ସଂକ୍ଷେପରେ ଆଜିର ତାଜା ଖବର - Sunday, 14 November 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ବିବାହିତାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

ନିମାପଡ଼ା ଅଂଚଳରେ ଜଣେ ବିବାହିତ ମହିଳାଙ୍କୁ ଗଣଦୁଷ୍କର୍ମ ହୋଇଥିବା ନେଇ ଆସିଲା ସଙ୍ଗୀନ ଅଭିଯୋଗ More

କ୍ଳିନଚିଟ୍‌ ଦେବାକୁ DIG କିଏ?

ବଡ଼ ପ୍ରଶ୍ନ ହେଲା, ଏହି ଯୌନ କେଳେଙ୍କାରୀରେ ଗୋବିନ୍ଦ ସାହୁ ସହ ଆଉ କେଉଁମାନେ ସାମିଲ ଥିଲେ? କିଏ କିଏ ନିର୍ଯାତନାର ଶିକାର ହୋଇଛନ୍ତି? More

୨ ଦିନ ପ୍ରବଳ ବର୍ଷିବ: ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ କହିଛନ୍ତି ଯେ ଗତକାଲି ଦକ୍ଷିଣ ଆଣ୍ଡାମାନ ତତ୍ ସଲଗ୍ନ ଥାଇଲାଣ୍ଡ ଉପକୂଳରେ ସକ୍ରିୟ ଥିବା ଲଘୁଚାପ ଆଜି ସାମାନ୍ୟ ପଶ୍ଚିମ-ଉତ୍ତର ଓ ପଶ୍ଚିମ ଦିଗରେ ଗତି କରି କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ସକ୍ରିୟ ରହିଛି। ଏହାସହିତ ଜଡ଼ିତ ଘୂର୍ଣ୍ଣିବଳୟ ୫.୮ କିଲୋମିଟର୍ ପର୍ଯ୍ୟନ୍ତ ବ୍ୟାପିଛି। More

ଡିସେମ୍ବର ୧ରୁ ବିଧାନସଭାର ଶୀତକାଳୀନ ଅଧବେଶନ

ଡିସେମ୍ବର ୨୫ ଓ ୨୬ ଦୁଇ ଦିନ ଛୁଟି ରହିବ। ଏହି ଅଧିବେଶନରେ ମୁଖ୍ୟତଃ ମମିତା ମେହେର ହତ୍ୟା ଓ ସେକ୍ସ ସ୍କାଣ୍ଡାଲ, ଆଇନ୍ ଶୃଙ୍ଖଳା ବିପର୍ଯ୍ୟସ୍ତ, ଅଦିନିଆ ବର୍ଷାରେ ଧାନ ଫସଲ ନଷ୍ଟହେବା ଓ ମଣ୍ଡି ସମସ୍ୟା ଆଦି ପ୍ରସଙ୍ଗ ଗୃହକୁ ସରଗରମ କରାଇବ। More

ଖବର ପ୍ରସାରଣ ପରେ....ସ୍କୁଲ ବାରଣ୍ଡାରୁ ଘରକୁ ଫେରିଲେ ବୁଢ଼ା ବାପା

ଓଟିଭିରେ ଖବର ପ୍ରସାରଣ ହେବା ପରେ ଚେତିଲେ ପୁଅ ଓ ବୋହୂ, ସ୍କୁଲ ପିଣ୍ଡାରୁ ଘରକୁ ଫେରାଇ ନେଲେ ବୁଢ଼ା ବାପାଙ୍କୁ More

କାହାକୁ ଘଂଟ ଘୋଡ଼ାଇବାକୁ ଚାହୁଁଛନ୍ତି ଡ଼ିଆଇଜି? ସେକ୍ସ ରାକେଟ୍‌ ସମ୍ପର୍କରେ ବିଜେଡ଼ି କାହିଁକି ଚୁପ୍‌: ଲେଖାଶ୍ରୀ

ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ମହାଲିଙ୍ଗରେ ରାତ୍ରିଯାପନ କରୁଥିଲେ। ସେଠି ସେକ୍ସ ରାକେଟ ଚାଲିଥିଲା ବୋଲି ମମିତାଙ୍କ ବାପା ଅଭିଯୋଗ କରିଥିଲେ। ତାକୁ ନେଇ ବିଜେଡି କଣ ଉତ୍ତର ରଖିବ ବୋଲି ପ୍ରଶ୍ନ କରିଛନ୍ତି ଲେଖାଶ୍ରୀ ? More

