ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
News
Latest News
ନୟାଗଡ଼: ପୋଡ଼ିହୋଇ ମା ଓ ୫ ବର୍ଷର ଝିଅ ମୃତ, ୩ ବର୍ଷର ପୁଅ ଗୁରୁତର
ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ରଥ ନିର୍ମାଣ ପ୍ରସଙ୍ଗ: ଲକ୍ଡାଉନ୍ ଥିବାରୁ ରଥ ନିର୍ମାଣ ପାଇଁ କେନ୍ଦ୍ର ଠାରୁ ଅନୁମତି ଲୋଡ଼ିଲା ରାଜ୍ୟ; ରାଜ୍ୟ ସରକାର ଅନୁମତି ଲୋଡ଼ିଥିବା ବିଶେଷ ସୂତ୍ରରୁ ସୂଚନା
ଢେଙ୍କାନାଳ: ତୁମୁସିଙ୍ଗା ଥାନା ସୋଗର ଗାଁରେ ବାଣ ବିସ୍ଫୋଣରେ ୨ ଶିଶୁ ମୃତ
ରଥ ନିର୍ମାଣ ନେଇ ରାଜ୍ୟ କେନ୍ଦ୍ରକୁ ଅନୁମତି ମାଗିବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ସମାଲୋଚନା କଲେ ବିଜେପି ନେତା ବିଜୟ ମହାପାତ୍ର, କହିଲେ- ରଥ ନିଷ୍ପତ୍ତି ରାଜ୍ୟ ସରକାରଙ୍କ, କେନ୍ଦ୍ରର ବିଶେଷ ଭୂମିକା ନାହିଁ
ଜୁଲାଇ ୨୪ରେ ଯୁକ୍ତ ୩ ଫାଇନାଲ ସେମିଷ୍ଟର ପରୀକ୍ଷା; ଅଗଷ୍ଟ ୨୦ରେ ପିଜି କ୍ଲାସ ଫାଇନାଲ ସେମିଷ୍ଟର ପରୀକ୍ଷା
ଯାଜପୁରରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ; ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୫୫କୁ ବୃଦ୍ଧି
ଭୁବନେଶ୍ୱର-କଟକରେ ଅନାବଶ୍ୟକ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇଲେ ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ
ଭୁବନେଶ୍ୱର: ଓଡ଼ିଶାରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ
ରାଉରକେଲା: ବ୍ରାହ୍ମଣୀତରଙ୍ଗ ଥାନା ସିଂହଟୋଲା ବସ୍ତିରେ ପାରିବାରିକ କଳିରୁ ସ୍ତ୍ରୀର ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ
ଭଦ୍ରକ: ଭଣ୍ଡାରୀପୋଖରୀରୁ ଉଠିଲା କଣ୍ଟେନମେଣ୍ଟ ଜୋନ୍ କଟକଣା; ତେସିଙ୍ଗା ପଞ୍ଚାୟତର ୧୧ଟି ଗାଁ, ରହଣିଆ ପଞ୍ଚାୟତର ୧୧ଟି ଗାଁରୁ ଉଠିଲା କଣ୍ଟେନମେଣ୍ଟ ଜୋନ୍ କଟକଣା
ବ୍ରହ୍ମପୁର: ଓଡ଼ିଶା ଫେରିଲେ ଆଉ ୧୨୦୦ ସୁରତ ପ୍ରବାସୀ
ଭଦ୍ରକ: ପ୍ରବାସୀ ଓଡ଼ିଆଙ୍କୁ ଆଣିବାକୁ ଯାଉଥିବା ବେଳେ ଭଣ୍ଡାରୀପୋଖରୀ ଥାନା ଛତାବର ନିକଟରେ ରାସ୍ତାକଡ଼କୁ ଓଲଟିଲା ବସ୍
