ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
National
National Updates
ଭୁବନେଶ୍ୱର: ଏୟାରପୋର୍ଟ ଭଳି ରେଲ୍ୱେ ଷ୍ଟେସନରେ ଆରମ୍ଭ ହେବ ସ୍କ୍ରିନିଂ କାର୍ଯ୍ୟକ୍ରମ
ସୀମା ବିବାଦ ନେଇ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ମଧ୍ୟରେ ପଶ୍ଚିମ ମେଦିନିପୁର ସର୍କିଟ ହାଉସରେ ଉଚ୍ଚସ୍ତରୀୟ ବୈଠକ
ବୟସ୍କଙ୍କୁ ଟିକାକରଣ ନେଇ DMET ସିବିକେ ମହାନ୍ତି କହିଲେ-ବରିଷ୍ଠ ନାଗରିକଙ୍କୁ ଟିକାକରଣ ପାଇଁ ଡାଟାବେସ୍ ହେବାକୁ ଯାଉଛି। ପୂର୍ବଭଳି କୋୱିନ୍ ପୋର୍ଟାଲରେ ପଞ୍ଜୀକରଣ କରିବାକୁ ପଡ଼ିବ
ଜାଲ ନୋଟ୍ କାରବାର ଅଭିଯୋଗରେ ମହିଳା ଗିରଫ । ହିନ୍ଦୋଳରେ ୧୧ ହଜାର ଟଙ୍କା କାରବାର ବେଳେ ଗିରଫ । ମହିଳାଙ୍କୁ ରିମାଣ୍ଡରେ ଆଣି ପଚରା ଉଚରା କରିବ ପୋଲିସ । ଗିରଫ ମହିଳା ନରସିଂହପୁରର ପୂର୍ବତନ ସରପଞ୍ଚ ।
ବହୁଚର୍ଚ୍ଚିତ ମାସ୍କ ଓ ପିପିଇ କିଟ୍ କିଣା ଦୁର୍ନୀତି ମାମଲା : ଲୋକାୟୁକ୍ତଙ୍କ ନିର୍ଦ୍ଦେଶରେ ରିପୋର୍ଟ ଦାଖଲ କଲା ଭିଜିଲାନ୍ସ । ଆସନ୍ତା ୨୬ରେ ୩ ଜଣିଆ ଖଣ୍ଡପୀଠରେ ହେବ ଶୁଣାଣି ।
ଦୁଇଦିନିଆ ଓଡ଼ିଶା ଗସ୍ତରେ ରାଜ୍ୟ ବିଜେପି ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ । ପିପିିଲି ଉପନିର୍ବାଚନ ପାଇଁ ରାଜ୍ୟ କାର୍ଯ୍ୟାଳୟରେ କରିବେ ବୈଠକ । ଦଳର ରଣନୀତି ନେଇ ବରିଷ୍ଠ ନେତାଙ୍କ ସହ କରିପାରନ୍ତି ଆଲୋଚନା ।
କଟକ: ଜଗତପୁରର ଏକ ଚା ଦୋକାନରୁ ବ୍ରାଉନସୁଗାର ଜବତ । ଦୋକାନୀ ସମେତ ୨ ଗିରଫ; ୨୭୦ ଗ୍ରାମ ବ୍ରାଉନସୁଗାର ଜବତ । ଜବତ ବ୍ରାଉନସୁଗାରର ମୂଲ୍ୟ ୨୭ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବା ସୂଚନା ।
ଭୁବନେଶ୍ୱର: ଆଗାମୀ ବର୍ଷରେ ମହାନଦୀରେ ଜଳ ପ୍ରବାହ ଆହୁରି କମିବା ଆଶଙ୍କା ରହିଛି ବୋଲି କହିଲେ ଜଳ ସମ୍ପଦ ମନ୍ତ୍ରୀ
ଓଟିଟି ଓ ସାମାଜିକ ଗଣମାଧ୍ୟମ ପାଇଁ ଗାଇଡ୍ଲାଇନ୍ ଜାରି କଲା କେନ୍ଦ୍ର; ଗାଇଡ୍ଲାଇନ୍ ସଂପର୍କରେ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ସୂଚନା- ସରକାର ଗଠନମୂଳକ ସମାଲୋଚନାକୁ ସ୍ୱାଗତ କରିବେ। ସାମାଜିକ ଗଣମାଧ୍ୟମର ଅପବ୍ୟବହାରକୁ ବରଦାସ୍ତ କରାଯିବନି
କଟକ: ମାନସିଂପାଟଣାରେ ଜଳୁଥିବା ଏକ ଘର ଭିତରୁ ଗୁରୁତର ଅବସ୍ଥାରେ ଜଣେ ଯୁବତୀ ଉଦ୍ଧାର
First
Prev
2586
2587
2588
2589
2590
2591
2592
2593
2594
2595
2596
Next
Last
© 2022 - Odisha Television Limited. All Rights Reserved.