ମୋବାଇଲ ବ୍ୟବହାର କରୁଥିଲା କିନ୍ତୁ ସିମକାର୍ଡ଼ ନିଜ ନାଁରେ ରଖିନଥିଲା ଗୋବିନ୍ଦ

ଯେତେ ଖୋଳିଲେ ସେତେ ବାହାରୁଛି। ମମିତା ମେହେର ହତ୍ୟା ଘଟଣାରେ ପ୍ରତ୍ୟେକ ଦିନ କିଛି ନା କିଛି ଘଟଣା ତଥ୍ୟ ସାମ୍ନାକୁ ଆସୁଛି More

ଅଧ୍ୟାପିକା ତିଆରି କଲେ ସ୍ମାର୍ଟ ଷ୍ଟିକ, ଉପକୃତ ହେବେ ଦିବ୍ୟାଙ୍ଗ

ନିଜସ୍ୱ ଉଦ୍ୟମରେ ଅଧ୍ୟାପିକା ତିଆରି କଲେ ଦୃଷ୍ଟିବାଧିକଙ୍କ ପାଇଁ ବାଡ଼ିଇଇ। ଯେଉଁଥିରେ ଲାଇଟ୍‌ ଜଳିବାର ରହିଛି ବ୍ୟବସ୍ଥା More

କଟକ ପରେ ଭୁବନେଶ୍ୱରରେ ବାଲିଯାତ୍ରାକୁ ନା

କଟକ ପରେ ଭୁବନେଶ୍ୱରରେ ବାଲିଯାତ୍ରାକୁ ନା। କମିଶନରେଟ ପୋଲିସ ପକ୍ଷରୁ ଭୁବନେଶ୍ୱର ବାଲିଯାତ୍ରାକୁ ଅନୁମତି ପ୍ରଦାନ କରାଯାଇ ନାହିଁ।  More

ଇତିହାସ ପାଲଟି ଯିବକି ବଡ଼ ପରଦା ? ଆଉ ଆସୁନାହାନ୍ତି ଲୋକ, ସିନେମା ହଲ୍ ଆଗରେ ଲାଗିଛି ଟୁ-ଲେଟ୍।

ସିନେମା ହଲକୁ ନେଇ ଆମ ସମସ୍ତଙ୍କର କିଛିନା କିଛି ଅନୁଭୂତି ରହିଛି। ହଲ୍ ଭିତରେ ବସି ସିନେମା ଦେଖିବାର ମଜା ଥିଲା ଅଲଗା। ଏବେ କିନ୍ତୁ ସ୍ଥିତି ବଦଳି ଯାଉଛି। ଛୋଟ ଛୋଟ ସହରରେ ଥିବା ସିନେମା ହଲ୍ ସବୁ ବନ୍ଦ ହୋଇଗଲାଣି। More

କୋରାପୁଟର ଧଳା କଲରା : ମଧୁମେହ ରୋଗୀଙ୍କ ପାଇଁ ସଞ୍ଜିବନୀ

ଧଳା କଲରା ଡାଇବେଟିସ, ଚର୍ମରୋଗ ଓ କୃମି ରୋଗରେ ପୀଡିତ ବ୍ୟକ୍ତିଙ୍କ ପାଇଁ ସଞ୍ଜୀବନୀ ସଦୃଶ । ଆଉ ଏଥିପାଇଁ ଧଳା କଲରାର ଅଧିକ ଚାହିଦା ଥିବା କହିଛନ୍ତି ଓଏଲଏମର ଜିଲ୍ଲା ଅଧିକାରୀ ଓ ଆୟୁର୍ବେଦ ଡାକ୍ତର । More

ମମିତା ହତ୍ୟା ମାମଲାରେ ସାମ୍ନାକୁ ଆସିଲା ନୂଆ ତଥ୍ୟ, କିଏ ଏହି ୨ ବଙ୍ଗାଳି ଦାଦା ?

ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ପୋଲିସ୍‌ ପଚରାଉଚରା କରିଥିବା ୧୦ ଜଣଙ୍କ ସାକ୍ଷୀଙ୍କ ମଧ୍ୟରେ ୨ ଜଣ ବଙ୍ଗାଳି ବ୍ୟକ୍ତି ଅଛନ୍ତି। କିଏ ଏହି ଦୁଇ ଜଣ ବଙ୍ଗାଳି ଭାଷାଭାଷି ବ୍ୟକ୍ତି ? ଏହି ଦୁଇ ବ୍ୟକ୍ତିଙ୍କ ମମିତା ମେହେର ହତ୍ୟାକାଣ୍ଡ ସହ କ’ଣ ସମ୍ପର୍କ ରହିଛି ?  More

ଆତ୍ମନିର୍ଭରଶୀଳ ସଂଗ୍ରାମ ! କୁକୁଡ଼ା, ମାଛ ଓ କଦଳୀ ଚାଷ କରି ମାସକୁ ରୋଜଗାର କରୁଛନ୍ତି ୩୦ରୁ ୪୦ ହଜାର

୩୧ ବର୍ଷିୟ ଯୁବକ ସଂଗ୍ରାମ ଜିତ୍ ୫ ବର୍ଷ ହେଲେ ଏହି ବ୍ୟବସାୟ ଆରମ୍ଭ କରିଛନ୍ତି । ଆଉ ନିଜ ବ୍ଲକ ଅଂଚଳରେ ଅନ୍ୟ ଯୁବକ ମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି । More

ସରି ଆସୁଛି ଆଳୁ ଚାଷ ସମୟ, ହେଲେ ଚାଷୀଙ୍କ ପାଖରେ ପହଞ୍ଚି ପାରିଲାନି ବିହନ

ଆଳୁ ଚାଷ ପାଇଁ ପ୍ରସ୍ତୁତ ହୋଇ ରହିଛି ଚାଷ ଜମି। ଆଉ ଜମି ପାଗ ହେବା ପରେ ହଳ କାମ ସାରି ଦେଇଛନ୍ତି ଚାଷୀ। କିନ୍ତୁ ଚାଷୀଙ୍କ ହାତକୁ ଆସିପାରିନି ଆଳୁ ବିହନ। More

୭୦ ବର୍ଷରେ ନୃତ୍ୟଗୁରୁ ! ନୁଆଁଣିଆ ଖପର ଘରେ ଜାରି ରହିଛି ସାଧନା

ସଙ୍ଗୀତ ମହାବିଦ୍ୟାଳୟରୁ ମାଷ୍ଟର ଡିଗ୍ରୀ ପାସ୍ କରିଥିଲେ । ଘର କଟକଣା ଯୋଗୁଁ ବାହାରେ ପ୍ରଦର୍ଶନ କରିପାରିନଥିଲେ । More

Daily Horoscope,14 Nov 2021: ଜାଣନ୍ତୁ ଆଜିର ରାଶିଫଳ…

ଆଜି ୨୦୨୧ ମସିହା, ନଭେମ୍ବର ମାସ ୧୪ ତାରିଖ, ରବିବାର, ତୁଳା ୨୯ ଦିନ, କାର୍ତ୍ତିକ ମାସ, ଶୁକ୍ଳପକ୍ଷ, ଏକାଦଶୀ ତିଥି। ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ... More

ସ୍ତ୍ରୀର ଚରିତ୍ରକୁ ସନ୍ଦେହ ! ଘରକୁ ଆସିଥିବା ଯୁବକକୁ ଗୋଡ଼ାଇ ଗୋଡ଼ାଇ ହାଣୁଥିବା ଭିଡିଓ ଭାଇରାଲ୍

ଗତକାଲି ସକାଳ ୮ଟା ସମୟରେ ଏହି ଘଟଣା ଘଟିଛି । ଭିଡ଼ିଓଟି ଏବେ ଭାଇରାଲ ହେବାରେ ଲାଗିଛି । More

ଯୁବତୀଙ୍କ ସୁଇସାଇଡ୍‌ ନୋଟ୍‌- ‘ବାହା ହେବି କହି ଶାରୀରିକ ସମ୍ପର୍କ ରଖିଲା, ଶେଷରେ ମୋତେ ମରିବାକୁ ବାଧ୍ୟ କଲା’

