲୋକଙ୍କ ପାଖକୁ ଯାଇ କାମ କରିବି। ମୋତେ ସୁରକ୍ଷା ଦେବା ରାଜ୍ୟ ସରକାରଙ୍କର କାର୍ଯ୍ୟ। ଗତକାଲିର ଘଟଣା ନେଇ ପୋଲିସ ପ୍ରଶାସନକୁ ଅବଗତ କରିଛି: ସାଂସଦ ଅପରାଜିତା ଷଡ଼ଙ୍ଗୀ More

ଅସହାୟ ସେବନି : ସ୍ୱାମୀ ଚାଲିଗଲା ପରେ ମୁଣ୍ଡ ଉପରେ ତିନି କୁନି ପିଲାଙ୍କ ବୋଝ

ଅସହାୟ ସେବନି ଶବରଙ୍କ ଦୁଃଖ କହିଲେ ନସରେ । ପିଲାଙ୍କୁ ଧରି ଅତି ଦୁଃଖରେ ଦିନ କାଟୁଛନ୍ତି । ଏଯାଏଁ ଘର ଖଣ୍ଡେ ମଧ୍ୟ ମିଳିନାହଁ। ସେବନି ପର ଘରେ ମଜୁରୀ କଲେ ଖାଇବାକୁ ମିଳେ, ନହେଲେ ଭୋକରେ ରହିବାକୁ ପଡ଼େ । More

Daily Horoscope, 26 NOV 2021: ଜାଣନ୍ତୁ ଆଜିର ରାଶିଫଳ…

୨୦୨୧ ମସିହା, ନଭେମ୍ବର ମାସ ୨୬ ତାରିଖ, ଶୁକ୍ରବାର, ବିଛା ୧୧ ଦିନ, ମାର୍ଗଶୀରମାସ, କୃଷ୍ଣପକ୍ଷ, ସପ୍ତମୀତିଥି। ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ.... More

ସାଙ୍ଗକୁ ହତ୍ୟା କଲେ, ଜାଳିଲେ; LIVE ଭିଡିଓରେ କହିଲେ-‘ଅବ୍‌ ତେରି ବାରି’

୨ ସାଙ୍ଗ ମିଶି ଅନ୍ୟ ଜଣେ ସାଙ୍ଗଙ୍କୁ ହତ୍ୟା କରିବା ପରେ ପେଟ୍ରୋଲ ଢାଳି ଜାଳିବା ସହ ଲାଇଭ୍‌ ଭିଡିଓ ମଧ୍ୟ କରିଥିଲେ। ହତ୍ୟାର ଛାତିଥରା ଦୃଶ୍ୟ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। More

ଧାନ ଅମଳ ସମୟରେ ଚକଡ଼ା ପୋକ ଚଡ଼କ, ଚିନ୍ତାରେ ଭାତହାଣ୍ଡିର ଚାଷୀ 

ଏକର ଏକର ଫସଲରେ ଚକଡା ପୋକ ଲାଗି ନଷ୍ଟ ହେଉଛି ଧାନ ଫସଲ । ଦିନେ ଦୁଇଦିନ ମଧ୍ୟରେ ଏହି ପୋକ ସଂପୂର୍ଣ୍ଣ କିଆରିକୁ ଗ୍ରା ନଷ୍ଟ କରୁଛି। More

ବିଜେପି କର୍ମୀଙ୍କୁ ମାଡ଼ ମାରିଲେ ବିଜେଡି କର୍ମୀ ! ମୁଖ୍ୟମନ୍ତ୍ରୀଙ୍କ ବାଲେଶ୍ୱର ଗସ୍ତ ପୂର୍ବରୁ ବିରୋଧୀ ଦଳ କର୍ମୀଙ୍କୁ ଉଠାଇ ନେଲା ପୋଲିସ୍‌

ଗୋଟିଏ ପଟେ ସୁବର୍ଣ୍ଣପୁରରେ ବିଜେପି କର୍ମୀଙ୍କୁ ବିଜେଡି କର୍ମୀ ମାଡ଼ ମାରିଥିବା ଅଭିଯୋଗ ହୋଇଥିବା ବେଳେ ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ବାଲେଶ୍ୱର ଗସ୍ତ ପୂର୍ବରୁ ବିରୋଧୀ ଦଳ କର୍ମୀଙ୍କୁ ପୋଲିସ୍‌ ଉଠାଇ ନେଇଛି। More