ଓଡ଼ିଶା ଫେରୁଥିବା ପ୍ରବାସୀଙ୍କୁ କ୍ୱାରେଣ୍ଟିନ୍ ନିୟମ ମାନିବାକୁ ଅପିଲ୍ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭଦ୍ରକ: ଗ୍ୟାସ୍ ଏଜେନ୍ସି କର୍ମଚାରୀଙ୍କୁ ଭୁଜାଲିରେ ହାଣି ଲୁଟି ନେଲେ ୧୦ ଲକ୍ଷ ୮୦ ହଜାର ଟଙ୍କା
କ୍ୱାରେଣ୍ଟିନ୍ ନିୟମ ମାନିବାକୁ ଟ୍ୱିଟ୍ ଯୋଗେ ଅପିଲ୍ କଲେ ଡିଜିପି, କହିଲେ- ନିୟମ ନ ମାନିଲେ ଆଇନ୍ ଅନୁସାରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ
ବଲାଙ୍ଗିର: ଲିକିରିଆ ଗାଁରେ ହୋଇଥିବା ୫୩ ଜଣଙ୍କ ସ୍ୱାବ୍ ଟେଷ୍ଟ ସବୁ ନେଗେଟିଭ୍ ଆସିଛି
କଟକ ମହାନଗର ନିଗମ କମିଶନର ଅନନ୍ୟା ଦାସଙ୍କ ସୂଚନା: କହିଲେ-କଟକରେ ସକାଳ ୭ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଦୋକାନ ଖୋଲିବାକୁ ଅନୁମତି
କାମାକ୍ଷାନଗର: ପର୍ଜଙ୍ଗ ଥାନା ତୋରଡ଼ାନାଳି ଗାଁରେ ଖୋଲା କୂଅରେ ଖସିପଡ଼ି ମା’, ପୁଅ ମୃତ
ରାଉରକେଲା: ନାଲାରୋଡ୍ କଣ୍ଟେନମେଣ୍ଟ ଅଞ୍ଚଳର ମହତାବ ରୋଡରେ ଉତ୍ତେଜନା; କିଛି ଲୋକ ପୁଲିସ ଉପରକୁ ପଥର ମାଡ଼ କରିବା ସହ ବ୍ୟାରିକେଡ ଭାଙ୍ଗି ଦେଲେ
ପୁରୀ: ସାମ୍ୱାଦିକ ସମ୍ମିଳନୀରେ ରଥଯାତ୍ରା ପାଇଁ ଦାବି କଲେ ଦଇତାପତି ନିଯୋଗ ସଭାପତି ଓ ସମ୍ପାଦକ
ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଲେ- ଗ୍ରୀନ ଜୋନରେ ବସ୍ ଚାଲିବା ନେଇ ବ୍ୟବସ୍ଥା ହେଉଛି
ଅରେଞ୍ଜ ଜୋନ୍ ଘୋଷଣା ପରେ କୋରାପୁଟ ପ୍ରଶାସନର ଗାଇଡ଼ଲାଇନ୍: ଗ୍ରୋସରୀ, ମାଛ, ମାଂସ, ଫଳ, ପରିବା ଦୋକାନ ସକାଳ ୭ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଖୋଲା ରହିବ
ଯାଜପୁର ଫେରନ୍ତାଙ୍କୁ ଗାଁରେ ପଶିବାକୁ ଦେଉ ନାହାଁନ୍ତି, ୫ ଶ୍ରମିକ ରାଜରାସ୍ତାରେ
ଘରକୁ ଫେରୁଥିବା ପ୍ରବାସୀ ଶ୍ରମିକଙ୍କ ରେଳ ଭଡ଼ା ଖର୍ଚ୍ଚ ବହନ କରିବ ସବୁ ପ୍ରଦେଶ କଂଗ୍ରେସ କମିଟି
ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ୍ ଚିହ୍ନଟ
First
Prev
3262
3263
3264
3265
3266
3267
3268
3269
3270
3271
3272
Next
Last
© 2022 - Odisha Television Limited. All Rights Reserved.