ପ୍ରେମ ଓ ପ୍ରତାରଣା ଯୋଗୁ ଜଣେ ଯୁବତୀ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଛନ୍ତି। ରେଲ୍‌ୱେ ଟ୍ରାକ୍‌ ନିକଟରୁ ତାଙ୍କର ଏକ ବ୍ୟାଗ ମିଳିଥିଲା। ଯେଉଁଥିରେ ଏକ ସୁଇସାଇଡ ନୋଟ୍ ଓ ମୋବାଇଲ୍‌ ଜବତ କରିଛି ପୋଲିସ୍। More

ଦିନ କେଇଟା ପରେ କାର୍ତ୍ତିକ ପୂର୍ଣ୍ଣିମା : ଏଯାଏଁ ଡଙ୍ଗା କିଣୁନାହାନ୍ତି ବେପାରୀ, ଆଶା ଆଶଙ୍କାରେ କାରିଗର

ଡଙ୍ଗା କାରିଗର ସୋଲରେ ଡଙ୍ଗା ତିଆରି କଲେ ଆମେ ତାକୁ ଭସେଇ କାର୍ତ୍ତିକ ପୂନେଇଁ ପାଳୁ। ଧର୍ମ ଅର୍ଜୁ। କିନ୍ତୁ ଆମକୁ ଧର୍ମ କରିବାକୁ ସୁଯୋଗ ଦେଉଥିବା ସୋଲ ଡଙ୍ଗା କାରିଗର ଏବେ ଆଶା ଆଶଙ୍କାରେ। More

ଆଜି ଓ ଆସନ୍ତାକାଲି ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେନି ଶ୍ରଦ୍ଧାଳୁ

ଆଜି ଓ ଆସନ୍ତାକାଲି ଶ୍ରଦ୍ଧାଳୁଙ୍କ ପାଇଁ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ। ଏହି ୨ ଦିନ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେନି ଶ୍ରଦ୍ଧାଳୁ। ଭିଡ଼ ଆଶଙ୍କାରେ ମନ୍ଦିର ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।  More

ପାର୍କ ସଦୃଶ ଥାନା ! ପାଚେରୀରେ ସଚେତନତା ବାର୍ତ୍ତା,ଦେଶର ସର୍ବଶ୍ରେଷ୍ଠ ତିନି ଥାନା ତାଲିକାରେ ଗଞ୍ଜାମ ଗାଙ୍ଗପୁର ଥାନା

ଲୋକ ଥାନାକୁ ଯିବାକୁ ଡରନ୍ତି। କିନ୍ତୁ ଆମ ରାଜ୍ୟର ଏହି ଥାନାକୁ ଲୋକ ବୁଲିବାକୁ ଆସନ୍ତି। ଥାନାର ପରିବେଶ ମଧ୍ୟ ସେମିତି, ଯାହା ହୁଏତ ଆପଣ ଆଖିରେ ନଦେଖିଲେ ବିଶ୍ୱାସ କରିପାରିବେ ନାହିଁ। ଏ ଥାନାକୁ ଦେଶର ସର୍ବଶ୍ରେଷ୍ଠ ୩ଟି ଥାନା ଭିତରୁ ଗୋଟିଏ ବୋଲି କେନ୍ଦ୍ର ସରକାର ଘୋଷଣା କରିଛନ୍ତି। More

ଦିନେ ହସାଉଥିଲେ, ଆଜି କାନ୍ଦୁଛନ୍ତି ! ବଞ୍ଚିବା ପାଇଁ ଗୁହାରୀ କରୁଛନ୍ତି ନୃତ୍ୟ କଳାକାର ଦୀପକ

ହସଖୁସିରେ ଦିନ ବିତୁଥିଲା। କରୋନା ସବୁ ଉଜାଡ଼ି ଦେଲା। ଜଲିଉଡର ନାଚ ମାଷ୍ଟର ପାଲଟି ଯାଇଛନ୍ତି ରୋଗାଗ୍ରସ୍ତ। ଫେଲ୍ ହୋଇଯାଇଛି ଦୁଇଟିଯାକ କିଡନୀ। ଗରିବ କଳାକାର ବଞ୍ଚିବା ପାଇଁ କରୁଛନ୍ତି ନିବେଦନ। ସହାୟତା ମିଳିଲେ ବଞ୍ଚିଯିବେ ପ୍ରତିଭାବାନ ଦୀପକ ନାୟକ। More