ମହାନଦୀରୁ ଉଦ୍ଧାର ହୋଇଥିବା ଛାତ୍ରର ମୃତ୍ୟୁ, ମିଳୁନି ୩ ଛାତ୍ରଙ୍କ ପତ୍ତା

ମହାନଦୀରୁ ଗତକାଲି ଉଦ୍ଧାର ହୋଇଥିବା ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ଏବେବି ୩ ଜଣ ଛାତ୍ର ନିଖୋଜ ଅଛନ୍ତି। ଗତକାଲି ୪ ଛାତ୍ର ସାଇକେଲ୍‌ରେ ସ୍କୁଲ୍ ଯାଇଥିଲେ। ହେଲେ ଘରକୁ ଆଉ ଫେରି ନଥିଲେ।  More

ସାଂସଦ ଅପରାଜିତା ଷଡଙ୍ଗୀଙ୍କ କାର୍ଯ୍ୟକ୍ରମକୁ ଢ଼େଲା ମାଡ଼

ଓଡ଼ିଶା ଏକ ଶାନ୍ତିପ୍ରିୟ ରାଜ୍ୟ, ଗୁଣ୍ଡାଗର୍ଦ୍ଦିରେ ବିଶ୍ୱାସ କରେ ନାହିଁ। ଡିସିପିଙ୍କୁ ଭେଟି ଏନେଇ ଆଲୋଚନା କରିବି ବୋଲି  ସାଂସଦ କହିଛନ୍ତି। More

ପୁରୀରେ ଛାମୁଙ୍କୁ ଅଣ୍ଡା ମାଡ଼: ଧର୍ମେନ୍ଦ୍ରଙ୍କୁ ବବିଙ୍କ ସମାଲୋଚନା, ଜୟ ନାରାୟଣ ଦେଲେ ଦମ୍‌ଦାର ଉତ୍ତର

କେତେବେଳେ ବିଜେପି-ବିଜଡିକୁ ତ କେତେବେଳେ କଂଗ୍ରେସ ବିଜେପିକୁ, ପୁଣି କେତେବେଳେ କଂଗ୍ରେସ ବିଜେଡିକୁ ଅଣ୍ଡା ମାଡ଼ କରୁଛି । ତେବେ ଏହାରି ଭିତରେ ପୁଣି ଥରେ ମୁଖ୍ୟମନ୍ତ୍ରୀଙ୍କୁ ଗାଡ଼ିକୁ ଅଣ୍ଡା ମାଡ଼ ହୋଇଛି । More

ସାଂସଦ ଅନୁଭବଙ୍କ ବାପାଙ୍କ ବାତିଲ ହେଲା ପଦୋନ୍ନତି

ଅଭୟ ମହାନ୍ତିଙ୍କ କଟକ ସ୍ଥିତ ଘରକୁ ଚିଠି ପଠାଯାଇଥିବା ବେଳେ କନ୍ଦରପୁର କଲେଜର ଅଧ୍ୟକ୍ଷଙ୍କୁ ବି ଆବଶ୍ୟକ ପଦକ୍ଷେପ ନେବାକୁ ବି ବିଭାଗୀୟ ପ୍ରମୁଖ ସଚିବ ନିର୍ଦ୍ଦେଶ ଦେଇଛନ୍ତି।    More

ଗଂଜେଇ ଚାଷ ଛାଡ଼ିବାକୁ ନାରାଜ ଆଦିବାସୀ

ମାଓବାଦୀଙ୍କ ନାଲି ଆଖି ହେଉ କି ଅଧିକ ଆୟର ଲୋଭ, ଗଂଜେଇ ଚାଷ ସମ୍ପୂର୍ଣ୍ଣ ବେଆଇନ୍ ଜାଣିବା ସତ୍ତ୍ୱେ ୟା ସପକ୍ଷରେ ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ପ୍ରଜାମେଳି। More

ଏକସଙ୍ଗେ ୬୦ଟି ସ୍ଥାନରେ ରେଡ କଲା ଭିଡିଲାନ୍ସ

ଏହିପରି ଘଟଣା କେବଳ ସିନେମାରେ ଦେଖିବାକୁ ମିଳିଥିଲା, କିନ୍ତୁ ଏହା ସତରେ ଦେଖିବାକୁ ମିଳିଛି, ଯାହା ସାରା ରାଜ୍ୟ ଓ ଦେଶରେ ପ୍ରଥମ ଘଟଣା ବୋଲି କହିଛନ୍ତି।  More