କଂଗ୍ରେସ କର୍ମୀଙ୍କୁ ବନ୍ଧୁକ ଦେଖାଇ ବିଧାୟିକାଙ୍କ ପିଏସଓ କଲେ ଭୟଭୀତ

ବିଧାୟିକାଙ୍କ ପିଏସଓ କଂଗ୍ରେସ କର୍ମୀଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରୁଥିବା ଭିଡିଓରେ ଦେଖିବାକୁ ମିଳିଛି। ଏହି ଘଟଣାକୁ ନେଇ ଅତାବିରା ଥାନାରେ କଂଗ୍ରେସ କର୍ମୀ ବିଧାୟିକାଙ୍କ ପିଏସଓ ଏବଂ ଡ୍ରାଇଭରଙ୍କ ନାଁରେ ଗାଳି ଗୁଳଜ ସହ ପିସ୍ତଲରେ ମାରିଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି। More

'ମୋ ପାଖେ କଣ ବନ୍ଧୁକ ଅଛି, ମୁଖ୍ୟମନ୍ତ୍ରୀଙ୍କୁ ଗୁଳି କରିଦେବି?'

ନବୀନ ନିବାସ ପାଖାପାଖି ଏକ ଛକରେ ଜଣେ ମହିଳା ସ୍କୁଟରେ ଛିଡା ଅଟକି ରହିଥିଲେ। କିନ୍ତୁ ଆଗକୁ ଯାଇପାରୁନଥିଲେ। More

ପ୍ରେସମିଟ୍‌ କଲେ କିନ୍ତୁ ମନ୍ତ୍ରୀଙ୍କ ନାଁ ଧରିଲେନି

ସାମ୍ବାଦିକ ସମ୍ମିଳନୀ କରି ତଦନ୍ତ ଉପରେ ଉଠାଯାଇଥିବା ବିଭିନ୍ନ ଅଭିଯୋଗ ଉପରେ ଉତ୍ତର ରଖିଛନ୍ତି। ଉଦ୍ଦେଶ୍ୟମୂଳକ ଭାବେ ତଦନ୍ତରେ ଅବହେଳା ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଦାୟିତ୍ୱର ସହ ସଠିକ୍ ଭାବେ ମାମଲାର ତଦନ୍ତ କରାଯାଉଛି। More

ଦିବ୍ୟଶଙ୍କରଙ୍କ ବହିଷ୍କାର ଦାବିରେ ଶାନ୍ତ ପଡୁନାହାନ୍ତି ବିରୋଧୀ ଦଳ

ମମିତା ହତ୍ୟା ମାମଲାର ସିବିଆଇ ତଦନ୍ତ ସହ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ବହିଷ୍କାର ଦାବିରେ ଶାନ୍ତ ପଡୁନାହାନ୍ତି ବିରୋଧୀ ଦଳ । ମୁଖ୍ୟମନ୍ତ୍ରୀଙ୍କ ପ୍ରତି କାର୍ଯ୍ୟକ୍ରମକୁ ପ୍ରତିବାଦ କରୁଛି ବିରୋଧି ଦଳ । ପ୍ରତିବାଦ କାର୍ଯ୍ୟକ୍ରମରେ ଯୋଗ ଦେଉଥିବା ମନ୍ତ୍ରୀ ଓ ନେତାଙ୍କ ଗାଡିକୁ ଅଣ୍ତାମାଡ କରାଯାଉଛି । More

ଭକ୍ତ ଦାସଙ୍କୁ ଜବାବ ମାଗିଲେ ସସ୍ମିତ: କ୍ରାନ୍ତି କିଏ ?

ମମିତା ହତ୍ୟା ମାମଲାକୁ ନେଇ କଂଗ୍ରେସର ବରିଷ୍ଠ ନେତା ଭକ୍ତ ଚରଣ ଦାସ କହିଛନ୍ତି-“ମମିତା ମେହେର ହତ୍ୟାକାଣ୍ଡର ସତ୍ୟାସତ୍ୟ ବାହାରକୁ ଆସୁ। ଘଟଣାର ତଦନ୍ତ ହାଇକୋର୍ଟର ସିଟିଂ ଜଜଙ୍କ ଦ୍ୱାରା ତଦନ୍ତ ହେଲେ ସତ୍ୟାସତ୍ୟ ପଦାକୁ ଆସିପାରିବ। More